ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାପା ମୂଲ ଲାଗି ପଇସା ପଠାଉଛନ୍ତି କିନ୍ତୁ ପୁଅ ଏପଟେ ସହର ରେ ଝିଅ କୁ ନେଇ ଓୟୋ କୁ ଯାଉଛି। ଆସନ୍ତୁ ଜାଣିବା କ’ଣ ମତ ରହିଛି ଲୋକଙ୍କର ଏ ବିଷୟରେ ଏହି ରିପୋର୍ଟ ରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବାପା ମା ମାନେ ଦିନ ରାତି କଷ୍ଟ କରି ଧନ ଉପାର୍ଜନ କରନ୍ତି ତାହେଲେ ପୁଅ ଝିଅ ମାନେ ଭଲ ସେ ପଢ଼ିବେ ଆଗକୁ ବଢ଼ିବେ।କିନ୍ତୁ ଆଜିକାଲି ପୁଅ ଝିଅ ମାନେ ପଇସା କୁ ନେଇ ବିଭିନ୍ନ ଖରାପ କାମ ରେ ଲଗାଉଛନ୍ତି।ପୁଅ ମାନେ ସେହି ପଇସା ରେ ଝିଅ ମାନଙ୍କୁ ଓୟୋ କୁ ନେଇ ଯାଉଛନ୍ତି।ଆଜିକାଲି ପୁଅ ଝିଅ ମାନେ ପ୍ରେମ ପରିଭାଷା ହିଁ ବଦଳି ଦେଉଛନ୍ତି।ସେମାନଙ୍କ ଅନୁସାରେ ପ୍ରେମ ମାନେ ଓୟୋକୁ ଯିବା।ବାପା ମା ଙ୍କୁ ଅନ୍ଧାର ରେ ରଖି ପିଲା ମାନେ ଏହି ସବୁ ଖରାପ କାମ ରେ ଲିପ୍ତ ରହୁଛନ୍ତି।ଆଗରୁ ମଧ୍ୟ ଲୋକ ମାନେ ପ୍ରେମ କରୁଥିଲେ।
କିନ୍ତୁ ଆଜିକାଲି ପୁଅ ଝିଅ ମାନେ ନିଜର ମର୍ଯ୍ୟାଦା ଭୁଲି ଯାଉଛନ୍ତି।ବାପା ମା ଙ୍କ କଥା ଟିକେ ବି ଭାବୁନାହାନ୍ତି।ଖାଲି କିଛି ସମୟ ର ସୁଖ ପାଇଁ ନିଜକୁ ବଳି ଦେଇ ଦେଉଛନ୍ତି।ଏହା ଉପରେ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ଥାଏ।ଏହା ଉପରେ ଜଣେ ଲୋକ ଙ୍କ କହିବା ଅନୁସାରେ ଆଜିକାଲି ପୁଅ ଝିଅ ମାନେ ଆଉ ନିଜ ଅବସ୍ଥା ରେ ନାହାନ୍ତି।ସବୁବେଳେ ଖରାପ କାମ ରେ ଲିପ୍ତ ରହୁଛନ୍ତି।ବାପା ମା ଙ୍କ କଷ୍ଟ ଅର୍ଜିତ ପଇସା କୁ ଓୟୋ କୁ ଯାଇ ଉଡ଼ାଉଛନ୍ତି।ନିଜ ମର୍ଯ୍ୟାଦା ଭୂଲିଯାଉଛନ୍ତି।ସେ କହିଛନ୍ତି ଆଗ କାଳ ରେ ଯେଉଁ ପ୍ରେମ ଥିଲା ତାହାକୁ ପ୍ରେମ କୁହାଯାଏ।ବାହାଘର ର ମସେ ପୂର୍ବ ରୁ ପୁଅ ଝିଅ କୁ ଜାଣୁଥିଲେ।ତାପରେ ଫୋନରେ ଛପି ଛପି କଥା ହେଉଥିଲେ।
ସେତେବେଳ ନିଃସ୍ଵାର୍ଥ ପ୍ରେମ ଥିଲା।କିନ୍ତୁ ଆଜିକାଲି ପିଲା ମାନେ ଭଲ ପାଉଛନ୍ତି ଖାଲି ଓୟୋକୁ ଯିବାପାଇଁ। ସେଠାରେ ଯଦି ଭୁଲ୍ ବଶତଃ ପିଲା ରହିଯାଏ ତେବେ ସେ ପିଲା ଡେଲିଭରୀ ପରେ ନାଳ ରେ ପଡ଼ିଥାଏ।ସରକାର ହିଁ ଓୟୋକୁ ଲାଇସେନ୍ସ ଦେଇଛନ୍ତି ଯାହା ଦ୍ଵାରା ପିଲା ମାନେ ଆଉ କିଛି କଥାକୁ ଡରୁ ନାହାନ୍ତି।କିନ୍ତୁ ପିଲା ମାନେ ଥରେ ହେଲେ ନିଜ ବାପା ମା କଥା ଭାବୁନାହାନ୍ତି ଯିଏ ଘରେ କଷ୍ଟ କରୁଛି ତାଙ୍କ ପାଇଁ।ତାଙ୍କ ମତ ରେ ନା ଝିଅ ଠିକ୍ ନା ପୁଅ ଠିକ୍ ।ଯଦି ପୁଅ ଠିକ୍ ଥାଆନ୍ତା ତେବେ ସେ ଝିଅ କୁ ଠିକ୍ ଆଉ ଭୁଲ୍ କଥା କହିଥାନ୍ତା।ସେ ପୁଅ ଝିଅଙ୍କୁ ଏତିକି କହିଛନ୍ତି ଯେ ଯାହା କରୁଛ କର ନିତୁ ନିଜ ବାପା ମାଙ୍କ ମୁଣ୍ଡ ତଳକୁ କରିବା ଭଳି କାମ କର ନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।