ବର୍ତ୍ତମାନ ର ବଡ ଖବର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣି ବଳୟ ଯାହାକି ୯ ତାରିଖ ବେଳକୁ ଲଘୁଚାପ ରେ ପରିଣତ ହେବ । ପରବର୍ତୀ ୪୮ ଘଣ୍ଟା ରେ ଏହା ଅଧିକ ଘନୀଭୂତ ହେବ । ପଶ୍ଚିମ ଉତ୍ତର ପଶ୍ଚିମ କୁ ଗତି କରି ଉତ୍ତର ତାମିଲନାଡୁ ଉପକୂଳ ର ମୁହାଁ ହେବ । ଆଇ-ଏମ୍-ଡି ଏହା ଅନୁମାନ କରି କହିଛି ଯେ ଏହି ଲଘୁଚାପ ଟି ଅଧିକ ରୁ ଅଧିକ ଘନୀଭୂତ ହୋଇ ବା-ତ୍ୟା ରେ ପରିଣତ ହୋଇପାରେ ।
ଭୁ ବି-ଜ୍ଞା-ନୀ ଡ-କ୍ଟ-ର ଜେନାମଣି ସଞ୍ଜୀବ କୁମାର ଏହା କହିଛନ୍ତି ଯେ ଗତ ଶନିବାର ଦିନ ରାତି ରୁ ବର୍ଷା ଆରମ୍ଭ ଯାଇଛି ଏବଂ ନଭେମ୍ବର ୭ ରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ଏହା ଲାଗି ରହିବ ଏବଂ ଚେନ୍ନାଇ ପାଣିପାଗ ବିଭାଗ ଯାହା ଅନୁମାନ କରିଛି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ର-ବ-ଳ ରୁ ଅତି ପ୍ର-ବ-ଳ ବର୍ଷା ହେବ । ଏହା ସହିତ ମଧ୍ୟ କହିଛନ୍ତି ଯେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଏହି ଘୁର୍ଣି ବଳୟ ଟି ସମୁଦ୍ର ପତନ ଠାରୁ ହାରାହାରି ୪.୫ କିମି ଉପରେ ସୃଷ୍ଟି ହୋଇଛି ।
ଏହାର ପ୍ରଭାବ ରେ ତାମିଲନାଡୁ ର ବେଲୁପୁରମ , ଚେନ୍ନାଇ , କାଞ୍ଚି ପୁରମ୍ ଆଦି ଜିଲ୍ଲା ଗୁଡ଼ିକ ରେ ପ୍ର-ବ-ଳ ରୁ ଅତି ପ୍ର-ବ-ଳ ବର୍ଷା ହେବ । ନଭେମ୍ବର ୯ ତାରିଖ ଆଡ଼କୁ ବଜ୍ରପାତ ସହ ପ୍ର-ବ-ଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ ଟି ଚେନ୍ନାଇ ରେ ନଭେମ୍ବର ୭ ରୁ ୧୧ ପର୍ଯ୍ୟନ୍ତ ଲାଗି ରହିବ । ଏହା ଦ୍ଵାରା ମଧ୍ୟ ତାମିଲନାଡୁ ର ଦକ୍ଷିଣ ପୂର୍ବ ପଟ ଏବଂ ଆନ୍ଧ୍ର ପ୍ରଦେଶ ର ଦକ୍ଷିଣ ଅଞ୍ଚଳ ଏହା ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହେବ ।
ସେ କହିଛନ୍ତି ଯେ ଏହି ଲଘୁଚାପ ତଥା ବାତ୍ୟା ବିଷୟରେ IMD ଏବଂ GSF ଅନୁମାନ କରିଛି । ସେମାନେ ଏହା କହିଛନ୍ତି ଯେ ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୪୦ ରୁ ୫୦ କିମି ଏମିତିକି ବେଳେ ବେଳେ ୬୦ କିମି ହେବାର ସ-ମ୍ଭା-ବ-ନା ରହିଛି । ସେଥିପାଇଁ ବର୍ତ୍ତମାନ ମତ୍ସ୍ୟ ଯିବି ମାନଙ୍କୁ ମଧ୍ୟ ସମୁଦ୍ର ନିକଟକୁ ଯିବା ପାଇଁ ମନା କରା ଯାଇଛି । ବିଶେଷ ଭାବରେ ତାମିଲନାଡୁ ର ଉପକୂଳ ଅଞ୍ଚଳ ଏହା ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହେବ । ଓଡିଶା ର ଉପକୂଳ ଜିଲ୍ଲା ଜଗସିଂପୁର, ବାଲେଶ୍ୱର, ଗଞ୍ଜାମ, କେନ୍ଦ୍ରାପଡ଼ା ରେ ଆଂଶିକ ପ୍ରଭାବ ପଡିବ ବୋଲି ପୂର୍ବାନୁମାନ କରାଯାଉଛି ।
ଏହି ଲଘୁଚାପ ଟି ବିଷୁବ ବୃତ୍ତ ର ଦକ୍ଷିଣ ପଟ ରେ ଆରମ୍ଭ ହୋଇଛି । ଯାହା ଜଣା ପଡ଼ୁଛି ବିଶେଷ ଭାବରେ ତାମିଲନାଡୁ ଏବଂ ଅତି ବେଶୀ ରେ ଆନ୍ଧ୍ର ପ୍ରଦେଶ ଏହା ଦ୍ଵାରା ପ୍ରଭାବିତ ହେବ । ଓଡ଼ିଶା ପାଇଁ ଏହି ଲଘୁଚାପ ଦ୍ଵାରା କୌଣସି ବି-ପ-ଦ ନାହିଁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।