ପ୍ରତି ପଞ୍ଚାୟତରେ ମିଳିବ ଚାକିରୀ,ଜାଣନ୍ତୁ କେମିତି ଆପଣବି ପାଇ ପାରିବେ ଚାକିରୀ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରତି ପଞ୍ଚାୟତରେ ମିଳିବ ଚାକିରୀ,ଜାଣନ୍ତୁ କେମିତି ଆପଣବି ପାଇ ପାରିବେ ଚାକିରୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆସୁଛି ଆପଣ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଯାହା ଆପଣ ମାନେ ଜାଣିଲେ ବହୁତ ଖୁସି ହୋଇଯିବେ କାରଣ ନିଜ ନିଜ ପଞ୍ଚାୟତ ପାଇଁ ସରକାର ଏମିତି କିଛି ପଦକ୍ଷେପ ନେଇଛନ୍ତି ଯାହା ଦ୍ଵାରା ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ୧୦ ଜଣ ସରକାରୀ କର୍ମଚାରୀ ନିଯୁକ୍ତି ପାଇପାରିବେ। ଓଡ଼ିଶା ସରକାର  ପଞ୍ଚାୟତ ରେ ଉନ୍ନତି ଆଣିବ ନିମନ୍ତେ ଏମିତି କିଛି ପଦକ୍ଷେପ ନେଇଛନ୍ତି ଯାହା ଦ୍ଵାରା ଲୋକମାନେ ଅନେକ ସୁବିଧା ସୁଯୋଗ ପାଇ ପାରିବେ।ଆମ ଓଡ଼ିଶା କିମ୍ବା ଭାରତ କୁ ବିକାଶ ଶିଳ କରିବା ନିମନ୍ତେ ପ୍ରଥମେ ଛୋଟ ଛୋଟ ଗ୍ରାମକୁ ବିକାଶ ଶିଳ କରିବାକୁ ପଡ଼ିବ।

 

ଗ୍ରାମାଞ୍ଚଳରେ ସୁବିଧା ସୁଯୋଗ ଲୋକମାନେ ପାଇଲେ ପରେ ପରେ ଆମ ଦେଶ ଓ ରାଷ୍ଟ୍ର କ୍ରମେ କ୍ରମେ ଉପରକୁ ଉଠିପାରିବ।ମହାତ୍ମାଗାନ୍ଧି ଙ୍କ ଗ୍ରାମ୍ୟ ସମାଜ ପରିକଳ୍ପନା କୁ ସାଫଲ୍ୟ  ମଣ୍ଡିତ କରିବା ପାଇଁ ଏବେ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି।ଏଥିପାଇଁ ରାଜ୍ୟ ସରକାର ପଞ୍ଚାୟତ ମାନଙ୍କରେ ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି। ଯାହାଦ୍ଵାରା ଗ୍ରାମାଞ୍ଚଳ ମାନଙ୍କରେ ଉନ୍ନତି ହେବ।ଏହାକୁ ତ୍ଵରାନ୍ଵିତ କରିବା ପାଇଁ ଏବେ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି । 

 

ସମସ୍ତ ପଞ୍ଚାୟତ କୁ ସ୍ଵୟଂ ସମୃଦ୍ଧ କରିବା ନିମନ୍ତେ ରାଜ୍ୟ ସରକାର ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ଏଠି ପାଇଁ ମଧ୍ୟ ନକ୍ସା ପ୍ରସ୍ତୁତ କରାଯାଇଛି।ସମସ୍ତ ନାଗରିକଙ୍କ ପାଖରେ ସବୁକିଛି ସୁବିଧା ଯୋଗାଇବା ନିମନ୍ତେ ଏବେ ରାଜ୍ୟ ସରକାର ଅନେକ ନିୟମାବଳୀ ସହ ଅନେକ ସୁବିଧା ମଧ୍ୟ ଯୋଗାଇବାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏଥିପାଇଁ ୧୦ ଜଣ ସରକାରୀ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ହୋଇଛି।

 

ନିକଟରେ ହୋଇଥିବା ବୈଠକ ରେ ଗ୍ରାମାଞ୍ଚଳ ର ଉନ୍ନତି ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜିଲ୍ଲାପରିଷଦ ଏବଂ ଜିଲ୍ଲା ଉନ୍ନୟନ ଅଧିକାରୀ ସଂସ୍ଥା DRDO  ଙ୍କୁ ସମ୍ମିଶ୍ରଣ କରାଯାଇଛି।ଯାହାଫଳରେ ଠିକ୍ ସମୟରେ ଠିକ୍ ସୁବିଧା ଗ୍ରାମପଞ୍ଚାୟତ ର ସମସ୍ତ ବାସୀଙ୍କୁ ପହଞ୍ଚାଇ ଦିଆଯାଇପାରିବ  ଏଥି ଲାଗି ରାଜ୍ୟ ସରକାର ସମସ୍ତ ଗ୍ରାମ ପଞ୍ଚାୟତ ରେ ୧୦ ଜଣ ସରକାରୀ ଙ୍କୁ ନିଯୁକ୍ତି ଦେବାରେ ଚିନ୍ତା ବୋଧ କରିଛନ୍ତି ଏବଂ ଏହାକୁ ଯଥା ଶୀଘ୍ର ସଫଳ ମଣ୍ଡିତ କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *