ମାଡି ଆସୁଛି ଏହି ମାସର ବାତ୍ୟା,ଏହି ଜାଗାରେ ହିଟ୍ କରିବ ବର୍ଷ ର ସବୁଠୁ ବଡ ବାତ୍ୟା,ଆସିଲା ସବୁଠୁ ବଡ ସଂକେତ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମାଡି ଆସୁଛି ଏହି ମାସର ବାତ୍ୟା,ଏହି ଜାଗାରେ ହିଟ୍ କରିବ ବର୍ଷ ର ସବୁଠୁ ବଡ ବାତ୍ୟା,ଆସିଲା ସବୁଠୁ ବଡ ସଂକେତ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

                                                                           ମନକୁ ବାତ୍ୟା ର ଚିନ୍ତା ଆସିଲେ ଓଡ଼ିଶା ର ଲୋକ ମାନଙ୍କ ହୃଦୟ ରେ ଗୋଟେ ଭ-ୟ ସଂଚାର ହୁଏ ହୃଦୟ ବିଦାରିତ ଦୁଃଖ ଲାଗେ।କେତେ ବା କଷ୍ଟ ପାଇବେ ଏଇ ଓଡ଼ିଶା ର ଲୋକ ।ଗୋଟେ ପରେ ଗୋଟେ ବାତ୍ୟା ମାଡ଼ି ଆସିଛି ତଥାପି ଭାଙ୍ଗି ନାହାନ୍ତି ଓଡ଼ିଶା ର ଲୋକ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଅକ୍ଟୋବର ମାସରେ ଅନେକ ବାତ୍ୟା ଦେଖିଛି ଓଡିଶା।ସେ ମହାବାତ୍ୟା ଠାରୁ ଫାଇଲିନ ପର୍ଯ୍ୟନ୍ତ ଅନେକ ବାତ୍ୟା ରାଜ୍ୟକୁ ପ୍ରଭାବିତ କରିଛି।

 

ବେସରକାରୀ ପାଣିପାଗ ସଂସ୍ଥା ଜି ଏଫ ଏସ ଆକଳନ କରିଥିବା ବେଳେ ଅନ୍ୟ ଏକ ବାତ୍ୟା ଓଡିଶା ଉପକୂଳ ଅତିକ୍ରମ କରିପାରେ।ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ମତ ରଖୁ ନଥିବା ବେଳେ ଏକାଧିକ ମଡେଲ କିନ୍ତୁ ଏହି ଦିଗକୁ ଇଙ୍ଗିତ କରୁଛି।ସୂଚନା ଅନୁସାରେ ୧୪ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସଷ୍ଟି ହେବା ର ଆକଳନ କରାଯାଇଅଛି।

 

ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି।ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ।ସମୁଦ୍ର ଉପରେ ତାପମାତ୍ରା ଯାହା ରହିଛି ଏବଂ ପାରିପାର୍ଶ୍ବିକ ସ୍ଥିତି ବାତ୍ୟା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରୁଛି।ଯଦି ଏହି ଆକଳନ ସତ ହୁଏ ତେବେ ଆମକୁ ଏକ ବଡ଼ ସମସ୍ୟା ର ସାମ୍ନା କରିବା ପାଇଁ ପଡିବ।

 

ପୂର୍ବରୁ ମଧ୍ୟ ଅକ୍ଟୋବର ମାସରେ ହେଉଥିବା ବାତ୍ୟାର ଗମ୍ଭୀରତା ଯଥେଷ୍ଟ ଅଧିକ ରହୁଥିବା ବେଳେ ସୃଷ୍ଟି ହେବାକୁ ଥିବା ଏହି ବଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଛି।ଓଡିଶା ଏବଂ ବାତ୍ୟା ଅଙ୍ଗା ଅଙ୍ଗୀ ଭାବରେ ଜଡିତ।ଅକ୍ଟୋବର ମାସ ଆସିଲେ ଓଡିଶାକୁ ବାତ୍ୟାର ଭୟ ଥାଏ।ବର୍ତ୍ତମାନ ଅକ୍ଟୋବର ମାସ ଆସିସାରିଛି ଏବଂ ଏବେ ଓଡିଶାକୁ ଏକ ବାତ୍ୟା ମାଡି ଆସୁଥିବାର ଆନ୍ତର୍ଜାତୀୟ ପଣପାଗ ବିଭାଗ ସୂଚନା ଦେଇଛନ୍ତି।

 

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହାର ସ୍ପଷ୍ଟ ସୂଚନା ଆସିନାହିଁ କିନ୍ତୁ ଅନ୍ତର୍ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଯେଉଁ ସୂଚନା ଆସୁଛି ସେହି ଅନୁସାରେ ଅକ୍ଟୋବର ୧୪ରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ସାଇକ୍ଲୋନ ସଂଚାର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

 

ତେବେ ଏହାର ଗତି ଉତ୍ତର ପଶ୍ଚିମ ଆଡ଼କୁ ରହିବ।ଏହାର ନାମ ରହିବ ଜାବାଦ।ତେବେ ଏହି ଜାବାଦ ବାତ୍ୟା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ସ୍ଥଳ ଭାଗ ଦେଇ ଗତି କରିବ।ଏହାକୁ କେମିତି ସାମ୍ନା କରିବ ଓଡ଼ିଶା,ଓଡ଼ିଶା ର ଲୋକ କେମିତି ସାମ୍ନା କରିବେ।କେତେ ପରିମାଣରେ ସରକାର ଲୋକ ଙ୍କୁ ସାହାଯ୍ୟ କରିବେ ତାକୁ ନେଇ ଏକ ସମସ୍ୟା ଦେଖା ଯାଇଛି।ଶେଷ ଆଶା ଲୋକମାନଙ୍କର ହେଉଛନ୍ତି ଭଗବାନ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *