ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ଠାରୁ ହାରିଲେ ବି ଭାରତ ଯାଇ ପାରିବ Semi-Final । ଜାଣନ୍ତୁ କେମିତି ଯିବ ଭାରତ Semi-Final…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯଦି ନ୍ୟୁଜିଲାଣ୍ଡ ଆଫଗାନିସ୍ତାନ ଠାରୁ ଜିତେ ତେବେ କେମିତି ସେମିଫାଇନାଲ ଯିବ ଭାରତ? ଜାଣନ୍ତୁ ପୂରା ସମୀକରଣ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

କିଛିଦିନ ହେବ କ୍ରିକେଟ ଖେଳ କୁ ନେଇ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ୍ ମାତ୍ରା ରେ ଚର୍ଚ୍ଚା ଚାଳିଛି । ଗତକାଲି ଗ୍ରୁପ୍”ବି” ର ଏକ ମ୍ୟାଚ ରେ ଭାରତ ସ୍କଟଲ୍ୟାଣ୍ଡକୁ ଭେଟିଥିଲା ବୋଲି ଶୁଣିବା କୁ ମିଳିଛି । ଏହି ମ୍ୟାଚରେ ଭାରତ  ବିଜୟ ହାସଲ କରି ସେମିଫାଇନାଲ ଦୌଡ଼ରେ ନିଜକୁ ସଲମତ ରଖିଛି ।  ମ୍ୟାଚ ପୂର୍ବ ରୁ ଭାରତର ନେଟ୍ ରନ୍ ରେଟ୍ ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ଠାରୁ କମ ରହିଥିଲ କିନ୍ତୁ ସ୍କଟଲ୍ୟାଣ୍ଡ ଉପରେ ଏକ ବଡ ଧାରଣ ର ବିଜୟ ହାସଲ କରିବା ପରେ ଭାରତ ନିଜର ରନ୍ ରେଟକୁ ମଧ୍ୟ ସୁଧାରିବାରେ ସଫଳ ଲାଭ କରିଛି ।

 

କାଲି ରବୀନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମୀଙ୍କ  ବୋଲିଂ ବଳରେ ଭାରତ ସ୍କଟଲ୍ୟାଣ୍ଡକୁ ମାତ୍ର ୮୫ ରନରେ ଅଲଆଉଟ କରି ଦେଇଥିଲା ବୋଲି ଜଣ ପଢ଼ିଛି ତେବେ ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ଠାରୁ ଭଲ ରନ୍ ରେଟ୍ କରିବାକୁ ହେଲେ ଭାରତ ଏହି ଟାର୍ଗେଟକୁ ମାତ୍ର ୭.୧ ଓଭରରେ ଚେଜ୍ କରିବା ଦରକାର ପଡ଼ିଥନ୍ତ ବୋଲି କୁହା ଯାଇଛି। ଯେଉଁ ଲକ୍ଷକୁ ଭାରତ ୨ ୱିକେଟ୍ ହରାଇ ମାତ୍ର ୬.୩ ଓଭରରେ ହିଁ ହାସଲ କରିନେଇଥିଲା। 

 

ଏହି ରନ୍ ଚେଜରେ ଭାରତ ପକ୍ଷରୁ ରୋହିତ ଶର୍ମା ୧୬ ବଲରୁ ୩୦ ରନ୍ ଏବଂ କେଏଲ ରାହୁଲ ୧୯ ବଲରୁ ୫୦ ରନ୍ ସ୍କୋର କରି ପାରିଥିଲେ।ଏବେ, ସ୍କଟଲ୍ୟାଣ୍ଡ ବି-ପ-କ୍ଷ ବିଜୟ ପରେ ଭାରତ ୪ ପଏଣ୍ଟ ଏବଂ +୧.୬୨ ର ବଳିଷ୍ଠ ରନ୍ ରେଟ୍ ସହ ତୃତୀୟ ସ୍ଥାନରେ ରହିଛି ବୋଲି ଜଣ ପଢ଼ିଛି । ଭାରତ ୮ ତାରିଖରେ ନିଜର ଶେଷ ମ୍ୟାଚ ଦୁ-ର୍ବ-ଳ ନାମ୍ବୀବିଆ ସହିତ ଖେଳିବାକୁ ଯାଉଥିବାରୁ ଏହା ନିଜର ସମସ୍ତ ମ୍ୟାଚ ଖେଳି ୬ ପଏଣ୍ଟରେ ପହଞ୍ଚିଯିବାର ଯଥେଷ୍ଟ ସମ୍ଭାବନା ରହିଛି। 

 

ତେବେ, ସବୁଠାରୁ ବଡ଼ କଥା ହୋଉଛି ଭାରତ ସେମିଫାଇନାଲ ରେ ପହଞ୍ଚିବାକୁ ହେଲେ ଆସନ୍ତା ୭ ତାରିଖରେ ହେବାକୁ ଥିବା ମ୍ୟାଚରେ ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଇବାକୁ ପଢିବ ବୋଲି କୁହା ଯାଇଛି ।ଏପରି ହେଲେ ଭାରତ, ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ସମସ୍ତେ ୬ ପଏଣ୍ଟ ଲେଖାଏଁ ପାଇ ପାରିବେ। ଏପରି ସ୍ଥଳରେ ଭାରତ ଏବଂ ନମ୍ବୀବିଆ ମ୍ୟାଚ ଉପରେ ସମସ୍ତଙ୍କ ନଜ଼ର ରହିଛି । ଏହି ମ୍ୟାଚ ପରେ ଯାହାର ରନ୍ ରେଟ୍ ଅଧିକ ରହିବ ସେ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇପାରିବ ବୋଲି ସୂଚନା ରୁ ଜଣ ପଢ଼ିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *