ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୋଟେ ଝିଅ କୁ ପୁଅ ରେ-ପ୍ କରିବା ସମ୍ଭବ,କିନ୍ତୁ ଗୋଟେ ପୁଅ କୁ ଝିଅ ରେ-ପ୍ କରିବା ଅସମ୍ଭବ।ଏମିତି କିଛି କଥା କହିଛନ୍ତି ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ଦୁନିଆ ରେ ସବୁ ଦିନ ବିଚିତ୍ର ଘଟଣା ମାନ ଘଟୁଛି।ସତ ରେ ପାଠକ ଗଣ ଏବେ ଏମିତି ପ୍ରକାର ଘଟଣା ମାନ ଘଟୁଛି ତାହା ଆପଣ ମାନେ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଆଗରୁ ଏବଂ ଏବେ ମଧ୍ୟ ଝିଅ ମାନଙ୍କୁ ଗଣ ଦୁ-ଷ୍କ-ର୍ମ କରିବା କଥା ପ୍ରତିଦିନ ଆମେ ନ୍ୟୁଜ୍ କିମ୍ବା ଖବରକାଗଜ ମାଧ୍ୟମ ରେ ଦେଖୁଛୁ।କିନ୍ତୁ ଏବେ ଗୋଟେ ଖବର ପୁରା ଦେଶ ରେ ଚହଳ ସୃଷ୍ଟି କରିଛି ଯେ ଗୋଟେ ପୁଅ କୁ ଚାରି ଜଣ ସମ୍ଭ୍ରାନ୍ତ ଘର ଝିଅ ଦୁଷ୍କର୍ମ କରି ତାଙ୍କୁ ଜଙ୍ଗଲ ରେ ଫୋପାଡି ଦେଇଛନ୍ତି ବୋଲି।ତେବେ ଏହି ବିଷୟ ରେ ନିଜ ମତ ରଖିଛନ୍ତି ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ।
ସେ କହିଲେ ଯେ ଜଣେ ଝିଅ କୁ ଗଣ ଦୁ-ଷ୍କ-ର୍ମ କରିବା ସମ୍ଭବ କିନ୍ତୁ ଗୋଟେ ପୁଅ କୁ ଗଣ ଦୁ-ଷ୍କ-ର୍ମ କରିବା ଅସମ୍ଭବ।ଗୋଟେ ପୁଅ ର ଇଚ୍ଛା ନଥିବ ଯଦି ତାକୁ ରେ-ପ୍ କରିବା ଅସମ୍ଭବ।ତେବେ ଯଦି ସେ ପିଲା ଟି ଅଭିଯୋଗ କରିଛି ତେବେ ତା ଉପରେ ତଦନ୍ତ କରିବା ନିହାତି ଜରୁରୀ।ଯଦି ତଦନ୍ତ ବେଳେ ଝିଅ ମାନେ ଦୋଷୀ ସାବ୍ୟସ୍ତ ହେଉଛନ୍ତି ତେବେ ସେମାନଙ୍କୁ ଦଣ୍ଡ ଦେବା ନିହାତି ଜରୁରୀ।କାରଣ ଏମିତି ବି ଘଟଣା ଘଟେ ଯେ ସମ୍ଭ୍ରାନ୍ତ ଘର ର ସ୍ତ୍ରୀ ଲୋକ ମାନେ ଯେଉଁମାନଙ୍କର ସ୍ବାମୀ ବୟସ୍କ ହୋଇଗଲେଣି ସେମାନେ ତାଙ୍କ ଠୁ ନୀଚ୍ଚ ଜାତି ର ପିଲା ମାନେ ଯେଉଁମାନେ ତାଙ୍କ ପାଖରେ କାମ କରୁଥିବେ ସେମାନଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଜବରଦସ୍ତି କରିଥାନ୍ତି।
ଏମିତି ବି ହେଉଛି ଏବେ ସମାଜ ରେ।ଆହୁରି ମଧ୍ୟ ଦେଖାଯାଇଛି ଯେ ଝିଅ ମାନେ ଜନସାଧାରଣ ରେ ଟଣା ଓଟରା କରନ୍ତି ପୁଅ ମାନଙ୍କୁ।ତେବେ ଏମିତି ବି କିଛି ପୁଅ ଅଛନ୍ତି ଯେଉଁମାନେ ଝିଅ ମାନଙ୍କର ଇମେଜ ଖରାପ କରିବା ପାଇଁ ମିଛ ଅଭିଯୋଗ କରିଥାନ୍ତି।ସେ ଆହୁରି କହିଛନ୍ତି ଯେ ନିୟମ ସମସ୍ତଙ୍କ ପାଇଁ ସମାନ।ଆଜି କାଲି ଝିଅ ମାନେ ମଧ୍ୟ କିଛି ଅଛନ୍ତି ଯେଉଁମାନେ ପୁଅ ମାନଙ୍କ ଉପରେ ମିଛ ଅଭିଯୋଗ କରିଥାନ୍ତି।ଏପରି ଯେଉଁମାନେ କରୁଛନ୍ତି ସେମାନଙ୍କୁ ଉଚିତ୍ ଶାସ୍ତି ଦେବା ଦରକାର।ଲୋକ ମାନେ କହୁଛନ୍ତି ଯେ ଝିଅ ମାନେ ଯେତେବେଳେ ଏପରି ଦୁ-ଷ୍କ-ର୍ମ ଅଭିଯୋଗ କରୁଛନ୍ତି ଆରକ୍ଷୀ ଅଧିକାରୀ ସେତେବେଳେ ସଙ୍ଗେ ସଙ୍ଗେ ତଦନ୍ତ କରୁଛି।
କିନ୍ତୁ ପୁଅ ମାନେ ଅଭିଯୋଗ କରିଲେ ପୋଲିସ କିଛି ତଦନ୍ତ କରୁନାହିଁ।କିନ୍ତୁ ଏପରି କରିବା ଠିକ୍ ନୁହେଁ।ପୁଅ ମାନେ ମଧ୍ୟ ତାଙ୍କ ସହ ଯଦି ଏମିତି କିଛି ହେଉଛି ତେବେ ସେମାନେ ଅଭିଯୋଗ କରିବା ଉଚିତ୍ ଏବଂ ଦେଖିବା ଉଚିତ୍ ଯେ ତଦନ୍ତ ହେଉଛି ନା ନାହିଁ।ତେବେ ସେହି ପୁଅ ଜଣଙ୍କ ଯେଉଁ ଅଭିଯୋଗ କରିଛନ୍ତି ସେ ବିଷୟ ରେ ତଦନ୍ତ ହେବା ଜରୁରୀ ଏବଂ ଯଦି ଝିଅ ମାନେ ଦୋଷୀ ସାବ୍ୟସ୍ତ ହେଉଛନ୍ତି ତେବେ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍ ଏବଂ ଯଦି ପୁଅ ଟି ମିଛ ଅଭିଯୋଗ କରିଥାଏ ତେବେ ତାକୁ ମଧ୍ୟ ଦଣ୍ଡ ଦେବା ଉଚିତ୍ ବୋଲି ଦୀପ୍ତି କହିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।