ଏହି ଜିନିଷ ଭୁଲ୍ ରେ ବି ଫ୍ରିଜରେ ରଖନ୍ତୁ ନାହିଁ ପାଣି ଭଳି ବୋହିଯିବ ଧନ ଓ ପରିବାର ହୋଇଯିବ ବରବାଦ

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି ଜିନିଷ ଭୁଲ୍ ରେ ବି ଫ୍ରିଜରେ ରଖନ୍ତୁ ନାହିଁ ପାଣି ଭଳି ବୋହିଯିବ ଧନ ଓ ପରିବାର ହୋଇଯିବ ବରବାଦ । ଜାଣନ୍ତୁ କଣ କହିଲେ ଜୋତିର୍ବିତ ପ୍ରଜ୍ଞାନ ତ୍ରିପାଠୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଘରେ ଫ୍ରିଜ ରଖିବାର ବି ଗୋଟେ ନିଶ୍ଚିତ ଦିଗ ଥାଏ ଯାହା ଦ୍ୱାରା ଘର ଅନ୍ନ ଧନରେ ଭରିଯିବ ଏବଂ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ ତାହା ଶାରୀରିକ ସମସ୍ୟା ହୋଇପାରେ କିମ୍ବା ଆର୍ଥିକ ସମସ୍ୟା । ଏଥିପାଇଁ ଘରର ସୁଖ ସମୃଦ୍ଧି ପାଇଁ ବାସ୍ତୁ ବହୁତ ଅଧିକ ଗୁରୁତ୍ୱ ରଖିଥାଏ ଏବଂ ବାସ୍ତୁ ହିସାବରେ ଯେଉଁ ଘରେ ସବୁ ଜିନିଷ ଠିକ ଜାଗାରେ ଥାଏ ସେହି ଘରେ ସୁଖ ଶାନ୍ତି ଏବଂ ଧନ ସବୁ ବର୍ଷି ଥାଏ ତ ଫ୍ରିଜର ବି ଗୋଟେ ସଠିକ ଦିଗ ହେବା ଉଚିତ । 

 

ତେବେ ବନ୍ଧୁଗଣ ସାଧାରଣତଃ ଆମେ ନକରାତ୍ମକ ଜିନିଷ ଠାରୁ ଦୂରେଇ ରହିବା ପାଇଁ ଆମେ ଲଙ୍କା ଓ ଲେମ୍ବୁ ମାଳ କରି ରଖି ଥାଆନ୍ତି କିମ୍ବା ଘର ବାହାରେ ଦୁଆର ମୁହଁରେ ଟାଙ୍ଗି ଥାଆନ୍ତି କାରଣ ନେଗେଟିଭ ପ୍ରଭାଵ ବା ନଜର ଆମ ଉପରେ ନ ପଡୁ ବୋଲି । ଗାଡ଼ି ତଳେ ରଖି ମଧ୍ୟ ଚପାଇ ଥାଆନ୍ତି କିଛି ଖରାପ ହେବାରୁ ବର୍ତିବା ପାଇଁ । ତେବେ ପ୍ରାୟତଃ ଲଙ୍କା ଲେମ୍ବୁକୁ ବହୁତ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଆମେ ଫ୍ରିଜରେ ଲଙ୍କା ଓ ଲେମ୍ବୁ ଗୋଟିଏ ପଲିଥିନ ଭିତରେ ଭର୍ତ୍ତି କରି ରଖି ଦେଇଥାନ୍ତି । କିନ୍ତୁ ତାହା ଭୁଲ୍ ଅଟେ । 

 

ଆପଣ ନିଜେ ଲକ୍ଷ୍ୟ କରିବେ ଯେଉଁମାନେ ଲଙ୍କା ଓ ଲେମ୍ବୁ ଏକାଠି ରଖି ଥାଆନ୍ତି ସେ ଘରେ ଧୀରେ ଧୀରେ ଅର୍ଥ କମି ଆସିବ ଓ ଟଙ୍କାର ଅଭାବ ଦେଖା ଦେଇଥାଏ । ତେଣୁ ଫ୍ରିଜରେ ଆପଣ ଲଙ୍କା ଓ ଲେମ୍ବୁ ଏକାଠି କେବେ ରଖିବେ ନାହିଁ । ଯେଉଁ ବାଟରେ ଅର୍ଥ ଯିବ ତାହା ଆପଣ ମାନଙ୍କୁ ଦୁଃଖ ଦେବ । ପାଠ ପଢାରେ ଯଦି ଖର୍ଚ୍ଚ ହେଲା ତାହେଲେ ଆମେ ତାକୁ ଫେରି ପାଇବା । ଯଦି ନିଶା ଦ୍ରବ୍ୟ ନେଲେ ତା ହେଲେ କିଛି ଲାଭ ନାହିଁ । ଆପଣଙ୍କ ଘର ଭିତରେ ସେହି ସମୟରେ ଅଶାନ୍ତି କଳହ ଆଦି ଲାଗି ରହିବ । 

 

ସେଇ ପରିବାର ଭିତରେ ଆମେ ସବୁ ମିଶିକି ଥିବା ।ହେଲେ ଜଣକ ବ୍ଯବହାର ଆଉ ଜଣଙ୍କୁ ଭଲ ଲାଗିବ ନାହିଁ । ଭାଇ-ଭଉଣୀ, ଭଉଣୀ-ଭଉଣୀ ଓ ମା ବାପା ଏମାନଙ୍କ ଭିତରେ ସବୁ କଳହ ଦେଖା ଯିବ । ମାଆଙ୍କ ସହ ପୁଅର ସମ୍ପର୍କ ଠିକ ରହିବ ନାହିଁ ।ପରିବାର ଭିତରେ ଯେତେ ଜଣ ରହିବେ ସେମାନଙ୍କ ଭିତରେ ମତାନ୍ତର ଦେଖା ଦେବ । ତେବେ ତୃତୀୟ ହେଲା ନକରାତ୍ମକ ଶକ୍ତିକୁ କମେଇବା ବଦଳରେ ସେ ଅଧିକ ବଢ଼େଇ ଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *