ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଅଛୁ। ଦର୍ଶକ ବନ୍ଧୁ ଅଭିନେତା ବାବୁଶାନ ମହାନ୍ତି ପ୍ରଥମ ଥର ପାଇଁ ହିନ୍ଦୀ ଗୀତ ଡବିଙ୍ଗ୍ କରୁଛନ୍ତି । ଆପଣ ମାନେ ତ ଜାଣିଥିବେ ନିକଟରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ଦମନ କୁ ଆଶା ଠାରୁ ଅଧିକ ଭଲ ପାଇବା ମିଳିଛି । ଆଉ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ବି ଏହି ଦମନ ସିନେମା କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି ।
ଆଉ ଏଥି ମଧ୍ୟରେ ଏକ ଖୁସି ଖବର ଆସି ପହଁଚିଛି । ଅଭିନେତା ବାବୁଶାନ୍ ମହାନ୍ତି ଗାଇବେ ଦମନ ସିନେମା ର ହିନ୍ଦୀ ଗୀତ । ଆଉ ଏବେ ଏହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଆଉ ଏହାକୁ ଦେଖିବା ପାରେ ଦମନ ସିନେମା ର କ୍ରେଜ ବଢିବାରେ ଲାଗିଛି । ଅଭିନେତା ବାବୁଶାନ୍ ମହାନ୍ତି ଏମିତି ରେ ନିଜର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ ଆଉ ଏବେ ପୁଣି ସେ ସେହି ସିନେମା ରେ ଗୀତ ବୋଲିବେ ।
ତେବେ ବାବୁଶାନ୍ ପ୍ରଥମ ଥର ପାଇଁ ହିନ୍ଦୀ ରେ ଗୀତ ଗାଇବାକୁ ଯାଉଛନ୍ତି ସେଥିପାଇଁ ତାଙ୍କ ଫ୍ୟାନ ମାନଙ୍କ ମନରେ ଉତ୍କର୍ଣ୍ଠା ଭାବ ଦେଖା ବଢ଼ି ଯାଇଛି। ତେବେ ନିକଟ ଅତୀତ ରେ ଅଭିନେତା ବାବୁଶାନ ନିଜ ପତ୍ନୀ ତୃପ୍ତି ଙ୍କୁ ନେଇ ମୁମ୍ବାଇ ଯାଇଥିଲେ ,ଆଉ ସେଠାରେ ଗୀତ କୁ ଡବିଂ କରୁଛନ୍ତି ।ତେବେ ନିକଟରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ଦମନ ଆଗକୁ ପୁଣି ଥରେ ହିନ୍ଦୀ ରେ ରିଲିଜ୍ ହେବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।
ଆଉ ଯେତେବେଳେ ମୁମ୍ବାଇ ଯାଉଥିଲେ ବାବୁଶାନ୍ ବେଶ୍ ଖୁସି ଜଣା ପଡୁଥିଲେ । ତେବେ ସେହି ଦମନ ସିନେମା କୁ ଦେଶର ପାଖାପାଖି 400 ରୁ 450 ହଲ ରେ ରିଲିଜ୍ କରାଯିବ ବୋଲି ଲକ୍ଷ୍ୟ ରଖା ଯାଇଛି। ଆଉ ଏଥି ମଧ୍ୟରେ ସାମ୍ନା କୁ ଆସିଥିବା ଖୁସି ଖବର ଟି ହେଉଛି , ବାବୁଶାନ୍ ମହାନ୍ତି ପ୍ରଥମ ଥର ପାଇଁ ହିନ୍ଦୀ ଗୀତ ଗାଇବାକୁ ଯାଉଛନ୍ତି। ଆଉ ଏଥିପାଇଁ ଦର୍ଶକ ମାନଂକ ମନରେ ଉତ୍କଣ୍ଠା ବଢ଼ି ଯାଇଛି।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।