ରାସନ ଠକୁଛନ୍ତି କି ଡିଲର । ଜାରି ହେଲା Help Line Toll Free ନମ୍ବର । କଲ କଲେ ସାଙ୍ଗେ ସାଙ୍ଗେ ଆକ୍ସନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାସନ୍ କାର୍ଡ ଠ-କା-ମୀ କରୁଥିବା ଡିଲର ମାନଙ୍କ ପାଇଁ ସରକାର ନେଇଛନ୍ତି ଏକ ଅଲଗା ପଦକ୍ଷେପ । କଣ ରହିଛି ସମ୍ପୂର୍ଣ ଘଟଣା ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସତରେ ଆଜି କାଲି ମଣିଷ ଉପରୁ ବିଶ୍ବାସ ହଟି ଗଲାଣି । କେହି କାହାକୁ ଦେଖୁ ନାହାନ୍ତି କାହା କଥା କୁ ବୁଝୁ ନାହାନ୍ତି । ସତରେ ମଣିଷ ଖୁବ୍ ଖ-ରା-ପ ହେବାରେ ଲାଗିଛି । ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ କରିଥାଉ ନିଜର ଜୀବନ ଧାରଣ କରିବା ପାଇଁ । ସତରେ ଖାଦ୍ୟ ବିନା ଆମର ଜୀବନ ଧାରଣ କରିବା ସମ୍ଭବ ପର । ମଣିଷ ଖାଦ୍ୟ ବିନା ଚଳିବା ଟା ଖୁବ୍ କ-ଷ୍ଟ-କ-ର । ଆମେ ପ୍ରତି ଦିନ ବିଭିନ୍ନ ପ୍ରକାର ର ଖାଦ୍ୟ ଖାଇ ଥାଉ ।

 

 ଯାହା ଦ୍ଵାରା ଆମର ଶକ୍ତି ହୋଇ ଥାଏ । ଖାଦ୍ୟ ବହୁତ୍ ପ୍ରକାର ର ଥାଏ । କିଛି ଖାଦ୍ୟ ଶରୀର ଉପରେ ହାନି ପହଞ୍ଚାଇଥାଏ  ତ ପୁଣି କେତେବେଳେ କେତେବେଳେ ଖାଦ୍ୟ ଶରୀର ପାଇଁ ଖୁବ୍ ଆବଶ୍ୟକୀୟ ହୋଇଥାଏ । ଖାଦ୍ୟରେ  ଖାଦ୍ୟସାର ବହୁତ୍ ପ୍ରକାର ର ଥାଏ ଯାହା କି ଶରୀର ର ରୋଗ ପ୍ର-ତି-ରୋ-ଧ-କ ଶ-କ୍ତି ବୃଦ୍ଧି କରିଥାଏ । ଶରୀର ର ରୋଗ ପ୍ରତିରୋଧକ ଶ-କ୍ତି ବଢ଼ିଲେ ବିଭିନ୍ନ ପ୍ରକାର ରୋଗ ଦୂର ହୋଇ ଯାଇଥାଏ । ଶରୀର କୁ ସୁସ୍ଥ ରଖିବା ପାଇଁ ଆମେ ବହୁତ୍ ପ୍ରକାର ର ଖାଦ୍ୟ ଖାଇଥାଉ । 

 

ବର୍ତମାନ ଆମେ ଜାଣିଚୁ ଯେ ସମସ୍ତ ପ୍ରକାର କୃଷି ରେ ରାସାୟନିକ ସାର ଓ କୀ-ଟ-ନା-ଶ-କ ଔଷଧ ପ୍ରୟୋଗ କରାଯାଉଛି । କୃଷି ରେ ନୂତନ ଭାବେ ଅନେକ କିଛି ଔଷଧ ପ୍ରୟୋଗ କରାଯାଉଛି ଯାହା ଦ୍ଵାରା ଅନେକ ପ୍ରକାର ଶସ୍ୟ କୁ ହାଇବ୍ରିଡାଇଯେସନ୍ କରାଯାଇପାରୁଛି । ତେବେ ଏହା ଖାଇବା ଦ୍ଵାରା ଆମ ଶରୀର ରେ କେତେ ପ୍ରକାର କ୍ଷ-ତି ହୋଇଥାଏ କହିଲେ ସରିବ ନାହିଁ । ବର୍ତମାନ ସମୟ ରେ କମ୍ ସମୟ ରେ ଅଧିକ ଶସ୍ୟ ଆମଦାନୀ ପାଇଁ ଅନେକ ରାସାୟନିକ ସାର ବ୍ୟବହାର ହୋଇଥାଏ । ଯାହା ଫଳରେ ଧାନ କୁ ଏମିତି ଭାବେ ଚାଷ କରାଯାଇଥାଏ , ଚାଉଳ ଟି ଶରୀର ପାଇଁ କ୍ଷ-ତି କାରକ ହୋଇଥାଏ । କିନ୍ତୁ ଯେଉଁ ମାନେ କଣ୍ଟ୍ରୋଲ ଡିଲର ଙ୍କ ଠକାମୀ ର ସ୍ବୀକାର ହେଉଛନ୍ତି ସେହି ମାନଙ୍କ ପାଇଁ ସରକାର ଏକ ନୂଆ ବ୍ୟବସ୍ଥା କରିଛନ୍ତି ଯେଉଁଥିରେ ବହୁତ୍ କିଛି ସୁବିଧା ସୁଯୋଗ ପାଇ ପାରିବେ । 

 

ଡିଲୋର୍ ମାନେ ଆଉ କୌଣସି କଥା ରେ ଠ-କି ପାରିବେ ନାହିଁ । ସାଧାରଣ ଲୋକ ଙ୍କୁ କ୍ଷ-ତି ନ ପହଞ୍ଚାଇବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ହେଲ୍ପ ଲାଇନ୍ ନମ୍ୱର୍ ରେ କେବଳ ଗୋଟିଏ କଲ୍ କରି ଆପଣ କେଉଁ କାର୍ଯ୍ୟ ପାଇଁ ଠ-କା-ମୀ ରେ ସ୍ବୀକାର ହେଉଛନ୍ତି ଜଣାଇପାରିବେ । ଯାହା ପାଇଁ ସରକାର ସଠିକ୍ ପଦକ୍ଷେପ ନେବେ । ଏଫ୍ ସି ଆଇ ୱେବ୍ ସାଇଟ୍ ରେ ଆପଣ ନିଜ ରାଜ୍ୟ କୁ ସେଲେକ୍ସନ କରି ଆପଣ ଟୋଲ ଫ୍ରୀ ନମ୍ୱର୍ ମିଳି ପାରିବ । ଓଡ଼ିଶା ପାଇଁ ମଧ୍ୟ ଦୁଇଟି ହେଲ୍ପ ଲାଇନ ନମ୍ବର ରହିଛି ଯାହା କି ୧୮୦୦୩୪୫୬୨୭୪, ୧୮୦୦୩୪୫୬୭୬୦ ଯେଉଁ ଯୋଗ୍ୟ ହିତାଧିକାରୀ ଙ୍କୁ  କାର୍ଡ ମିଳିବାରେ ଡେରି ହେଉଛି ସେହି ମାନେ ପାଇ ପାରିବେ କାର୍ଡ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *