ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ବାହାଘରରେ ନିଜେ ଖୁସିରେ ନାଚିଲେ କନେଡିଆନ୍ ରାଜୁ ଦାସ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବ୍ୟସ୍ତବହୁଳ ଜୀବନରେ ଲୋକ ମାନେ ଭଲ ରେ ଖୁସି ରେ ରହିବାକୁ ସମୟ ପାଉ ନାହାନ୍ତି । ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି । ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ , ଗୀତ , ନାଚ ର ବହୁତ ଲୋକପ୍ରିୟତା ରହିଛି । ସୋସିଆଲ ମିଡ଼ିଆରେ ମନୋରଞ୍ଜନ ଖବର ସହ ଆଜି କାଲି କିଏ ବା ନ ଜଡ଼ିତ । ହେଲେ ସେଲିବ୍ରିଟି ଙ୍କ ଜୀବନ ଶୈଳୀ ଟିକେ ଅଲଗା ।
ତେବେ ସେମାନଙ୍କ ଅଭିନୟ ଯୋଗୁଁ ଆପଣ ତାଙ୍କୁ ଭଲ ପାଇଥାନ୍ତି । ହେଲେ ସେମାନଙ୍କ ଜୀବନ ଶୈଳୀ ବିଷୟ ରେ ଆପଣ ଙ୍କୁ ବହୁତ୍ କମ ଜଣା ଅଛି । ଏମାନେ ଅଭିନୟ ହେଉ କି ବୋଲ୍ଡ ଅନ୍ଦାଜ ପାଇଁ ହେଉ ସବୁବେଳେ ବେଶ୍ ଚର୍ଚ୍ଚା ରେ ଥାନ୍ତି।ବିବାହ କଥା କହିଲେ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସିର ଭାବନା ଆସିଯାଏ । କାହିଁକି ନା ବିବାହ ଘରରେ ବହୁତ ମଜାମସ୍ତି ହୋଇଥାଏ, ବହୁତ ଖୁସି ମଧ୍ୟ ଥାଆନ୍ତି ସମସ୍ତେ । ଏହି ବିବାହ ଦୁଇଟି ମଣିଷର ଜୀବନକୁ ବଦଳାଇ ଦେଇଥାଏ।
ବିବାହରେ କେବଳ ଦୁଇଟି ମଣିଷ ଏକାଠି ହୋଇ ନଥାଆନ୍ତି ବରଂ ଦୁଇଟି ପରିବାର ଏକ ହୋଇଥାଆନ୍ତି । ବିବାହକୁ ବି ଆମ ସମାଜରେ ଏକ ପବିତ୍ର ସମ୍ପର୍କ ବୋଲି ମନା ଯାଇଥାଏ । ସାଧାରଣତଃ ବିବାହ କୁ ବେଶ୍ ଆଡମ୍ବର ରେ କଟାଇ ଥାନ୍ତି । ନିଜର ବିବାହ କୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହାନ୍ତି । ତେବେ ଆଜି କାଲି ସୋସିଆଲ ମିଡିଆରେ ନିଜର କଳା ପ୍ରଦର୍ଶନ କରି ଅନେକ ଟଙ୍କା ସହିତ ନାମ ମଧ୍ୟ କମାଇ ପାରିଛନ୍ତି । ରାଜୁ ଦାସ ଜଣେ ହାସ୍ୟ ଅଭିନେତା ।
ୟଟୁବ୍ ରେ ନିଜର ଚ୍ୟାନେଲ ଭିଡିଓ କରିବା ଆରମ୍ଭ କରିଥିଲେ ।ଲୋକ ମାନେ ତାଙ୍କ ଭିଡିଓ କୁ ବହୁତ୍ ପସନ୍ଦ ମଧ୍ୟ କରିଥିଲେ । ଏହା ପରେ ଘରେ ଘରେ ପରିଚିତ ହେଲେ ରାଜୁ ଦାସ । ତେବେ ସେ ଆସନ୍ତା କାଲି ବିବାହ ବନ୍ଧନ ବାନ୍ଧି ହୋଇଛନ୍ତି । ତାଙ୍କ ବିବାହ ରେ ସେ ବେଶ୍ ଖୁସି ଥିବାର ନଜର ଆସିଛନ୍ତି । ବରଯାତ୍ରୀ ରେ ନିଜେ ଆସି ଖୁସି ରେ ନାଚିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।ତାଙ୍କ ଫ୍ୟାନ ମାନେ ତାଙ୍କୁ ବିବାହ ର ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି ।
https://fb.watch/gYhhgPf4Qb/
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।