ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ Cricket Khabar 24 କୁ । ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚ ପୂର୍ବରୁ BCCI କଲା ବଡ଼ ଘୋଷଣା । ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ କୁ ହରେଇବେ ତାହେଲେ BCCI ଦେବ ଏତିକି ଟଙ୍କା ପୁରସ୍କାର ରାଶି । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ଭାରତ ସେମିଫାଇନାଲ ଆଶା ଏବେ ଆଫଗାନିସ୍ତାନ ଉପରେ । ଯଦି ନ୍ୟୁଜିଲାଣ୍ଡ ଆଫଗାନିସ୍ତାନ ପାଖରୁ ହାରେ ତାହେଲେ ଭାରତ ନାମବୀୟ ପାଖରୁ ଜିତି ସେମିଫାଇନାଲ ରେ ପ୍ରବେଶ ନଚେତ ଭାରତ ର ସବୁ ଆଶା ଆଶା ରେ ରହିଯିବ । ସେପଟେ BCCI ଆଫଗାନିସ୍ତାନ ଖେଳାଳିଙ୍କୁ ଦେଇଛି ବଡ଼ ଅଫର ଯଦି…
ଆଫଗାନିସ୍ତାନ ଟିମ ନ୍ୟୁଜିଲାଣ୍ଡ କୁ ହରେଇ ଦିଏ ତାହେଲେ ଭାରତ CRICKET ବୋର୍ଡ଼ BCCI ଆଫଗାନିସ୍ତାନ ଖେଳାଳି ଙ୍କୁ BLANK CHEQUE ଦେବ ବୋଲି ଘୋଷଣା କରିଥିବାର ଖବର ମିଳିଛି । BLANK CHEQUE ମାନେ ଆଫଗାନିସ୍ତାନ ଦଳ ଯେତେ ଟଙ୍କା ଚାହିଁବେ ନେଇ ପାରିବେ ନିଜ ହାତରେ ନିଜେ ଲେଖି ।
ଯଦି ଆଗକୁ ବି ଆପଣ ଏହି ଭଳି ଖେଳ ଖବର ଚାଂହୁଛନ୍ତି ତାହେଲେ ତଳେ ଗୋଟିଏ Like କରନ୍ତୁ । ଜୟ ଜଗନ୍ନାଥ ।