ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତେଜପତ୍ର ଉପରେ ଏହି କଥା ଲେଖି ଜାଲିଦେଲେ ସମସ୍ତ ଇଚ୍ଛା ପୁର୍ଣ୍ଣ ହୁଏ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଇତିହାସ ରେ ବୈଦିକ ଧରମ ଅନୁସାରେ ଜଣାଥିବା ସନାତନ ଧର୍ମ ଯେଉଁଥରେ 33 କୋଟି ଦେବୀ ଦେବତା ଅଛନ୍ତି , ଯେବେବି ମଣିଷ ତାର ଜୀବନ ରେ ଏକା ଅନୁଭବ କରେ ସେ ମନ୍ଦିର କୁ ଯାଇ ଭଗବାନ ଙ୍କୁ ଡାକିଥାଏ । ତେବେ ଆପଣ ମାନଙ୍କ ମଧ୍ୟ ରେ ଏମିତି କିଛି ଲୋକ ମାନେ ଅଛନ୍ତି ଯାହାକି ସେମାନେ ଭଗବାନ ଙ୍କୁ ଡାକୁ ଡାକୁ କାନ୍ଦି ପକାଇଥାନ୍ତି , ତେବେ ଆପଣ ମାନେ ଭାବୁଥିବେ ଭଗବାନ ତ ସବୁ ଆଡେ ଅଛନ୍ତି ତେବେ ଏମିତି କାନ୍ଦିବାର କଣ ଫାଇଦା ।
ବନ୍ଧୁଗଣ ଆମେ ବର୍ତମାନ ସମୟ ରେ ଅତ୍ୟାଧୁନିକ ସମୟ ରେ ବସବାସ କରୁଛନ୍ତି । ହେଲେ ବି କେବେ ଆମେ ମାନେ ପୁରାଣ ଶାସ୍ତ୍ର କୁ ଭୁଲି ନାହୁଁ । ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜିବନ ର ସବୁ ଶୁଭ ଅଶୁଭ ଭଲ ମନ୍ଦ ଆଦି ଜାହା ସବୁ ଘଟିଥାଏ । ତାହା ସବୁ ବେଳେ ଆମ କର୍ମ ଉପରେ ହିଁ ନିର୍ଭର କରେ କେବେ କେବେ ଆମେ ମାନେ ନୀତିଦିନ ମାନି ଆସୁଥିବା ଧାର୍ମିକ ଗୁଣ ମଧୟ ଏହିଥିରେ ଉଲ୍ଲେଖ ରହିଥାଏ।
ତେବେ ଅନେକ ଲୋକ ମାନଙ୍କର ବହୁତ ଇଚ୍ଛା ରହିଥାଏ, ମାତ୍ର ତାହା ପୂରଣ ହୋଇ ପାରେନାହିଁ।ତେବେ ନିଜର ଇଚ୍ଛା ମାନଙ୍କୁ ଏକ ତେଜ ପତ୍ରରେ ଲେଖନ୍ତୁ। ଲେଖି ସାରିବା ପରେ ସେଥିରେ ତିନୋଟି ୮ ଲେଖିବେ।ଲେଖି ସାରିବା ପରେ ତାହାକୁ ଝୁଣା ସହ ଆପଣ ଯେଉଁ ଠାକୁରଙ୍କୁ ବେଶୀ ଭଲ ପାଆନ୍ତି ତାଙ୍କ ନିକଟରେ ଜାଳି ଦିଅନ୍ତୁ।ଏହା କରିବା ପରେ ଦେଖିବେ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।