ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପରିବାର କୁ ହରାଇ ଦୁଃଖରେ ଭାଙ୍ଗି ପଢିଚି ଜଣେ ନିରୀହ ମାଆ ।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।
ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କିଛି ଦିନ ତଳେ ମହାନଦୀ ରେ ହାତୀ କୁ ବଞ୍ଚାଇବାକୁ କୁ ଯାଇ ଓଡ଼ିଶା ବସି ଅରିନ୍ଦମ ଙ୍କୁ ହରାଇ ଥିଲା । ସେହି ପରି ଗତ କାଲି ମହାନଦୀ ର ଶୁଓ ରେ ଭାସିଗଲା ସଂସାର। ବାପା ,ପୁଅ, ଝିଅ ଗାଧାଉଥିବା ବେଳେ ଖସି ଯାଇଥିଲା ଗୋଡ଼। ଘଟଣା ଟି ଘଟିଛି ସମ୍ବଲପୁର ଜିଲ୍ଲା ଦଳାଇପଡ଼ା ଗ୍ରାମ ରେ ଭାସି ଯାଇଥିଲେ ବାପା ପୁଅ ଓ ଝିଅ । ଦୀର୍ଘ ସମୟ ର ଖୋଜା ଖୋଜି ପରେ ଚେ-ତା-ସୁ-ଣ୍ୟ ଅବସ୍ଥା ରେ ବାପ ଓ ପୁଅ କୁ ଉଦ୍ଧାର କରାଯାଇଥିଲା । ସେମାନେ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି ,କିନ୍ତୁ ଝିଅ ନିଖୋଜ୍ ଥିଲା। ପେନସନ ପଡା ର ଏମ୍ ଡି ଅଲ୍ଟବ ଙ୍କ ପୁଅ ଅବତାବ ଓ ଝିଅ ରୁକ୍ଷନା ଙ୍କ ସହିତ ଦଳେଇ ପଡା ଘାଟ କୁ ଗାଧେଇବାକୁ ଯାଇଥିଲେ ।ଜଣେ ଭାସିଯିବା ପରେ ଜଣ କୁ ବଞ୍ଚାଇବା କୁ ଯାଇ ଜଣ ଙ୍କ ପରେ ଜଣେ ଭାସିଯାଇ ଥିଲେ।
ଖବର ପାଇବା ପରେ ଅଡ୍ରାଫ୍ ଟିମ୍ ଯାଏ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।ଡଙ୍ଗା ସାହାଯ୍ୟ ରେ ଖୋଜା ଖୋଜି କାର୍ଯ୍ୟ ଆରମ୍ଭ ହେଇଥିଲା । ଅନେକ ସମୟ ର ଖୋଜା ଖୋଜି ପରେ ବାପା ଓ ପୁଅ କୁ ଉଦ୍ଧାର କରା ଯାଇଥିଲା କିନ୍ତୁ ଝିଅ ରୁକ୍ସନା ର କୌଣସି ପତା ମିଳି ନଥିଲା । ସନ୍ଧ୍ୟା ହୋଇଯିବାରୁ ଉ-ଦ୍ଧା-ର କାର୍ଯ୍ୟ ରେ ବାଧା ପ୍ରାପ୍ତ ହେଇଥିଲା । ତେବେ ବାପ ଓ ପୁଅ କୁ ସ୍ଥାନୀୟ ବଡ଼ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା। ରାତି ହୋଇଯାଇଥିବା ରୁ ଅନ୍ଧାର ମଧ୍ୟ ରେ ଖୋଜିବା ସମ୍ଭବ ନଥିଲା। ପାରାଦୀପ ରେ ଗେଟ ଖୋଲା ଯାଇଥିବା ରୁ ପାଣି ର ସ୍ରୋତ ଅଧିକ ଥିଲା । ସ୍ବାମୀ ଓ 2 ଝିଅ କୁ ହରାଇ ଦୁଃ-ଖରେ ଭାଙ୍ଗୀ ପଢ଼ିଛି ମା ଟିଏ ।
ଆଖିରେ ଧାରା ଧାରା ଲୁହ ନେଇ ବିକଳ ହୋଇ କାନ୍ଦୁଛି ସ୍ବାମୀ ଆଉ ଝିଅ ଙ୍କୁ ହରାଇ । ସତ ରେ ମହାନଦୀ ମୁଣ୍ଡ ନେଉଛି କି । ଗୋଟେ ପରେ ଗୋଟେ ଜୀବନ ଯାଉଛି ମହା ନଦୀ ଜଳ ରେ । ଗତ ୫ବର୍ଷରେ ମହାନଦୀ ରେ ୨୧ ଟି ଅ-ଭା-ବ-ନୀ-ୟ ଘଟଣା ଘଟିଛି, ଯେଉଁଥିରେ ୧୨ ରୁ ଅଧିକ ଜୀବନ ଯାଇଛି। ବେପରୁଆ ସ୍ଥାନ ହେଉ କି ଅ-ଭା-ବ-ନୀ-ୟ ଘଟଣା ମହାନଦୀ ରେ ଏମିତି ଅ-ଘ-ଟ-ଣ ଘଟି ଚାଲିଛି।ସେହି ପରି କଟକ ରେ ୨୦୧୯ ରୁ ଆଜି ପର୍ଯ୍ୟନ୍ତ ୬୧ ଟି ଅ-ଭା-ବ-ନୀ-ୟ ଘଟଣା ର କଲ୍ ପାଇଛି ଅଗ୍ନିଶମ ବିଭାଗ । ସେଥିରୁ ୨୯ ଜଣଙ୍କ ଜୀବନ ରକ୍ଷା ହୋଇଥିବା ବେଳେ ୩୨ ଜଣ ଆଖି ବୁଜି ଦେଇଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।