ଅନୁଭବ କହିଲେ I Hate Love | ଭଲ ପାଇ ନାମ ନେଇଛି ଆଉ… ଶୁଣନ୍ତୁ କଣ କହୁଛନ୍ତି…

 

          

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଭିନେତା ଅନୁଭବ ମହାନ୍ତି ଏବେ ସମୟ ରେ ସୁଟିଂ କରୁଥିବା ଏକ ଫିଲ୍ମ “ଲଭ୍ ଇନ୍ ଲଣ୍ଡନ” ବିଷୟ ରେ କିଛି କହିଛନ୍ତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ର ଖବର ସମ୍ପର୍କ ରେ ନ୍ୟୂଜ୍,ଖବରକାଗଜ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଜାଣିପାରୁଥିବେ।ତେବେ ସବୁ ଖବର ମଧ୍ୟ ରେ ଅଭିନୟ ଦୁନିଆ ର ଖଟାମିଠା କଥା ସମ୍ପର୍କ ରେ ମଧ୍ୟ ଆପଣମାନେ ଜାଣିଥିବେ ନିହାତି।ତେବେ ସବୁ ପେଶା ମଧ୍ୟ ରୁ ଅଭିନୟ ମଧ୍ୟ ଗୋଟିଏ ପେଶା ଅଟେ।ଏହି ଅଭିନୟ ଦୁନିଆ ର ଲୋକ ମାନେ ଆମ୍ଭ ମାନଙ୍କର ମୋନରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଫିଲ୍ମ କରିଥାନ୍ତି।ଏବେ ଓଡ଼ିଆ ଇଣ୍ଡଷ୍ଟ୍ରି ସାରା ଭାରତ ରେ ଚହଳ ପକାଇଛି ବୋଲି ଆପଣ ମାନେ ତ ଜାଣିଛନ୍ତି।ତେବେ ଆଜି ଆମେ ଯେଉଁ ଖବର ନେଇ ଆସିଛୁ ସେହି ଖବର ଟି ହେଉଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ସୁନାମଧନ୍ୟ ଅଭିନେତା ଙ୍କ ସମ୍ପର୍କ ରେ।

 

ସେହି ଅଭିନେତା ଜଣଙ୍କ ହେଉଛନ୍ତି ଅନୁଭବ ମହାନ୍ତି।ସେ ଏବେ ଏକ ଫିଲ୍ମ ସୁଟିଂ କରୁଛନ୍ତି ଏବଂ ସେହି ଫିଲ୍ମ ଟି ହେଉଛି “ଲଭ୍ ଇନ୍ ଲଣ୍ଡନ” ଫିଲ୍ମ।ତେବେ ଏହି ଫିଲ୍ମ ସମ୍ପର୍କ ରେ କିଛି କହିଛନ୍ତି ଅନୁଭବ।ଆସନ୍ତୁ ଜାଣିବା ଫିଲ୍ମ ସମ୍ପର୍କ ରେ।ତେବେ ଅନୁଭବ କହିଛନ୍ତି ଯେ ଫିଲ୍ମ ଟି ଏକ ଲଭ୍ ଷ୍ଟୋରି ଉପରେ ଆଧାରିତ।କିନ୍ତୁ ସାଧାରଣ ଷ୍ଟୋରି ନୁହେଁ।ନିଆରା ରୂପ ରେ ଦେଖାଯାଇଛି ଏକ ଲଭ୍ ଷ୍ଟୋରି କୁ।ତେବେ ଅନୁଭବ ଏବେ ଲଣ୍ଡନ ରେ ଏହି ଫିଲ୍ମ ର ସୁଟିଂ କରୁଛନ୍ତି।ଏହି ଫିଲ୍ମ ରେ ତାପସ ସରଘରିଆ  ଡାଇରେକ୍ଟର ,ଦେବେନ୍ଦ୍ର ବାବୁ ପ୍ରୋଡ୍ୟୁସର୍,ଗିରିଶ କୋରିଓଗ୍ରାଫର,ସୁବ୍ରତ ଡିଓପି ଅଛନ୍ତି।

 

ଆଉ ତାଙ୍କର କ୍ରୀଉ ମେମ୍ବର ମାନଙ୍କୁ ମଧ୍ୟ ଦେଖାଇଛନ୍ତି। ଲଣ୍ଡନ ର କିଛି ଲୋକାଲିଟି ମଧ୍ୟ ରହିଛନ୍ତି ସେଠି।ଅନୁଭବ କହିଛନ୍ତି ଯେ ବିଭିନ୍ନ ସିନ୍ ର ସୁଟିଂ ଏକ ସହ ହେଉଛି। ତେବେ ଆଗକୁ ସେ ଫିଲ୍ମ ର ହିରୋଇନ୍ ଏବଂ ଅନ୍ୟ ସହକଳାକାରଙ୍କୁ ଙ୍କୁ ମଧ୍ୟ ମିଡ଼ିଆ ଆଗରେ ଇଣ୍ଟ୍ରୋଡ୍ୟୁସ କରାଇବେ।ବାକି ଫିଲ୍ମ ଟି ରିଲିଜ୍ ହେବ ପରେ ଜାଣିବେ ଯେ ଫିଲ୍ମ ର ଷ୍ଟୋରି କ’ଣ ରହିଛି ବୋଲି ଅନୁଭବ କହିଛନ୍ତି।ସେ ଆହୁରି କହିଛନ୍ତି କି ସେ ଯେତେବେଳେ ତାପସ ବାବୁଙ୍କ ଠୁ ଫିଲ୍ମ ବିଷୟରେ ଶୁଣିଲେ ସେ କହିଥିଲେ ଯେ ମୋତେ କାହିଁକି ଆଉ ଲଭ୍ ଷ୍ଟୋରି ରେ ରଖୁଛନ୍ତି ଆଉ କିଛି ହେଟ୍ ଷ୍ଟୋରି ରେ ରଖୁନାହଁ କାହିକିଁ ନା ମୁଁ ଲଭ୍ ରେ ବହୁତ ନାମ ନେଇଛି।

 

ସେତେବେଳେ ତାପସ ବାବୁ କହିଥିଲେ କି ଚାଲନ୍ତୁ ଲଣ୍ଡନ ରେ ଯାଇ ଲଭ୍ କରିକି ଦେଖିବା।ସେଥି ପାଇଁ ଆମେ ଲଣ୍ଡନ ଆସିଛୁ।ତେବେ ଫିଲ୍ମ ରେ ସବୁକିଛି ନୂଆ ରହିଛି ,ନୂଆ ଟେକ୍ନିକ୍ କୁ ଅପଣାଯାଇଛି ବୋଲି କହିଛନ୍ତି ଅନୁଭବ।ତାପସ ବାବୁ ଯେହେତୁ ଏହାର ଡାଇରେକ୍ଟର ଅଛନ୍ତି ସେ ସବୁବେଳେ କିଛି ନିଆରା ନେଇ ଆସନ୍ତି।ଏହି ଫିଲ୍ମ ରେ ମଧ୍ୟ ସେମିତି କିଛି ନିଆରା ରହିଛି।ଏହି ଫିଲ୍ମ ଟି ଓରିଜିନାଲ ଫିଲ୍ମ,କୌଣସି ଫିଲ୍ମ କୁ ରିମେକ୍ କରାଯାଇନାହିଁ ବୋଲି କହିଛନ୍ତି ଅନୁଭବ।

https://m.facebook.com/story.php?story_fbid=526599412661266&id=100044511280823&sfnsn=wiwspwa&mibextid=7xrq4o

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *