ଯେଉଁଠି ନାହିଁ ସେଇଠି ..କିଛି ପିଲା ଯେଉଁଠି ନାହିଁ ସେଇଠି ଷ୍ଟାର୍ଟ କରିଦେଉଛନ୍ତି Enjoy…। 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯୁବତୀ ଦେଲେ କଡା ମନ୍ତବ୍ୟ । ଫ୍ରି-ସେକ୍ସ ମାନେ ନୁହଁ, ଯେଉଁଠି ନାହିଁ ସେଇଠି ..କିଛି ପିଲା ଯେଉଁଠି ନାହିଁ ସେଇଠି ଷ୍ଟାର୍ଟ ହେଇଯାଉଛନ୍ତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ଆପଣ ମାନେ ନୂଆଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ ବିଷୟରେ ନିଶ୍ଚିତ ଜାଣିଥିବେ । ତେବେ ସୂଚନା ଅନୁସାରେ ନୂଆଦିଲ୍ଲୀ ର ମେହରୁଲ ଅଞ୍ଚଳ ରେ ଯେଉଁ ଠାରେ ଜଣେ ପ୍ରେମିକ ପାଲଟି ଯାଇଥିଲା ରାକ୍ଷସ ଆଉ ପ୍ରେମିକା ବିବାହ ପାଇଁ ବାଧ୍ୟ କରିବାରୁ ତାକୁ ହତ୍ୟା କରିଥିଲା । ଆଉ ହତ୍ୟା ପରେ ତାର ଶରୀରକୁ ଖଣ୍ତ ଖଣ୍ଡ କରୀ କାଟି ୩୫ ଖଣ୍ଡ କରି ଫ୍ରିଜ ରେ ଭର୍ତ୍ତି କରି ରଖିଥିଲା । ଏତିକିରେ ଶେଷ ହୋଇ ନଥିଲା ବରଂ ସେହି ମାଂସ ଖଣ୍ଡକୁ ଦିନ ଦିନ ଧରି ଏଣେ ତେଣେ ଫୋପାଡି ଦେଉଥିଲା ଯୁବକ ଜଣଙ୍କ । 

ତେବେ ଏହି ଘଟଣା କୁ ହୋଇ ଗଲାଣି ୫/୬ ମାସ ମାତ୍ର ବର୍ତ୍ତମାନ ଏହି ଜଘନ୍ୟ ହତ୍ୟାକାଣ୍ଡ ର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ । ତେବେ ଏହି ଘଟଣାକୁ କେନ୍ଦ୍ର କରି ଜଣେ ଯୁବତୀ ନିଜର କଡା ମନ୍ତବ୍ୟ ରଖି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ଯୁବତୀ ଜଣଙ୍କ କହିଛନ୍ତି କି ସୁପ୍ରିମକୋର୍ଟ ଏହି ଯୁବ ପିଢୀଙ୍କ ଆଇନ ପାସ କରେଇ ଦେଲେ କି ଯଦି କୌଣସି ପୁଅ ଓ ଝିଅ ଲିଭ ଇନରେ ରହିବା ପାଇଁ ଚାହିଁବେ ତେବେ ସେମାନେ ଏକା ସାଙ୍ଗରେ ଏକଠି ରହି ପାରିବେ । 

ଆଉ ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇ ପାରିବ ଆଉ ଯଦି ଏହା ମଧ୍ୟରେ ଯୁବତୀ ଜଣଙ୍କ ପ୍ରେଗନେଟ ହୋଇ ଯାଆନ୍ତି ତେବେ ତାଙ୍କୁ ମଧ୍ୟ ଆବରସନ କରିବାର ଅନୁମତି ରହିଛି । ଯେବେଠୁ ସୁପ୍ରିମକୋର୍ଟ ଫ୍ରି ସେକ୍ସ ବା ଲିଭ ଇନ ରିଲେସନରେ ରହିବା ଅନୁମତି ଲାଗୁ କରିଛନ୍ତି ସେବେ ଠାରୁ ଆମ ସମାଜରେ ପ୍ରେମ ସମ୍ପର୍କୀତ ହତ୍ୟା, ପ୍ରତାରଣା ଆଦି ବଢିବାକୁ ଲାଗିଛି । ଫ୍ରି-ସେକ୍ସ ମାନେ ଏହା ନୁହେଁ କି ତୁମେ ମାନେ କୋଉଠି ବି ସେକ୍ସ କରିବା ଆରମ୍ଭ କରିଦେବ । 

ତେବେ ଝିଅ ଜଣଙ୍କ ଆହୁରି କହିଛନ୍ତି ଏହାର ପ୍ରଭାବ ଆମ ସମାଜ ଉପରେ ଅଧିକରୁ ଅଧିକ ଦେଖିବାକୁ ମିଳୁଛି ଆଉ ପ୍ରେମ ଜନିତ ହିଂସା, ହତ୍ୟା ଓ ପ୍ରତାରଣା ମଧ୍ୟ ଦିନକୁ ଦିନ ଦେଖିବାକୁ ମିଳୁଛି । ଯଦି ଶ୍ରଦ୍ଧା ବାପା ମା ଙ୍କୁ ଛାଡି ସେ ଯୁବକ ସହ ନରହି ଥାନ୍ତେ ତେବେ ଆଜି ତାଙ୍କର ଏହିଭଳି ନିର୍ମମ ହତ୍ୟା ହୋଇ ତାଙ୍କର ଶରୀର କୁ ୩୫ ଖଣ୍ଡ କରି ଏଣେ ତେଣେ ପଡି ନଥାନ୍ତା । ତେଣୁ ଆପଣ ମାନେ ସବୁବେଳେ ନିଜ ପରିବାର ଓ ପ୍ରିୟଜନଙ୍କ ରୁହନ୍ତୁ ଖୁସିରେ ରୁହନ୍ତୁ ଅନ୍ୟକୁ ଭରସା କରନ୍ତୁ ନାହିଁ । ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *