ଭିଡ଼ିଓ କରି ସାହାଯ୍ୟ ମାଗିଲେ ଅଭିନେତା ବାବୁଶାନ ମହାନ୍ତି – ଦେଖନ୍ତୁ ଭିଡ଼ିଓ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଶେଷରେ ଭିଡ଼ିଓ ଜାରି କରି ସାହାଯ୍ୟ ମାଗିଲେ ଅଭିନେତା ବାବୁଶାନ୍ ମହାନ୍ତି । ତେବେ ଏମିତି କଣ ହେଲା ଯେ ସେ ସାହାଯ୍ୟ ମାଗୁଛନ୍ତି, ଆସନ୍ତୁ ଜାଣିବା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ କୁ ବହୁତ ସ୍ୱାଗତ କରୁଅଛୁ। ଓଡ଼ିଆ ସିନେମା ଦମନ ଗତ କିଛି ଦିନ ତଳେ ରିଲିଜ୍ ହୋଇଛି । ତେବେ ପ୍ରଥମ ଦିନରେ ରାଜ୍ୟରେ ହଲ୍ ଗୁଡିକରେ ଖୁବ୍ ଭୀଡ ଦେଖିବାକୁ ମିଳିଥିଲା । ଆଉ ଏହି ସିନେମା କୁ ନେଇ ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବେଶ୍ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହି ଦିନରେ ଦମନ ସିନେମା ର ହିରୋ ବାବୁଶାନ୍ ମହାନ୍ତି ଏକ ଭିଡ଼ିଓ କରି ସାହାଯ୍ୟ ମାଗିଛନ୍ତି । ତେବେ ହଠାତ୍ ବାବୁଶାନ ଙ୍କ ର ଏମିତି କଣ ହେଲା ଯେ ସେ ଭିଡ଼ିଓ କରି ସାହାଯ୍ୟ ମାଗୁଛନ୍ତି ,ଆସନ୍ତୁ ଜାଣିବା ।

 

ଅଭିନେତା ବାବୁଶାନ୍ ମହାନ୍ତି ବର୍ତ୍ତମାନ ଏହା କହିଛନ୍ତି ଯେ ଆଜିର ଦିନ ବହୁତ ଖୁସି ର ଦିନ ଆମ ପାଇଁ । ଦମନ ର ପୁରା ଟିମ୍ ପାଇଁ ଏକ ବହୁତ ବଡ ଖୁସିର ଦିନ । ଏହାପରେ ସେ କହିଛନ୍ତି ଯେ , ମୁଁ ଆମ ରାଜ୍ୟ ସରକାର ବା ସମ୍ମାନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି । ଓଡ଼ିଶା ରେ ଏହି ସିନେମା କୁ ଟ୍ୟାକ୍ସ ଫ୍ରି କରିବା ପାଇଁ ମୁଁ ଆମ ମୁଖ୍ୟମନ୍ତ୍ରୀ ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି । 

 

ଶେଷରେ କହିଛନ୍ତି ଯେ ଯେଉଁ ମାନେ ଏ ଯାଏଁ ଦମନ ସିନେମା କୁ ଦେଖି ନାହାଁନ୍ତି ତାହେଲେ ଦୟାକରି ଯାଆନ୍ତୁ ଏହି ସିନେମା କୁ ଦେଖିବାକୁ । ତେବେ ଓଲିଉଡ଼ ଅଭିନେତା ବାବୁଶାନ ମହାନ୍ତି ବର୍ତ୍ତମାନ ଏକ ଭିଡ଼ିଓ ପୋଷ୍ଟ କରି ଏହି ସବୁ କଥା କହିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଏ ଯାଏଁ ଦମନ ସିନେମା କୁ ଦେଖେଲେଣି ନା ନାହିଁ କମେଣ୍ଟ ମାଧ୍ୟମ ରେ ଜଣାଇବେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *