ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯଦି ସେକ୍ସ କରିବାକୁ ଇଛା ତାହେଲେ ବାହାରେ ପଇସା ଦେଇକି କରୁନା । ଏଟା ଭଲପାଇବା ନୁହେଁ । ଏପରି କିଛି କହିଲେ ଏଲିନା ସାମଲ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ବର୍ତ୍ତମାନ ସମୟରେ ସେକ୍ସକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଶାରୀରିକ ସମ୍ପର୍କକୁ ନେଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଏତେ ତିକ୍ତତା ସୃଷ୍ଟି ହେଉଛି କି ଦୁହେ ପରସ୍ପରକୁ ଛାଡି ଦେଉଛନ୍ତି ତାହା ନୁହେଁ ବରଂ ହ-ତ୍ୟା କି ଆ-ତ୍ମ-ହ-ତ୍ୟା କରିବାକୁ ପଛାଉ ନାହାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଏଲିନା ସାମଲ ନିଜର ରାୟ ଦେଇଛନ୍ତି । ଏଲିନା ସାମଲ ଏକ ସାକ୍ଷାତକାରରେ ଗଣମାଧ୍ୟମକୁ ଏ ନେଇ ଜରୁରୀ ସୂଚନା ଦେଇଛନ୍ତି ।
ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ । ସେ କହିଛନ୍ତି କି “ଆପଣ ମାନେ ବିବାହ ଫିଲ୍ମ ଦେଖିଥିବେ ସେ ତାକୁ ଭଲ ପାଉଥିଲା ନା ନାହି ତାକୁ ବାହା ମଧ୍ୟ ହେଲା । ବାହା ହେବା ପୂର୍ବରୁ ଅଭିନେତ୍ରୀ ଅମୃତା ଅଭିନେତା ସାହିଦ କପୁରଙ୍କୁ କହିଥିଲେ କି ମୋ ଶରୀରକୁ ଆଗ ଦେଖା କାରଣ ମୋ ଶରୀର ପୁରା ଜଳି ଯାଇଛି । ଏହା ପରେ ସାହିଦ କପୁର କହିଥିଲେ ମୁ ତୁମକୁ ଭଲ ପାଇଛି ତୁମର ମନ ଆଉ ହୃଦୟକୁ ଦେଖିକି ମୁହଁକୁ ଦେଖିକି ନୁହେଁ।
ଆଗକୁ ସାହିଦ କପୁର କହିଥିଲେ ଆଜି ତୁମେ ଜଳି ଯାଇଛ ବୋଲି ମୁଁ ବାହା ହେବି ନାହି କହୁଛ କିନ୍ତୁ ଯଦି ମୁଁ ଜଳି ଯାଇଥାନ୍ତି ତେବେ କଣ ତୁମେ ମୋ ହାତ ଛାଡି ଦେଇଥାନ୍ତା ସେଇଟା ହେଉଛି ପ୍ରାଟିକାଲ ଲୋକଙ୍କୁ ଦେଖାଇବା ପାଇଁ । ଶାରୀରିକ ସମ୍ପର୍କ କରିବ ଯେତେବେଳେ ତୁମେ ଜାଣିବ ସତରେ ସେ ତୁମକୁ ଭଲ ପାଉଛି । ଭଲ ପାଇବାର କେତେ ପ୍ରକାରର ସିନାରୀ ଅଛି । ସେକ୍ସ କରିବାକୁ ହେଲେ ଯେଉଁଠି ପଇସା ଦେଇକି କରନ୍ତି ସେଠାରେ କରିକି ପଳେଈ ଆସିବ ।
ଯଦି ସେକ୍ସ କରିବାର ଇଚ୍ଛା ଅଛି ତେବେ ପଇସା ଦେଇକି କର ଯାହା ଆଜିକାଲି ଲୋକ କରୁଛନ୍ତି । ସେକ୍ସ ମାନେ କଣ ତମେ ତମର ରିଲିଫ କରୁଛ । ତମେ ଯାଇ କି ଯେଉଁଥି କରି ଦେଇକି ଆସ ନାହି । କିନ୍ତୁ ଭଲ ପାଇବାର ମାନେ ଏହା ଜମା ନୁହେଁ କି ମୋ ସ୍ତ୍ରୀ ସୁନ୍ଦର ହେଲେ ମୁଁ ତାକୁ ଭଲ ପାଇବି ଆଉ ଅସୁନ୍ଦର ହେଲେ ମୁଁ ତାକୁ ଭଲ ପାଇବି ନାହିଁ । ଏଟା ଭଲ ପାଇବା ନୁହେଁ । ୟାକୁ କୁହନ୍ତି ଲେନଦେନ କରିବା । ଏଟା ହେଉଛି ମୋ ମତରେ ଭଲ ପାଇବା ଓ ସେକ୍ସର ଅର୍ଥ । ମୁଁ ଯେତିକି ଜାଣିଥିଲି ସେତିକି କହିଲି ଏଟା ହେଉଛି ମୋ କନସେପ୍ଟ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।