ଯୁବତୀ ଙ୍କ ସହ ଘଟିଲା ଏମିତି । ଦୟାକରି ଛୋଟ ପିଲା ଦେଖନ୍ତୁ ନାହିଁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଯୁବତୀ ଙ୍କ ସହ ଘଟିଲା ଏମିତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ କରିଥାଉ ନିଜର ଜୀବନ ଧାରଣ କରିବା ପାଇଁ । ସତରେ ଖାଦ୍ୟ ବିନା ଆମର ଜୀବନ ଧାରଣ କରିବା ସମ୍ଭବ ପର । ମଣିଷ ଖାଦ୍ୟ ବିନା ଚଳିବା ଟା ଖୁବ୍ କ-ଷ୍ଟ-କ-ର । ଆମେ ପ୍ରତି ଦିନ ବିଭିନ୍ନ ପ୍ରକାର ର ଖାଦ୍ୟ ଖାଇ ଥାଉ । ଯାହା ଦ୍ଵାରା ଆମର ଶକ୍ତି ହୋଇ ଥାଏ । ଖାଦ୍ୟ ବହୁତ୍ ପ୍ରକାର ର ଥାଏ । କିଛି ଖାଦ୍ୟ ଶରୀର ଉପରେ ହା-ନି ପହଞ୍ଚାଇଥାଏ  ତ ପୁଣି କେତେବେଳେ କେତେବେଳେ ଖାଦ୍ୟ ଶରୀର ପାଇଁ ଖୁବ୍ ଆବଶ୍ୟକୀୟ ହୋଇଥାଏ । ଖାଦ୍ୟରେ  ଖାଦ୍ୟସାର ବହୁତ୍ ପ୍ରକାର ର ଥାଏ ଯାହା କି ଶରୀର ର ରୋଗ ପ୍ର-ତି-ରୋ-ଧ-କ ଶ-କ୍ତି ବୃଦ୍ଧି କରିଥାଏ । ଶରୀର ର ରୋଗ ପ୍ର-ତି-ରୋ-ଧ-କ ଶ-କ୍ତି ବଢ଼ିଲେ ବିଭିନ୍ନ ପ୍ରକାର ରୋଗ ଦୂର ହୋଇ ଯାଇଥାଏ । 

 

ଶରୀର କୁ ସୁସ୍ଥ ରଖିବା ପାଇଁ ଆମେ ବହୁତ୍ ପ୍ରକାର ର ଖାଦ୍ୟ ଖାଇଥାଉ । ବର୍ତମାନ ଆମେ ଜାଣିଚୁ ଯେ ସମସ୍ତ ପ୍ରକାର କୃଷି ରେ ରାସାୟନିକ ସାର ଓ କୀ-ଟ-ନା-ଶ-କ ଔଷଧ ପ୍ରୟୋଗ କରାଯାଉଛି । କୃଷି ରେ ନୂତନ ଭାବେ ଅନେକ କିଛି ଔଷଧ ପ୍ରୟୋଗ କରାଯାଉଛି ଯାହା ଦ୍ଵାରା ଅନେକ ପ୍ରକାର ଶସ୍ୟ କୁ ହାଇବ୍ରିଡାଇଯେସନ୍ କରାଯାଇପାରୁଛି । ତେବେ ଏହା ଖାଇବା ଦ୍ଵାରା ଆମ ଶରୀର ରେ କେତେ ପ୍ରକାର କ୍ଷ-ତି ହୋଇଥାଏ କହିଲେ ସରିବ ନାହିଁ । ତେବେ ଆଜି ଆପଣ ଙ୍କୁ ଆମେ ବାହାର ଖାଦ୍ୟ କଥା କହିବୁ ଯାହା କି ଖୁବ୍ ଖ-ରା-ପ ଶରୀର ପାଇଁ।

 

ଆମେ ମଧ୍ୟ ସେହି ଖାଦ୍ୟ କୁ ଖୁବ୍ ପସନ୍ଦ କରିଥାଉ । ହେଲେ ସେହି ଖାଦ୍ୟ ରେ ଯେ ବି-ଷ ଲୁଚି ରହିଥାଏ ତାହା କିଏ ବା ଜାଣିଛି । ଆପଣ ଯେ ନାନ୍ ନାମକ ରୋଟି ଖାଇବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି ସେହି ରୋଟି ଖୁବ୍ ଅଜବ ପ୍ରକାର ର ବନା ହେଉଛି । ଯାହା ଦେଖିଲେ ଆପଣ ଖୁବ୍ ଘୃ-ଣା ପ୍ରକାଶ କରିବେ । ବହୁତ୍ ସ୍ଥାନ ରେ ୧୭ ମାର୍ଚ୍ଚ ୨୦୧୭ ରେ ଦିଲ୍ଲୀ ଠାରେ ଓ ଅନ୍ୟ କିଛି ସ୍ଥାନ ରେ ମଧ୍ୟ ତନ୍ଦୁରି ରୋଟି ବନାଉଥିବା ବେଳେ ସେଥିରେ ସେ ଛେପ ପକାଇ ବନାଉଥିଲେ । ଯାହା ଖୁବ୍ ଘୃ-ଣା ପୂର୍ଣ୍ଣ ହୋଇଥାଏ ଓ ବହୁତ୍ ଅ-ପ-ରି-ଷ୍କା-ର । 

 

ସେହି ଭଳି ଅନ୍ୟ ଏକ ବିବାହ ମଣ୍ଡପ ରେ ଏମିତି ଜଣେ ରୋଷେଇୟା କରିଥିଲେ ଯାହା ପାଇଁ ସେ ଜେଲ ଯାଇଥିଲେ । ଦିଲ୍ଲୀ ରେ ସେମିତି ଗୋଟେ ହୋଟେଲ ରେ ପିଜା ଦେଉଥିବା ବେଳେ ସେଇ ପିଜା ଭିତରେ ଥିବା ମସଲା ପ୍ୟାକେଟ ରେ ମସଲା ସହିତ ପୋକ ରହିଥିଲା । ସେହିଭଳି ଜଣେ ବ୍ୟକ୍ତି ବାହାର ଦେଶ ରହୁଥିଲେ ଓ ହୋଟେଲ କୁ ଖାଇବା ପାଇଁ ଯାଇ ଡ୍ରିଙ୍କ ଅର୍ଡର୍ କରିଥିଲେ ଓ ଡ୍ରିଙ୍କ ପାଇବା ପରେ ପରେ ସେଥିରେ ଛୋଟ ଛୋଟ ପୋକ ବାହାରିଥିଲା ଯାହା ପାଇଁ ସେ ମାଲିକ କଂ-ପ୍ଲେ-ନ୍ କରିଥିଲେ ଯାହା ପାଇଁ ହୋଟେଲ ମାଳିକା ରାଗି ଯାଏ ହୋଟେଲ ରୁ ବାହାର କରି ଦେବା ପାଇଁ ଚାହିଁଥିଲା । ସେମିତି ଜଣେ ଗୁପଚୁପ ବାଲା ରାସ୍ତା କଡ଼ରୁ ପାଣି ଆସି ରଖୁଥିଲେ ଓ ପରିବା ଧୋଇବା ର ଦେଖା ହୋଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *