ଆସନ୍ତୁ ଜାଣିବା ଡିସେମ୍ବର ମାସର ମାସିକ ରାଶିଫଳ । କେମିତି କଟିବ ବର୍ଷର ଶେଷ ମାସ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତୁ ଜାଣିବା ଡିସେମ୍ବର ମାସର ମାସିକ ରାଶିଫଳ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଡିସେମ୍ବର ମାସର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଆସନ୍ତୁ ଜାଣିବା।

 

ମେଷ:-  ମେଷ ରାଶିର ଲୋକଙ୍କ ମଧ୍ୟରେ ବହୁତ ଶକ୍ତି ମିଳିବ । ଯଦି ଆପଣ ବିଦେଶ ଭ୍ରମଣ କରିବାକୁ କିମ୍ବା ବିଦେଶରେ ଚାକିରି କରିବାକୁ ଆଗ୍ରହୀ, ତେବେ ଏହି ବର୍ଷ ଆପଣ ଚେଷ୍ଟା କରିପାରିବେ । ଏହା ଆର୍ଥିକ ସ୍ଥିତିକୁ ମଜବୁତ କରିବ ।ଆପଣଙ୍କ ସାଥୀ ଆପଣଙ୍କୁ ଅବସାଦରୁ ବାହାର କରିବାରେ ସହାୟତା କରିବେ। ସାର୍ବଜନୀନ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଜୀବନସାଥୀଙ୍କ ତରଫରୁ ସହଯୋଗ ଏବଂ ସହାୟତା ପ୍ରାପ୍ତ ହେବ। 

 

ବୃଷ:- ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ବ୍ୟବସାୟ ଧୀରେ ଧୀରେ ଗତି କରିବ ଓ ଆୟ ବୃଦ୍ଧି ପାଇବ । ତୁମର ଅନେକ ଇଚ୍ଛା ୨୦୨୨ବର୍ଷରେ ପୂରଣ ହେବ ।ପରିବାର ଲୋକଙ୍କ ସହିତ ଆନନ୍ଦ ଉଲ୍ଲାସର ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ଏବଂ ରୋଜଗାର ନଥିବା ଲୋକଙ୍କୁ କାରବାରରେ ନୂଆ ଅବସର ପ୍ରାପ୍ତ ହେବ। ସନ୍ତାନଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

 

ମିଥୁନ:- ମିଥୁନ ରାଶିର ଲୋକଙ୍କ ପାଇ ବହୁତ ଭଲ ହେବ । ଏହି ବର୍ଷ ଆପଣ କିଛି ନୂଆ ରେକର୍ଡ ସେଟ୍ କରିବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏକ କାଜୁଆଲ୍ ମନୋଭାବ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଯଦି ତୁମେ ଜଣେ ବ୍ୟବସାୟୀ, ତେବେ ତୁମର ବହୁତ ନାମ ରହିବ ଓ ଲାଭ ପାଇବ ।ଆର୍ଥିକ ସ୍ଥିତି ସୁଦୃଢ ରହିବ। ବାହନ ଏବଂ ସଂପତ୍ତି କିଣାକିଣି କରି ପାରନ୍ତି। ଚାକିରି ପେଶାରେ ଥିବା ଲୋକଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏହି ମାସରେ ଶ-ତ୍ରୁଙ୍କ ଠାରୁ ବିଜୟ ପ୍ରାପ୍ତ କରିବେ। 

 

କର୍କଟ:- କର୍କଟ ରାଶିର ଲୋକଙ୍କ ପାଇଁ ଅନେକ କ୍ଷେତ୍ରରେ ବହୁତ ଭଲ ହେବ । ପାରିବାରିକ ପରିବେଶ ଆପଣଙ୍କୁ ବର୍ଷସାରା ଆଗକୁ ବଢ଼ିବାରେ ସାହାଯ୍ୟ କରିବ । ଆପଣ ବ୍ୟବସାୟରେ ବହୁତ ଅଗ୍ରଗତି କରିବେ । ବୃହସ୍ପତି ତୁମର ଭାଗ୍ୟରେ ଗମନାଗମନ କରିବ । ଆପଣ ବହୁତ ଭ୍ରମଣ କରିପାରିବେ ।କିଛି ବଡ଼ ଦାୟିତ୍ଵ ଆପଣ ତୁଲାଇ ପାରନ୍ତି। କିଛି ଉତ୍ତମ ଅବସର ଆପଣଙ୍କୁ ମିଳିବ। 

 

ସିଂହ:- କ୍ୟାରିୟର ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚତା ହାସଲ କରିବ । ଯଦି ଆପଣ ଏହି ବର୍ଷ ଚେଷ୍ଟା କରନ୍ତି, ତେବେ କିଛି ବଡ଼ ଜମି କିମ୍ବା ଅସ୍ଥାବର ସମ୍ପତ୍ତି ଆପଣଙ୍କ ହାତରେ ଆସିପାରେ ।ବାହାର କ୍ଷେତ୍ରରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ଧର୍ମକର୍ମ କାର୍ଯ୍ୟରେ ରୁଚି ବଢିବ। ସାହିତ୍ୟ ଓ କଳା କ୍ଷେତ୍ରରେ ଆପଣଙ୍କ ରୁଜ୍ଞାନ ବଢିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ପ୍ରାପ୍ତ ହେବ। ପୁରୁଣା ଋଣ ପରି-ଶୋଧ ହେବ। ଫାଲତୁ ଖର୍ଚ୍ଚ ଉପରେ ନି-ୟନ୍ତ୍ର-ଣ ରଖନ୍ତୁ। 

 

କନ୍ୟା:-  ଆପଣଙ୍କର ଭାଗ୍ୟ ଦୃଢ଼ ହେବ, ଯେଉଁ କାରଣରୁ ଆପଣ ଏହି ବର୍ଷ ସହଜରେ ଅନେକ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ମୀନରେ ବୃହସ୍ପତି ପରିବର୍ତ୍ତନ ଆପଣଙ୍କ ପାଇଁ ଏକ ଖୁସି ଖବର ଆଣିବ । ଏହି ବର୍ଷ ବିବାହ ଓ ବିଦେଶ ଭ୍ରମଣର ସମଷ୍ଟି ରହିବ ।

 

ତୁଳା:- ତୁଳାର ଲୋକଙ୍କ ପାଇଁ ମିଶ୍ରିତ ଫଳାଫଳ ଆଣିବ । ଏହି ବର୍ଷ ତୁମର ସନ୍ତାନ ହେବାର ଦୃଢ଼ ସମ୍ଭାବନା ରହିବ । ତୁମର ପ୍ରୟାସକୁ ତ୍ୱରାନ୍ୱିତ କର, ଯାହାଫଳରେ ତୁମେ ଯଥା ଶୀଘ୍ର ଏହାର ଲାଭ ପାଇପାରିବ ।ନୂତନ ଆୟର ମାର୍ଗ ପ୍ରାପ୍ତ ହେବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଜୀବନସାଥୀଙ୍କ ସହିତ ସାମଞ୍ଜସ୍ୟ ବନେଇ ରଖନ୍ତୁ,ନଚେତ ମତଭେଦ ହେବାର ସମ୍ଭାବନା ରହିଛି।

 

ବିଛା:- ବର୍ଷ ଆରମ୍ଭରେ ବିଛା ରାଶି ଲୋକ ବହୁତ ଆତ୍ମବିଶ୍ୱାସୀ ହେବେ । ଏହି ବର୍ଷ ଆପଣଙ୍କୁ ପ୍ରଚୁର ଧନ ମିଳିବ । ଏହି ବର୍ଷ ତୁମ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ପଡ଼ିବ । ଯାହା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ ।

 

ଧନୁ:- ଧନୁ ରାଶିର ଲୋକଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ତୁମର କିଛି ଭଲ ସୁଯୋଗ ପାଇବ । ଆପଣ ଏକ ନୂଆ ଜମି, ଘର କିମ୍ବା ଯାନ କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ ।ବ୍ୟାପାର ଏବଂ ରାଜନୀତିରେ ଶ-ତ୍ରୁଙ୍କ ଠାରୁ ବିଜୟ ହାସଲ କରିବେ। କାହା ସହିତ ଆପଣଙ୍କର ବି-ବା-ଦ ହୋଇ ପାରେ, ଏଥିପାଇଁ ସାବଧାନ ରୁହନ୍ତୁ।

 

ମକର:- ଏହି ରାଶିର ଲୋକଙ୍କ ପାଇଁ ଡିସେମ୍ବର ମାସ ଭଲ ହେବ । ସଫଳତା ପାଇବେ । ଯେତେ କଠିନ ପରିଶ୍ରମ କରିବ ଅଧିକ ଫଳାଫଳ ପାଇବ । ଚାକିରି କରୁଥିବା ଲୋକଙ୍କ କାର୍ଯ୍ୟରେ ବୃଦ୍ଧି ଘଟିବ । ଯେଉଁମାନେ ବିଦେଶ ଯିବାକୁ ଚାହାଁନ୍ତି ସେମାନେ ମଧ୍ୟ ସେମାନଙ୍କ ଉଦ୍ୟମରୁ ସଫଳତା ପାଇବା ପାଇଁ ଭଲ ସମ୍ଭାବନା ଦେଖପାରନ୍ତି ।

 

କୁମ୍ଭ:- ଏହି ରାଶି ର ଲୋକମାନଙ୍କ ଜୀବନରେ ଅଚାନକ ଭାବରେ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।ଯାହା ଫଳରେ ସେମାନଙ୍କ ପାଖରେ ଧନର ବିଲକୁଲ ଅଭାବ ଦେଖାଯିବା ନାହିଁ।ଏହା ସହିତ ସେମାନଙ୍କର ସମସ୍ତ ଅଟକି ରହିଥିବା ଟଙ୍କା ମଧ୍ୟ ସେମାନଙ୍କ ପାଖକୁ ଫେରି ଆସିବ।ସେମାନେ ଅନେକ ନୂତନ କାର୍ଯ୍ୟର ଆରମ୍ଭ କରିବେ।ଏହା ସହିତ ସେହି ସମସ୍ତ ନୂତନ କାର୍ଯ୍ୟରେ ସେମାନେ ସଫଳତା ପ୍ରାପ୍ତ କରିବେ।

 

ମୀନ:- ଆପଣ ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରିବେ । ନିଜକୁ ଉଚ୍ଚତାକୁ ନେବା ପାଇଁ ଆପଣ ବହୁତ ପରିଶ୍ରମ କରିବେ । କୌଣସି ବଡ଼ ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ଅଳ୍ପ ବିନିଯୋଗ କରି ବହୁତ ଅଧିକ ଲାଭ ପ୍ରାପ୍ତ କରିବେ।ନୂତନ ବ୍ୟବସାୟର ଆରମ୍ଭ କରିବାର ମଧ୍ୟ ସମ୍ଭାବନା ରହିଛି।ଏହା ସହିତ ସେମାନେ ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ପାଇବେ।ଏହି ବର୍ଷ ସେମାନେ ପଦୋନ୍ନତୀ ପାଇବାର ମଧ୍ୟ ସମ୍ଭାବନା ରହିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *