୫ ଟି ରାଶିରେ ଆସିବାକୁ ଯାଉଛି ବଡ ବିପଦ ଦେଖନ୍ତୁ କେଉଁ କେଉଁ ରାଶି…

 

 

୧୨ ଟି ରାଶିରେ ସମସ୍ତଙ୍କ ରାଶି ରହିଥାଏ । ଜୀବନରେ ରାଶି ର ଭୂମିକା ଆମର ବହୁତ ଗୁରୁତବପୁର୍ଣ ହୋଇଥାଏ । ରାଶି କୁ ଆଧାର କରି ଗ୍ରହ ନକ୍ଷତ୍ର ଙ୍କ ଚଳନି ଅନୁଯାୟୀ ଆମର ଭଲ ସମୟ ଏବଂ ଖରାପ ସମୟର ନିର୍ଣ୍ଣୟ କରାଯାଏ । ବର୍ତ୍ତମାନ ପରିସ୍ଥିତି ଅନୁଯାୟୀ ୫ ଟି ରାଶି ସାବଧାନ ଭାବେ ରହିବାକୁ ହେବ । ତେବେ ଆସନ୍ତୁ ଜାଣିବା ୫ ଟି ରାଶି ମାନଙ୍କ ସଂପର୍କରେ । 

 

ମେଷ ରାଶି – ଆଗାମୀ ସମୟରେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ । ଆଗାମୀ ଦିନରେ ଆପଣ ଅନେକ କାର୍ଯ୍ୟ ସାରିବା ପାଇଁ ଯୋଜନା କରିଥିଲେ କିନ୍ତୁ ମୋଟାମୋଟି ଭାବେ ଆପଣଙ୍କୁ ଏହି ସମୟରେ ବିଫଳତାର ସାମ୍ନା ମଧ୍ୟ କରିବାକୁ ପଡିପାରେ ତେଣୁକରି ସତର୍କ ରୁହନ୍ତୁ । 

 

ମିଥୁନ ରାଶି – ଆଗାମୀ ୩ ମାସ ଆପଣଙ୍କ ପାଇଁ ବହୁତ୍ ଗୁରୁତ୍ଵପୂର୍ଣ୍ଣ ଆଗାମୀ ଦିନରେ ଆପଣଙ୍କ ଅଯଥା ଖର୍ଚ୍ଚ ପାଇଁ ଆପଣ ଚିନ୍ତିତ ହୋଇ ପାରନ୍ତି ତେଣୁକରି ସତର୍କ ରୁହନ୍ତୁ । ଆପଣଙ୍କୁ ଶୁଭ ଖବର ମଧ୍ୟ ମିଳିପାରେ କୌଣସି ଏକ ସ୍ଥାନରୁ ଯାହା ଆପଣଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ସୃଷ୍ଟି କରିବ । ଏହି ଶୁଭ ଖବର ପାଇବା ମାତ୍ରେ ଆପଣ ଆନନ୍ଦିତ ହୋଇ ପଡ଼ିବେ । 

 

କର୍କଟ ରାଶି – ଦୂର ଯାତ୍ରା ଆପଣଙ୍କୁ ଆଗାମୀ ଦିନରେ କରିବାକୁ ପଡ଼ିିବ। ଶାରୀରିକ କଷ୍ଟ ସମସ୍ୟା ସାମାନ୍ୟ ଅନୁଭବ କରିବେ । ପରିବାର ଲୋକଙ୍କ ସହ ମନ ମତାନ୍ତର ହେବ ଆଗାମୀ ଦିନରେ ଆପଣଙ୍କ କୌଣସି କାର୍ଯ୍ୟରେ ପରିବର୍ତ୍ତନ ଦେଖା ଦେବ ଯାହାଦ୍ବାରା ଆପଣ ଗଭୀର ଭାବେ ପ୍ରଭାବିତ ହେବେ । 

 

ତୁଳା ରାଶି – ଅନ୍ଧ ଭଳି କାହାକୁ ବିଶ୍ୱାସ କରିବା ଉଚିତ୍ ନୁହେଁ ଆପଣଙ୍କୁ । ଆପଣଙ୍କୁ ଆଗାମୀ ଦିନରେ ଲୋନ ମାମଲାରେ ମଧ୍ୟ ଟିକିଏ ନିରାଶ ହେବାର ପରିସ୍ଥିତି ସାମ୍ନା କରିବାକୁ ପଡିବ । ଭୋଜନ ପ୍ରିୟ ହେବେ ଅନେକ ସ୍ଥାନରେ ଭୋଜନ ଗ୍ରହଣ କରିବେ । ଦୂର ଯାତ୍ରା କରିବେ ମନ ପ୍ରସନ୍ନ ରହିବ । କୌଣସି ଲଟେରୀ ରେ ବିଜୟ ଲାଭ କରିବେ ।  

 

ମକର ରାଶି – ଶାରିରୀକ ପରିଶ୍ରମ ଦୂରେଇ ଯିବ ବର୍ତ୍ତମାନ ଆପଣଙ୍କୁ ୨-୩ ମାସ ମାନସିକ ଭାବେ ପରିଶ୍ରମ ପଡ଼ିବ । କୌଣସି କାରଣରୁ ଆପଣ ବିଶେଷ ଭାବେ ଚିନ୍ତା କରିପାରନ୍ତି । ଆଗାମୀ କ୍ଷେତ୍ରରେ ଆପଣଙ୍କ କୌଣସି କ୍ଷେତ୍ରରୁ ଅର୍ଥ ମଧ୍ୟ ଲାଭ ହୋଇପାରେ । କେହି ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ରାଗ ରଖି ପାରନ୍ତି ସାବଧାନ ରୁହନ୍ତୁ ।

Leave a Reply

Your email address will not be published. Required fields are marked *