ନୂଆବର୍ଷ ୨୦୨୩ ମସିହାରେ ରୁହନ୍ତୁ ସାବଧାନ,ଏହି ରାଶି ମାନକ ପାଇଁ ରହିବ ଦୁଃଖ ଖବର।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନୂଆବର୍ଷ ୨୦୨୩ ମସିହାରେ ରୁହନ୍ତୁ ସାବଧାନ,ଏହି ରାଶି ମାନକ ପାଇଁ ରହିବ ଦୁଃଖ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାଗ୍ୟ ଭବିଷ୍ୟ ଓ କର୍ମଫଳ ମନୁଷ୍ୟ ଜୀବନ ଉପରେ ଆଧାରିତ । ମନୁଷ୍ୟ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ କର୍ମଫଳ ଦ୍ଵାରା ପରିଚାଳିତ ହୋଇଥାଏ । ଏହି ସଂସାରରେ ବାର ଗୋଟି ରାଶି ଉପରେ ମଣିଷର ଭାଗ୍ୟ ଭବିଷ୍ୟ ନିର୍ଦ୍ଧାରିତ । ନିଜର ପୂର୍ବଜନ୍ମର କର୍ମଫଳ ଦ୍ଵାରା ମନୁଷ୍ୟ ନିଜ ଜୀବନକୁ ଭୋଗ କରିଥାଏ । ପୂର୍ବଜନ୍ମ କର୍ମଫଳ ଦ୍ଵାରା ମନୁଷ୍ୟ ଏହି ଜନ୍ମରେ ସୁଖ ତଥା ଦୁଃଖ ଭୋଗ କରିଥାଏ । ମନୁଷ୍ୟ ଜୀବନ ଚକ୍ରରେ ଅନେକ ବିଡମ୍ବନା ମଧ୍ୟ ଦେଖିବାକୁ ମିଳିଥାଏ ।ଆସୁଅଛି ଇଂରାଜୀ ନୂଆ ବର୍ଷ ୨୦୨୩। ନୂଆ ବର୍ଷ ୨୦୨୩ ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ମା ଲକ୍ଷ୍ମୀ ପ୍ରଭୁ ନାରାୟଣଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ଆସିବ, ସୁଖ ଓ ଶାନ୍ତିରେ ରହିବେ। ଆସନ୍ତୁ ଜାଣିବା ଏହି ନୂଆ ବିଷୟରେ ତିନୋଟି ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କ ନୂଆ ବର୍ଷ କଣ ଖବର ନେଇ କରି ଆସୁଛି। ସେମାନଙ୍କ ନୂଆ ବର୍ଷ କିପରି ହେବ।

 

1.ମେଷ ରାଶି:-

 

ପ୍ରଥମ ରାଶି ହେଉଛି ମେଷ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହା ରାଜ ଯୋଟକ ହେବ । ଏମାନେ ନିଜର ଅସୁବିଧା ସହିତ ସଫଳତା ଭାବରେ ସମାଧାନ କରି ପାରିବେ। ମାତା ଲକ୍ଷ୍ମୀ ଙ୍କ କୃପା ଯୋଗୁ ସେମାନଙ୍କୁ ଧନ ର ମଧ୍ୟ ଲାଭ ହେବ। ବ୍ୟବସାୟ ଓ ଚାକିରି ରେ ମଧ୍ୟ ଉନ୍ନତି ଓ ପଦୋନ୍ନତି ହେବ।

 

2.ମିଥୁନ ରାଶି:-

 

 ଦ୍ଵିତୀୟ ରାଶି ହେଉଛି ମିଥୁନ ରାଶି । ଏହି ରାଶି ର ବ୍ୟକ୍ତି ମାନେ ନିଜ ସଫଳତା ଆଡ଼କୁ ଆଗେଇ ଯିବେ। ଜୀବନ ବର ଥିବା ସମସ୍ତ ଅସୁବିଧା କୁ ସହଜ ଓ ସରଳ ଭାବରେ ସମାଧାନ କରି ପାରିବେ। ଜୀବନରେ ସୁଖ ରେ ରହିବେ। ଏମାନଙ୍କୁ ଧନ ର ମଧ୍ୟ ଲାଭ ହେବ। ବ୍ୟବସାୟ ରେ ମଧ୍ୟ ଉନ୍ନତି ଓ ପ୍ରଗତି ଘଟିବ। ଚାକିରି କ୍ଷେତ୍ର ରେ ମଧ୍ୟ ଉନ୍ନତି ହେବା।

 

3.ବୃଷ ରାଶି:-

 

 ଏହି ରାଶି ର ବ୍ୟକ୍ତି ମାନେ ନିଜ ଜୀବନ ରେ ସଫଳତା ହାସଲ କରିବେ। ମା ଲକ୍ଷ୍ମୀ ଙ୍କ କୃପା ଯୋଗୁଁ ଏମାନେ ଧନ କୁ ମଧ୍ୟ ପ୍ରାପ୍ତ କରିବେ। ଜୀବନ ରେ ଥିବା ସମସ୍ତ ସମସ୍ୟା କୁ ସଫଳତା ସହିତ ସମାଧାନ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟ ରେ ଲାଭ ଓ ଉନ୍ନତି ହେବ। ଚାକିରି ରେ ଉନ୍ନତି ହେବ ସହିତ ଧନ ଉପାର୍ଜନ ର ବାଟ ଖୋଲି ଯିବ। ଦମ୍ପତ୍ୟ ଜୀବନ ସୁଖମୟ ରହିବ। ସମାଜ ରେ ସମ୍ମାନ ଓ ପ୍ରସିଦ୍ଧି ମଧ୍ୟ ମିଳିବ। ଜୀବନ ସୁଖମୟ ହୋଇବ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *