ସୁର ଭାଇ କହିଲେ | ସେ ଏତେ ସୁନ୍ଦର ପୁରୁଷ ସବୁ ଦେଖି ଲୋଭେଇ ଯିବେ…

 

ପ୍ରିୟଙ୍କା ଚୋପ୍ରା ଙ୍କୁ ଆପଣ ସମସ୍ତେ ଭଲ ଭାବେ ଜାଣିଥିବେ ବେଷ୍ଟ ଆକ୍ଟର ଭାବେ ସମସ୍ତଙ୍କ ସାମ୍ନାକୁ ଆସିଥିଲେ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ଯେଉଁ ସବୁ ଫିଲ୍ମ କରନ୍ତି ତାହା ସୁପରହିଟ ହୁଏ । ଅନେକ ଦୃଷ୍ଟିରେ ପ୍ରିୟଙ୍କା ଚୋପ୍ରା ଙ୍କ ସୁନ୍ଦରତା ଙ୍କୁ ନେଇ ଚର୍ଚ୍ଚା ହୋଇଥାଏ । ପ୍ରିୟଙ୍କା ଚୋପ୍ରା ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ନାଁ କରିବାରେ ସକ୍ଷମ ହୋଇଛନ୍ତି କଠିନ ପରିଶ୍ରମ ପାଇଁ । ନିଜର ଟ୍ୟାଲେଣ୍ଟ ଗୋଟିଏ ପରେ ଗୋଟିଏ ଫିଲ୍ମ ରେ କାମ କରିବାକୁ ସୁଯୋଗ ପାଇଥିଲେ ପ୍ରିୟଙ୍କା ଚୋପ୍ରା । 

 

ପ୍ରିୟଙ୍କା ଚୋପ୍ରା ଙ୍କ ଡିମାଣ୍ଡ ବର୍ତ୍ତମାନ ସୁଦ୍ଧା ବଲିଉଡ ଇଣ୍ଡଷ୍ଟ୍ରି ରେ ରହିଥିବା ବେଳେ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ନିକ ଙ୍କ ସହ ବିବାହ କରି ବିଦେଶ ରେ ଖୁସିରେ ରହୁଛନ୍ତି । ବେଳେ ବେଳେ ଭାରତ ପ୍ରିୟଙ୍କା ଆସିଲେ ଲୋକ ମାନଙ୍କ ମନରେ ତାଙ୍କୁ ଦେଖିବା ପାଇଁ ଖୁବ୍ ଆଗ୍ରହ ରୁହେ । ପ୍ରିୟଙ୍କା ଙ୍କ ନାଚରେ ଯାଦୁ ଥାଏ ଫିଲ୍ମ ରେ ତାଙ୍କର ନଚିବା କୌଶଳ ଲୋକମାନଙ୍କୁ ଖୁବ୍ ପ୍ରଭାବିତ କରିଥାଏ । 

 

ବର୍ତ୍ତମାନ କଂଗ୍ରେସ ନେତା ସୁର ରାଉତରାୟ ପ୍ରିୟଙ୍କା ଚୋପ୍ରା ଙ୍କ ସୁନ୍ଦରତା ସମ୍ପର୍କରେ ମୁଁହ ଖୋଲିଛନ୍ତି । ସୁର ରାଉତରାୟ ଙ୍କ କହିବା ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ବହୁତ୍ ସୁନ୍ଦର୍ ସେ ଏତେ ସୁନ୍ଦର ଯେ ତାଙ୍କୁ ଯେଉଁ ପୁଅ ଦେଖିବେ ଲୋଭେଇ ଯିବେ । ପ୍ରିୟଙ୍କା ଚୋପ୍ରା ବିଶ୍ଵ ସୁନ୍ଦରୀ ମଧ୍ୟ ହୋଇ ଅନେକ ଲୋକଙ୍କ ହୃଦୟରେ ଏବେ ସୁଦ୍ଧା ରାଜ କରୁଛନ୍ତି । ଆଜିର ଯୁବକ ଯୁବତୀ ମାନେ ପ୍ରିୟଙ୍କା ଙ୍କୁ ଦେଖିବାକୁ ଖୁବ୍ ଭଲ ପାଆନ୍ତି । 

 

ପ୍ରିୟଙ୍କା ଗୁଣି ଗାରେଡ଼ି କରି ଏହାକୁ ବଢ଼ିଥିବାର ଚର୍ଚ୍ଚା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋର୍ ଧରିଛି । ତେବେ ଏହି ସମ୍ପର୍କରେ ସୁର ରାଉତରାୟ ନିଜର ମନ୍ତବ୍ୟ ଦେଇ କହିଛନ୍ତି – ପ୍ରିୟଙ୍କା ଚୋପ୍ରା ଙ୍କୁ ଭଗବାନ ସୁନ୍ଦର କରିଛନ୍ତି ଗୁଣି ଗାରେଡ଼ି ସବୁ ବେକାର କଥା ଏହି ସବୁ ତଥ୍ୟ ଭୁଲ ଅଟେ ତଥା ଅନ୍ଧ ବିଶ୍ୱାସ ଅଟେ ତେଣୁକରି ଏହି ଖବର ରେ ପ୍ରଭାବିତ ହେବା ଉଚିତ୍ ନୁହେଁ । 

ଏହା ଛଡା ସୁର ରାଉତରାୟ ଙ୍କ କହିବା ଅନୁଯାୟୀ ସେ କେବେ ମଧ୍ୟ ଛୁଆବେଳୁ ଏହି ଗୁଣି ଗାରେଡ଼ି ତଥ୍ୟରେ ବିଶ୍ୱାସ କରନ୍ତି ନାହିଁ । ସୁର ରାଉତରାୟ କେବଳ ଭଗବାନ ଙ୍କ ଉପରେ ବିଶ୍ୱାସ କରନ୍ତି । ସୁର ରାଉତରାୟ ଙ୍କ କହିବା ଅନୁଯାୟୀ ସମସ୍ତେ ଏହି ଅନ୍ଧବିଶ୍ୱାସ ଯୁଗରୁ ବାହାରି ଭଗବାନ ଙ୍କ ଉପରେ ବିଶ୍ୱାସ କଲେ କୌଣସି ଅସୁବିଧାର ସମ୍ମୁଖିନ ହେବେ ନାହିଁ । ସୁର ରାଉତରାୟ ଙ୍କ କହିବା ଅନୁଯାୟୀ ପ୍ରିୟଙ୍କା ଚୋପ୍ରା କେବଳ ସଫଳ ହୋଇଛନ୍ତି କେବଳ ନିଜର ସୁନ୍ଦରତା ପାଇଁ ଆଉ ସବୁ ଗୁଣି ଗାରେଡ଼ି ଏ ସବୁ ଭୁଲ ତଥ୍ୟ ।

Leave a Reply

Your email address will not be published. Required fields are marked *