ନିଜର ଭାବିକି ଝିଅଟି ଫିଜ଼ିକାଲ ହେଉଛି ହେଲେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନାରୀ ମାନେ ଖେଳନା ନୁହଁନ୍ତି । କେବଳ ଶରୀରକୁ ଭଲ ପାଇବା ପ୍ରେମ ନୁହେଁ ବୋଲି ନିଜର କଡ଼ା ଜବାବ୍ ଦେଲେ ଜଣେ ଯୁବତୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ନୂଆଦିଲ୍ଲୀରେ ଘଟିଥିବା ବର୍ବର ଘଟଣା ସମ୍ପର୍କରେ ତ ଅବଗତ ଥିବେ । ବର୍ତ୍ତମାନ ସମୟରେ ସବୁ ଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ଶ୍ରଦ୍ଧା-ଅଫତାବଙ୍କ କାହାଣୀ । କେମିତି ଜଣେ ପ୍ରେମିକ ତା’ର ପ୍ରେମିକାକୁ ମାରି ୩୫ ଖଣ୍ଡ କରି ଭିନ୍ନ ଭିନ୍ନ ସ୍ଥାନରେ ଫୋଫାଡୁଥିଲା । ଏମିତି ଲୋମଟାଙ୍କୁରା ଘଟଣା ବିଷୟରେ ଜଣେ ଯୁବତୀ ନିଜର ମନ୍ତବ୍ୟ ରଖିଛନ୍ତି । ଯୁବତୀ ଜଣକ କହିଛନ୍ତି ଯେ, “ଭଲ ପାଇବା ଓ ପ୍ରେମ ବିଷୟରେ କହିବାକୁ ଗଲେ ପ୍ରଥମେ କହିବି ଯେ ମୁଁ ମି ପରିବାରକୁ ସବୁଠାରୁ ବେଶୀ ଭଲପାଏ । କିନ୍ତୁ ପ୍ରେମ କଥା କହିଲେ ହଁ ଦୁନିଆରେ ଟ୍ରୁ ଲଭ୍ ତୋ ଅଛି । ଆଉ ସମସ୍ତେ ଆଜିକାଲି ଭଲ ମଧ୍ୟ ପାଉଛନ୍ତି ସମସ୍ତଙ୍କୁ । 

 

ସେମିତି ତୋ ମୁଁ କିଛି ଡେଫିନେସନ୍ ଦେଇ ପାରିବିନି ହେଲେ ଏତିକି କହିବି ଯେ ଦିଲ୍ଲୀ କେଶ୍ ରେ ସେ ଯୁବତୀ ଜଣକ କେମିତି ଭଲ ପାଉଥିଲେ କଣ କରୁଥିଲେ ସେଇଟା ଗୋଟେ ଅଲଗା ଜିନିଷ । ହୁଏତ ଅଭିଯୁକ୍ତ ଯୁବକ ଜଣକ ସାଇକୋ ପେସେଣ୍ଟ ହୋଇ ପାରନ୍ତି । କିନ୍ତୁ ଯଦି ପ୍ରକୃତରେ ଭଲ ପାଉଛ ତେବେ ଯଦି କିଛି କଣ ମନୋମାଲିନ୍ୟ ହେଲା ତେବେ ସେହି କାରଣରୁ ଜଣେ ଜଣଙ୍କ ଜୀବନ ନେଇଯିବା ସେଇଟା ଭଲ ଜିନିଷ ନୁହେଁ । ଆଉ ଯଦି ଆମେ ବାଲେଶ୍ଵର ଘଟଣା ଦେଖିବାକୁ ଯିବା ତେବେ ଉକ୍ତ ଯୁବକ ଜଣକ ପ୍ରକୃତରେ ଭଲ ପାଉଥିଲେ । 

 

ସେଥିପାଇଁ ତାଙ୍କ ପ୍ରେମିକାଙ୍କ ଗୋଡ଼ ଖଣ୍ଡିଆ ହେଉ କିମ୍ବା ହାତ ଖଣ୍ଡିଆ ହେଉ ତାପରେ ମଧ୍ୟ ସେ ପ୍ରେମିକାଙ୍କ ହାତ ଧରି ବାହା ହେଲେ । ଆଉ ସେଇଟା ଗୋଟିଏ ବହୁତ ଭଲ ଜିନିଷ । ସମାଜକୁ ଏଇଟା ଗୋଟେ ସେ ଶିକ୍ଷା ଦେଇଦେଲେ କି ପ୍ରକୃତ ଭଲ ପାଇବା କଣ । ତାର ସେ ଉଦାହରଣ ଦେଇ ଦେଲେ ଯେ ହଁ ଆଜିକା ସମାଜରେ ମଧ୍ୟ ଭଲ ପାଇବା ବଞ୍ଚି ରହିଛି । ଭଲ ପାଇବା ମାନେ ନୁହେଁ କି ଜଣେ ସୁନ୍ଦର ଦେଖା ହେଉଥିବ, ଭଲ ଥିବ ତେବେ ଯାଇ ଆମେ ତାଙ୍କୁ ଭଲ ପାଇବା । ତାଙ୍କ ସହିତ ଭଲରେ ରହି ପାରିବା । 

 

କିନ୍ତୁ ସେପରି କିଛି ଭି ନୁହେଁ ଯଦି ଆମେ କାହାକୁ ହୃଦୟରୁ ଭଲ ପାଉଛନ୍ତି ତାହେଲେ ସେ ବିକଳାଙ୍ଗ ହେଲେ ମଧ୍ୟ ଆମେ ତାଙ୍କ ସହ ଖୁସିରେ ରହିଯିବା । ପ୍ରେମ ମାନେ ଯେ କେବଳ ଫିଜିକାଲ୍ ରିଲେସନ ସେଇଟା ପୁରାପୁରି ଭୁଲ୍ । ବହୁତ ଲୋକ ଅଛନ୍ତି ଯେଉଁମାନେ ୧/୨ଥର ଦେଖା କରିକି ମଧ୍ୟ ତାଙ୍କ ଭିତରେ ବହୁତ ଭଲ ପାଇବା ରହୁଛି । କିନ୍ତୁ ପ୍ରେମ କରିକି ଶାରିରୀକ ସମ୍ପର୍କ ରଖିକି ଛାଡ଼ିବା ଏବେ ଗୋଟେ ଆଜିକାଲିର ଯୁବଗୋଷ୍ଠୀଙ୍କ ମଧ୍ୟରେ ଟ୍ରେଣ୍ଡ ହୋଇ ଗଲାଣି ତାକୁ ନେଇ ଆଉ କଣ କହିବି । ଝିଅମାନେ ବିଶ୍ୱାସ କରି ହିଁ ନିଜର ଭାବିକି ହିଁ ଫିଜିକାଲ୍ ହେଉଛି ଯାହାର ଫାଇଦା ପୁଅମାନେ ଉଠାନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *