ହିରୋଇନ କହିଲେ ଅନୁଭବ ଙ୍କୁ ମୁଁ ବହୁତ ଭଲ ପାଏ | ସେ ମୋ ପାଇଁ ସବୁ କିଛି…ତାଙ୍କ ବିନା ମୋ ଦିନ ସେରେନି…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୋ ଦିନ ତାଙ୍କ ବିନା ସରେନି ମୁଁ ଦିନରାତି ଅନୁଭବଙ୍କ ନାମ ଜପୁଥାଏ । ତାଙ୍କୁ ମୁଁ ବହୁତ ଭଲ ପାଏ । ଅନୁଭବଙ୍କୁ ନେଇ ଏପରି କିଛି କହିଲେ ଏହି ଅଭିନେତ୍ରୀ ଜଣକ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ଜାଣିଥିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ । ଯାହା ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ପାରିବାରିକ ବିବାଦ ଏବେ କୋର୍ଟରେ । ତେବେ ଏହି କେସଟି ଚାଲିବାର ବହୁତ ଦିନ ହେଲାଣି ହେଲେ ବି ସ୍ପଷ୍ଟ ଶୁଣାଣି ହୋଇ ପାରିନାହିଁ । ତେବେ ବନ୍ଧୁଗଣ ଏସବୁକୁ ଛାଡ଼ି ଅନୁଭବଙ୍କ ବହୁତ ଜଣ ଫ୍ୟାନ ମାନେ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ଆମର ଓଲିଉଡ ଇଣ୍ଡଷ୍ଟ୍ରିର ଏହି ମହାନ ଅଭିନେତା ଅନୁଭବ ମହାନ୍ତିଙ୍କୁ କିଏବା ନଜାଣେ । 

 

ସେ ତାଙ୍କର ଦମଦାର ଆକ୍ଟିଂଗ ବଳରେ ଦର୍ଶକ ମାନଙ୍କ ମନକୁ ସବୁବେଳେ ଜିତି ପାରିଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତେବେ ଓଡିଆ କଥାଚିତ୍ର ଜଗତରେ ଜଣେ ଅଭିନେତା ସହିତ ଲୋକ ସଭା ସଭ୍ୟ ତଥା ପୁର୍ବତନ ରାଜ୍ୟ ସଭା ସଭ୍ୟ ଅନୁଭବ ୨୦୦୪ ମସିହାରେ ଆଇ ଲଭ ୟୁ ଚଳଚ୍ଚିତ୍ରରୁ ଅଭିନେତା ଜୀବନ ଅରମ୍ଭ କରିଥିଲେ । ଆଉ ବର୍ତ୍ତମାନ ସୁଦ୍ଧା ୩୩ରୁ ଅଧିକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଲେଣି । ଆଉ ଭଲପାଇବା ମଧ୍ୟ ସାଉଁଟିଛନ୍ତି । 

 

ତେବେ ବନ୍ଧୁଗଣ ବର୍ତମାନ ସମୟରେ ସାମ୍ନାକୁ ଆସିଛନ୍ତି ଅନୁଭବ ମହାନ୍ତିଙ୍କ ସବୁଠାରୁ ବେଶୀ ଭଲ ପାଉଥିବା ଫ୍ୟାନ । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତ୍ରୀ ଅନନ୍ୟା । ନିକଟରେ ଏକ ସାକ୍ଷାତକାରରେ ପ୍ରିୟ ଅଭିନେତାଙ୍କ ପ୍ରଶ୍ନ ପଚରା ଯିବାରୁ ସେ ସୁପର୍ ଷ୍ଟାର୍ ମେଗା ଷ୍ଟାର୍ ଅନୁଭବଙ୍କ ବିଷୟରେ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, “ମୋ ଦିନ ଅନୁଭବଙ୍କ ବିନା ସରେ ନାହିଁ କି କିଛି ଭି ହୁଏନି । ସେ ମୋର ସବୁକିଛି । ଦିନ ରାତି ମୁଁ ଖାଲି ଅନୁଭବଙ୍କ ନାମ ଜପୁଥାଏ । ଆଉ ଲଭ୍ ହିମ୍ । ମୁଁ ପର୍ଶନାଲି ତାଙ୍କୁ ବହୁତ ଭଲପାଏ । 

 

ସେ ଯେବେଠାରୁ ପଲିଟିକ୍ସରେ ଆସିଛନ୍ତି ତାଙ୍କର ବହୁତ ହେଟର ବଢ଼ିଯାଇଛନ୍ତି । ପର୍ଶନାଲ୍ ଲାଇଫକୁ ନେଇ ମଧ୍ୟ ଅନେକ କଥା ସବୁ ଶୁଣିବାକୁ ମିଳୁଛି ଆଉ ତାଙ୍କର ଅପକମିଂ ଫିଲ୍ମକୁ ନେଇ ମଧ୍ୟ ଅନେକ ହାଇପ ଚାଲିଛି । ତେବେ ଏସବୁକୁ କଡ଼ରେ ରଖି ଦେଖିଲେ ସେ ହୃଦୟରୁ ଜଣେ ବହୁତ ଭଲ ଲୋକେ । ଆଉ ତାଙ୍କ ଭିତରେ ମନୁଷ୍ୟତା ଅଛି କହିବାକୁ ଗଲେ ତାଙ୍କ ହୃଦୟ ସୁନାମୁଣ୍ଡା” । ତେବେ ଶେଷରେ ଏତିକି କହି ସରିବା ପରେ ଅନୁଭବଙ୍କ ଫେମସ ଡ଼ାଇଲଗ “କଳିଙ୍ଗ ଷଣ୍ଢ ମୁଁ” କହିଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *