ସୁନୀଲ ସେଟ୍ଟୀ ଙ୍କୁ ଶଶୁର କରିବେ KL, Rahul । ଜାଣନ୍ତୁ କଣ ରହିଛି ଘଟଣା ପଛରେ ରହସ୍ୟ…

 

ବର୍ତ୍ତମାନ ସମୟ ରେ ଏକ ବଡ ଖବର ସାମ୍ନା କୁ ଆସିଛି ଯେଉଁଥିରୁ ଏହା ଜଣା ପଡ଼ିଛି ଯେ ଭାରତୀୟ କ୍ରିକେଟର କେ ଏଲ୍‌ ରାହୁଲ ବଲିଉଡ୍‌ ସୁପର ଷ୍ଟାର ସୁନୀଲ ସେଟ୍ଟୀ ଙ୍କୁ କରିବେ ଶଶୁର । ଗତ ନଭେମ୍ବର ୫ ତାରିଖ ରେ ସୁନୀଲ ସେଟ୍ଟୀ ଙ୍କ ଝିଅ ଆଥିୟା ସେଟ୍ଟୀ ନିଜ ୨୯ତମ ଜନ୍ମଦିନ ପାଳନ କରିଥିବା ବେଳେ ଭାରତୀୟ କ୍ରିକେଟ ର କେ ଏଲ୍‌ ରାହୁଲ ସ୍ପଷ୍ଟ କରିଛନ୍ତି ଯେ ସେ ସୁନୀଲ ଙ୍କ ଝିଅ ଆଥିୟା ଙ୍କ ସହ ସ-ମ୍ପ-ର୍କ ରହିଛନ୍ତି ।

ଜନ୍ମଦିନ ର ଶୁ-ଭେ-ଚ୍ଛା ଜଣାଇବା ପାଇଁ କେ ଏଲ୍‌ ରାହୁଲ ସୋସିଆଲ ମିଡିଆରେ ଆଥିୟାଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଉଭୟ ଙ୍କ ଭଲ ପାଇବା ସେହି ଫଟୋ ଟି ରୁ ସ୍ପଷ୍ଟ ଜଣା ପଡ଼ି ଯାଉଛି ।କେଏଲ୍‌ ରାହୁଲ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଟି ରେ ଏହା ଦେଖିବାକୁ ମିଳିଛି ଯେ ଉଭୟ ଏକାଠି ବସି ମସ୍ତି କରୁଛନ୍ତି । ସେୟାର କରିଥିବା ସେହି ଫଟୋ ର କ୍ୟାପ୍‌ସନ୍‌ ରେ କେ ଏଲ୍‌ ରାହୁଲ ଏହା ଲେଖିଛନ୍ତି ଯେ – ହାପି ବର୍ଥ ଡେ’ ମାଇ ଲଭ୍‌ ଏବଂ ଏହା ସହିତ ମଧ୍ୟ ଏକ  ହାର୍ଟ ସିମ୍ବଲ ବି ଦେଇଛନ୍ତି ।

ଖାଲି ଏତିକି ନୁହେଁ ସେହି ଫଟୋ ର କମେଣ୍ଟରେ ସୁନୀଲ ସେଟ୍ଟୀ ଓ ଅହାନ ସେଟ୍ଟୀ ମଧ୍ୟ ହାର୍ଟ ଇମୋଜି ଦେଇଛନ୍ତି। ରାହୁଲ ଙ୍କ ଏହି ଫଟୋ ରେ ଆଥିଆ ଏକ ହ୍ଵାଇଟ୍‌ ହାର୍ଟ ସହ ଏକ ଗ୍ଲୋବାଲ ଓ୍ଵାର୍ଲ୍ଡ ମଧ୍ୟ ଇମୋଜି ଦେଇଛନ୍ତି।ଏହା ସହିତ ମଧ୍ୟ ରାହୁଲଙ୍କର ସେହି ପୋଷ୍ଟରେ ଅନୁଷ୍କାଶର୍ମା ,ଟାଇଗର ଶ୍ରଫ୍‌ ,କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ସାନିଆ ମିର୍ଜା, ସାୟାମୀ ଖେର ପ୍ରମୁଖ ସେଲିବ୍ରିଟି ମାନେ ମଧ୍ୟ କମେଣ୍ଟ କରିଛନ୍ତି।

 ରାହୁଲ ଙ୍କ ସହ ଆଥିୟା ସେଟ୍ଟୀ ଙ୍କୁ ପୂର୍ବରୁ ମଧ୍ୟ ଅନେକ ସ୍ଥାନ ରେ ଏକାଠି ଦେଖିବାକୁ ମିଳିଛି। କିନ୍ତୁ ସେମାନଙ୍କ ସ-ମ୍ପ-ର୍କ ବିଷୟରେ କେହି ଆଗରୁ କିଛି କହି ନଥିଲେ । ବର୍ତ୍ତମାନ ଆଥିୟାଙ୍କ ଜନ୍ମଦିନରେ କେ ଏଲ୍‌ ରାହୁଲ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ଆଥିୟା ଙ୍କ ରିଲେସନ୍‌ସିପ୍‌ରେ ଅଛନ୍ତି।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *