Babushan ଙ୍କ ପାଇଁ Bollywood ର କବାଟ ଖୋଲୁଛି ଫିଲ୍ମ ‘Daman’, ଆସିଲା ଫିଲ୍ମ ର ଅଫର…

 

 

ଦର୍ଶକ ବନ୍ଧୁ ଓଲିଉଡ଼ ଅଭିନେତା ବାବୁଶାନ ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ ନେଇ ଏବେ ଏବେ ସାମ୍ନା କୁ ଆସିଛି ଏକ ବଡ ଖବର। ଓଲିଉଡ଼ ଅଭିନେତା ବାବୁଶାନ ମହାନ୍ତି ଙ୍କୁ ଖୁବ୍ ଶୀଘ୍ର ଆସୁଛି ବଲିଉଡ୍ ସିନେମା ଅଫର୍ । ହଁ ଦର୍ଶକ ବନ୍ଧୁ ଏଥର କେବଳ ଓଡ଼ିଆ ନୁହେଁ ହିନ୍ଦୀ ରେ ବି ସିନେମା କରିବେ ବାବୁଶାନ୍ ମହାନ୍ତି । କାରଣ ଆପଣ ଜାଣିଥିବେ ତାଙ୍କର ଦମନ ସିନେମା ବର୍ତ୍ତମାନ କେତେ ଚର୍ଚ୍ଚା ରେ ରହିଛି ,ଆଉ ସମସ୍ତେ ଏବେ ଚାହିଁବେ ବାବୁଶାନ ଙ୍କୁ ସିନେମା ରେ ନେଇ ଏକ ପରୀକ୍ଷା କରିବା ପାଇଁ ।

 

 ଦର୍ଶକ ବନ୍ଧୁ ଦମନ ସିନେମା ର କାହାଣୀ ବର୍ତ୍ତମାନ ସମସ୍ତଙ୍କୁ ପ୍ରଭାବିତ କରିଛି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ବି ଚହଳ ସୃଷ୍ଟି କରିଛି ଦମନ। ଆଉ ଆଗକୁ ଦମନ ର ହିନ୍ଦୀ ଡବିଂ ହେବାକୁ ଯାଉଛି ଯାହାକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି। ତେବେ ଏହାର ହିନ୍ଦୀ ଡବିଙ୍ଗ ସରିବା ପରେ ଏହା ଲୋକ ମାନଙ୍କ ଉପରେ କିପରି ପ୍ରଭାବ ପକାଉଛି ତାହା ଏକ ବଡ ଚାଲେଞ୍ଜ ସୃଷ୍ଟି କରିବ ।

 

କିନ୍ତୁ ବର୍ତ୍ତମାନ ସମୟ ରେ ବାବୁଶାନ୍ ଙ୍କ ଏହି ଦମନ ସିନେମା କୁ ବହୁତ ଚର୍ଚ୍ଚା ଆଲୋଚନା କରା ଯାଉଛି ଏବଂ ଏହି ସିନେମା କୁ ଏକ ଉଚ୍ଚକୋଟି ର ସିନେମା ବୋଲି କୁହାଯାଉଛି , ଯାହାକି ବାବୁଶାନ ଙ୍କ ପାଇଁ ଏକ ବଡ ସଫଳତା । ଆଉ ଏବେ ଅନେକ ଲୋକ ମାନେ ଏହା କହିଛନ୍ତି ଯେ, ସିଦ୍ଧାନ୍ତ ମହାପାତ୍ର ଙ୍କ ପରେ ଏବେ ବାବୁଶାନ୍ ମହାନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଆଗକୁ ନେଇ ପାରିବେ ।

 

ଏହି ସିନେମାରେ ବାବୁଶାନ୍ ଏଭଳି ଭାବେ ଅଭିନୟ କରିଛନ୍ତି,ତାହା ଲୋକ ମାନଂକ ଉପରେ ବେଶ୍ ପ୍ରଭାବ ପକାଉଛି। ଆପଣ ମାନେ ଜାଣିଥିବେ ଯେ , ଅନେକ ଓଡ଼ିଆ କଳାକାର ମାନେ ହିନ୍ଦୀ ସିନେମା ରେ ସୁଯୋଗ ପାଇଛନ୍ତି। ତେବେ ଏହି ଦମନ ସିନେମା ମାଧ୍ୟମ ରେ ଅଭିନେତା ବାବୁଶାନ୍ ଙ୍କ  ବଲିଉଡ୍ କୁ ଇଣ୍ଟ୍ରୀ ହୋଇ ଯାଇପାରେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *