ଏହି 2 ଟି ନିୟମ ମାନି ବିବାହ କଲେ ସରକାର ଦେବେ 4 ଲକ୍ଷ୍ୟ ଟଙ୍କା । ଆସନ୍ତୁ ଜାଣିବା କଣ ସେହି 2 ନିୟମ ଓ ସେୟାର କରି ଜଣାନ୍ତୁ ଅନ୍ୟମାନଙ୍କୁ…

 

ବିବାହ କରିବା ଦ୍ୱାରା ମିଳୁଛି ଚାରି ଲକ୍ଷ ଟଙ୍କା । କିନ୍ତୁ ଏଥିପାଇଁ କିଛି ସ-ର୍ତ୍ତ ମାନିବାକୁ ଯେମିତିକି ପ୍ରଥମେ ଆପଣଙ୍କୁ ଜାପାନ ରେ ହିଁ ବିବାହ କରିବାକୁ ପଡ଼ିବ । ଜାପାନରେ ବିବାହ ଭଳି ଜିନିଷ ଏବେ ବଡ ବିପଦରେ ଅଛି ସେଥିପାଇଁ ଜାପାନ ସରକାର ଏହି ପରିସ୍ଥିତି କୁ ଗ-ମ୍ଭୀ-ର-ତା ର ସହ ନେଇ ଏହିପରି ଘୋଷଣା କରିଛନ୍ତି ।ବର୍ତ୍ତମାନ ଜାପାନର ଯୁବକମାନେ ବିବାହରୁ ଦୂରେଇ ଯାଉଛନ୍ତି ଯାହା ଫଳରେ ପରିସ୍ଥିତି ଦିନ କୁ ଦିନ ଗୁ-ରୁ-ତ-ର ଆଡ଼କୁ ଗତି କରିବ ବୋଲି ଲକ୍ଷ୍ୟ କରା ଯାଉଛି । 

 

ଆଉ ଯଦି ଏହି ଭଳି ସମାନ ପରିସ୍ଥିତି ଲାଗି ରହେ ତାହେଲେ ଜାପାନ ର ଜନ ସଂଖ୍ୟା ଦିନ କୁ ଦିନ ହ୍ରାସ ପାଇବାରେ ଲାଗିବ । ଦେଶ ର ଜନ ସଂଖ୍ୟା କୁ ଦୃଷ୍ଟି ରେ ରଖି ଜାପାନ ସରକାର ବର୍ତ୍ତମାନ ଏହା ଘୋଷଣା କରିଛନ୍ତି ଯେ ବିବାହ କଲେ ବର୍ତ୍ତମାନ ୪ ଲକ୍ଷ ଟଙ୍କା ମିଳିବ ।ଜାପାନ ରେ କିଛି ମାନେ ଲୋକମାନେ ଆଦୌ ବିବାହ କରନ୍ତି ନାହିଁ ଏବଂ ଆଉ କିଛି ଲୋକ ବିଳମ୍ବରେ ବିବାହ କରିଥାନ୍ତି । ଯାହା ଦ୍ଵାରା କି ଏହାର ପ୍ରଭାବ ଦେଶ ର ଜନ୍ମହାର ପଡୁଛି। 

 

ଜାପାନ ଦେଶ ର ଅର୍ଥନୈତିକ ସ-ଙ୍କ-ଟ କାରଣ ରୁ ଅନେକ ଯୁବକମାନେ ବିବାହ କୁ ଏଡ଼ାଇ ଦେଉଛନ୍ତି । ଜାପାନ ସରକାର ବର୍ତ୍ତମାନ ଜାପାନ ରେ ବିବାହ କରିବାକୁ ଚାହୁଁଥିବା ଯୋଡି ଙ୍କୁ ୬ ଲକ୍ଷ ୟେନ୍  ଅର୍ଥାତ୍ ଭାରତୀୟ ମୁଦ୍ରାରେ ଏହି ପରିମାଣ ଚାରି ଲକ୍ଷ ଟଙ୍କା ଦେବେ ବୋଲି ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଟି ଆସନ୍ତା ଏପ୍ରିଲ ମାସ ଠାରୁ କାର୍ଯ୍ୟକାରୀ ହେବ ଏବଂ ଏହି ଯୋଜନା ର ଲାଭ ଉଠାଇବା ପାଇଁ ଉଭୟ ପତ୍ନୀ ଓ ପତିଙ୍କ ବୟସ ୪୦ରୁ କମ୍ ହୋଇଥିବା ଆବଶ୍ୟକ । ଏହା ସହିତ ମଧ୍ୟ ମୋଟ୍ ଆୟ ୩୮ ଲକ୍ଷ ଟଙ୍କାରୁ କମ୍ ଥିବା ଆବଶ୍ୟକ। 

 

 

 

 ଜାପାନ ସରକାର ଏହା ଚାହୁଁଛନ୍ତି ଯେ ଲୋକମାନେ ଶୀଘ୍ର ବିବାହ କରନ୍ତୁ ଏବଂ ସନ୍ତାନ ପ୍ରସବ କରନ୍ତୁ ସେଥିପାଇଁ ବର୍ତ୍ତମାନ ଜାପାନ ସରକାର ବିବାହ କରୁଥିବା ଦମ୍ପତିଙ୍କୁ ପ୍ରାୟ 4.25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ଜାପାନ ଦେଶରେ ଶୀଘ୍ର ହ୍ରାସ ପାଉଥିବା ଜନ୍ମ ହାରକୁ ନିୟନ୍ତ୍ରଣ କରିବା ପାଇଁ ଏହି ଯୋଜନା ଟି ସରକାର କରିଛନ୍ତି ଯାହାକି ଆସନ୍ତା ଏପ୍ରିଲ ମାସରୁ କାର୍ଯ୍ୟକାରୀ କରାଯିବ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *