ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅର୍ଚ୍ଚନାକୁ ସୁନା ଉପହାର ଦେଇ, ଭଲକରି ଖାଇ ଯାଇଛନ୍ତି ଅଫିସର ବାବୁ । ଏବେ ସାମ୍ନାକୁ ଆସିଲା ବଡ କଥା ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବନ୍ଧୁଗଣ ଶୁଣି ନାହଁ ଯଦି ଶୁଣ କିଏ ଦେଇଛି ଅର୍ଚ୍ଚନାକୁ ସୁନା ସିଏ କୁଆଡେ ଗୋଟିଏ ଆଇଏଏସ ଅଫିସର । ଆଉ ସୁନା ଦେବା ପରେ ଭଲ କରି ଖାଇ ଅର୍ଚ୍ଚନା ଘରୁ ଯାଇଛନ୍ତି । ଅର୍ଚ୍ଚନା ନାଗ ମାମଲାରେ ଖଗାକୁ ଯେତେଦିନ ଇଡି ରିମାଣ୍ଡରେ ରଖି ପଚରା ଉଚରା କରୁଛି ସେତେ ନୂଆ ନୂଆ କଥା ଏବେ ପଦାକୁ ଆସିବାରେ ଲାଗିଛି । ରିମାଣ୍ଡର ୮ ଦିନରେ ଇଡି ଏମିତି ଏକ ତଥ୍ୟ ପାଇଛି ଯାହା ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛି ।
ପ୍ରଶାସନିକ ବାବୁ ମାନଙ୍କ ଆଖିରୁ ନିଦ ହଜି ଯାଇଛି କାରଣ ଏହି ପ୍ରଶାସନିକ ବାବୁ ମାନଙ୍କ ଭିତରୁ କେଉଁ ବାବୁ ଜଣେ କୁଆଡେ ଅର୍ଚ୍ଚନାକୁ ସୁନା ଉପହାର ଦେଇଥିଲେ ଆଉ ପେଟେ ଖାଇ ଘରୁ ଯାଇଥିଲ । ଦର୍ଶକ ବନ୍ଧୁ ଅର୍ଚ୍ଚନା ସହିତ ରାଜ୍ୟର ଜଣେ ଯୁବ ଆଇଏଏସ ଅଫିସରଙ୍କର ଘନିଷ୍ଠ ସଂପର୍କ ଥିଲା । ଏମିତି ଘନିଷ୍ଠ ସମ୍ପର୍କ ଥିଲା ଯେ ଆଇଏଏସ ବାବୁ ଜଣଙ୍କ ସବୁଦିନ ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ଘରକୁ ଯିବା ଆସିବା କରନ୍ତି ଏମିତିକି ଅର୍ଚ୍ଚନାଙ୍କ ପୁଅ ଜନ୍ମଦିନରେ ସୁନା ଦେଇଥିଲେ ।
ଆଉ ଏହି ସୁନା ଦେଇ ଅର୍ଚ୍ଚନାଙ୍କ ଶଙ୍ଖ ମଲମଲ ରାଜଉଆସରେ ପଡ଼ିଥିବା ରାଜକୀୟ ଡାଇନିଂ ସେଟ୍ ଉପରେ ବସି ପେଟ ପୁରା ଖାଇଥିଲେ ଏହି ଯୁବ ଆଇଏଏସ ଅଫିସର । ଆଉ ଖାଇ ସରିବା ପରେ ସୁନା ଦେଇ ଫେରି ଆସିଥିଲେ କାରଣ ମନ ପୁରା ଭରି ଯାଇଥିଲା ଖାଦ୍ୟରେ ଆତ୍ମତୃପ୍ତି ଥିଲା । ଯେଉଁ ସୁନାକୁ ସେହି ଆଇଏଏସ ଅଫିସର ଦେଇଥିଲା । ସେହି ସୁନା ବିଷୟରେ ଖଗା ଠାରୁ ଜାଣି ସାରିବା ପରେ ସେହି ସୁନା କେଉଁ ଦୋକାନରୁ କିଣା ହୋଇଥିଲା ତାର ଅନୁସନ୍ଧାନ ଆରମ୍ଭ କରି ଦେଇଛି ଇଡି ।
ତେଣୁ ଉକ୍ତ ଅଫିସର୍ ଏବେ ଇଡି ସ୍କାନରରେ ମଧ୍ୟ ଅଛନ୍ତି ଆଉ ପ୍ରମାଣ ମିଳିଲେ ତାଙ୍କୁ ମଧ୍ୟ ଇଡି ଜେରା କରିପାରେ ବୋଲି ବିଶେଷ ସୂତ୍ରରୁ ଜଣା ପଡ଼ିଛି । ଆଉ ଇଡି ତାଲିକାରେ ଅଫିସର୍ ଜଣଙ୍କ ନାଁ ଆସିବା ପରେ ତାହାକୁ ନେଇ ପ୍ରଶାସନିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ତେବେ କିଏ ସେ ଆଇଏଏସ ଅଫିସର କିଏ ସେହି ଯୁବକ ଜଣକ ଯିଏକି ଅର୍ଚ୍ଚନା ନାଗକୁ ସୁନା ଦେଇ ପେଟ ପୁରା ଖାଇ ଆସିଛି ତାହା ଏପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।