ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ତେବେ । ତେବେ ଜାଡେଜା ଙ୍କ କେଉଁ କଥା ଟି ଶୁଣି ସମସ୍ତେ ହସୁ ଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ସମୟ ରେ ଭାରତୀୟ ଟିମ୍ ର ଜଣେ ବୋଲର ରବୀନ୍ଦ୍ର ଜାଡେଜା ଙ୍କ ଏକ ଭି-ଡି-ଓ ସୋସିଆଲ ମିଡିଆରେ ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଛି । ଗତ ନଭେମ୍ବର ୫ ତାରିଖ ରେ ଖେଳା ଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ବନାମ ସ୍କଟଲ୍ୟାଣ୍ଡ ମ୍ୟାଚ୍ ହୋଇଥିଲା । ସେହି ମ୍ୟାଚ୍ ରେ ଭାରତ ଅତି ଶୋଚନୀୟ ଭାବରେ ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଛି । ସେହି ମ୍ୟାଚ୍ ର ପରବର୍ତ୍ତୀ ସମୟ ରେ ରବୀନ୍ଦ୍ର ଜାଡେଜାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସେହି ମ୍ୟାଚ୍ ଟି ସରିଯିବା ପରେ ପ୍ରେସ କନଫରେନ୍ସରେ ଭାଗ ନେଇଥିଲେ ଭାରତୀୟ ବୋଲର ରବିନ୍ଦ୍ର ଜାଡେଜା । ଜଣେ ସାମ୍ବାଦିକ ପ୍ରେସ କନଫରେନ୍ସରେ ରବିନ୍ଦ୍ର ଜାଡେଜା ଙ୍କୁ ଏହା ପ୍ରଶ୍ନ କରିଥିଲେ ଯେ , ଆଫଗାନିସ୍ତାନ ଠାରୁ ଯଦି ନ୍ୟୁଜିଲ୍ୟାଣ୍ଡ ହାରିଯାଏ ତାହେଲେ ଭାରତ ସେମି ଫାଇନାଲ ଯିବାର ସମ୍ଭାବନା ରହିଛି, କିନ୍ତୁ ଯଦି ନ୍ୟୁଜିଲାଣ୍ଡ ଜିତି ଯାଏ ତାହେଲେ ଆପଣ କଣ କରିବେ ? ତେବେ ସେହି ସାମ୍ବାଦିକ ଙ୍କ ର ଏହି ପ୍ରଶ୍ନ ଟି ର ଉତ୍ତର କୁ ବେଶ୍ ମଜାଳିଆ ଢଙ୍ଗରେ ଦେଇଥିଲେ ରବୀନ୍ଦ୍ର ।
ତେବେ ସେହି ସାମ୍ବାଦିକ ଙ୍କ ଏହି ପ୍ରଶ୍ନ ର ଉତ୍ତର ରେ ରବୀନ୍ଦ୍ର ଏହା କହିଥିଲେ ଯେ ,”ନ୍ୟୁଜିଲାଣ୍ଡ ଯଦି ସ୍କଟଲାଣ୍ଡ ଠାରୁ ଜିତିଯାଏ ତାହେଲେ ଆମେ ଘରକୁ ଯିବା ପାଇଁ ବ୍ୟାଗ୍ ପ୍ୟାକ୍ କରିବୁ ଆଉ ଘରକୁ ଯିବୁ , ଆଉ କଣ… । ବର୍ତ୍ତମାନ ଜାଡେଜାଙ୍କ ଏହି କଥା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନି-ଆଁ ଭଳି ଭା-ଇ-ରା-ଲ ହେବାରେ ଲାଗିଛି ଏବଂ ଲୋକ ମାନେ ଦେଖି ଏହି ଭି-ଡି-ଓ କୁ ହସୁଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।