ମାଟ୍ରିକ ଛାତ୍ର ଛାତ୍ରୀ ଙ୍କ ବଡ଼ ଖବର | ଆସିଲା ନୂଆ ନିୟମ…!

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାରଙ୍କର ବଡ ଘୋଷଣା । ୧୦ ପରୀକ୍ଷା ମୂଲ୍ୟାୟନ ଢାଞ୍ଚା ବଦଳିବ ଜାଣି ରଖନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ବର୍ତମାନ ସମୟରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଏକ ନୂଆ ଅପଡେଟ୍ ଆଣିଛନ୍ତି । ତେବେ ସୂଚନାଯୋଗ୍ୟ ଗତ ୨୩ ତାରିଖଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହୋଇ ଯାଇଛି । ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହିି ପରୀକ୍ଷା ଚାଲିବ ବୋଲି ଧାର୍ଯ୍ୟ ହୋଇଛି । ସେହିପରି ଆସନ୍ତା ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । 

 

ଚଳିତ ୨୦୨୨-୨୩ ମାଟ୍ରିକ ପରୀକ୍ଷା ବାବଦରେ ବୋର୍ଡ ଅଫିସ ତରଫରୁ ଏକ ପ୍ରେସମିଟ୍ ଜରିଆରେ ସୂଚନା ଦିଆଯାଇଛି । ତେବେ ମିଳିଥିବା ଖବର ମୁତାବକ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩୦୨୯ଟି ସେଣ୍ଟରରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ସହ ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ନିକଟରେ ମାଟ୍ରିକ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ କରା ଯାଇଥିଲା । ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ ଗତ ମାସରେ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଥିଲେ ।

 

ପାଠ ବ୍ୟତୀତ ଶାଠରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ବୋଲି କୁହା ଯାଇଥିଲା । ସେଥିପାଇଁ ଆସ୍ପିରେସନାଲ କମ୍ପୋନେଣ୍ଟ ସବଜେକ୍ଟ ଲାଗୁ ହେବା ସହ ଅତିରିକ୍ତ ୧୦୦ ମାର୍କ ଯୋଡ଼ା ଯାଇଥିଲା । ଓଡ଼ିଶା ମାଟ୍ରିକ ପରୀକ୍ଷା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷା ପାଇଁ ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ । 

 

ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍‌ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ବନ୍ଧୁଗଣ ମେଟ୍ରିକ ଛାତ୍ରଛାତ୍ରୀଙ୍କ ଲାଗି ଆଉ କିଛି ନୂଆ ସୂଚନା ହେଉଛି ଯେ ଚଳିତ ବର୍ଷ ମେଟ୍ରିକ ପରିକ୍ଷା ମାର୍କ ପଦ୍ଧତିରେ ମଧ୍ୟ ଆସୁଛି ଆଉ କିଛି ବଡ ଖବର । ତେବେ ଆସନ୍ତୁ ନଜର ପକେଇବା କି ଏହିଥର କେଉଁ ପଦ୍ଧଥିରେ ମେଟ୍ରିକ ପିଲା ମାନଙ୍କୁ ମିଳିବ ମାର୍କିଂ । ଚଳିତ ଥର ସମେଟିଭ ୱାନ ଏବଂ ସମେଟିଭ ଦୁଇ ପରିକ୍ଷା ସହିତ ଇଣ୍ଟରନାଲ ଆସେସମେଣ୍ଟ ପରିକ୍ଷାରୁ ପରିକ୍ଷାର୍ଥୀଙ୍କ ମାର୍କ ମୂଲ୍ୟାୟନ କରାଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *