ମୁଖ୍ୟମନ୍ତ୍ରୀ ଙ୍କ ବଡ ଘୋଷଣା ଏଥର ମିଳିବ କମ୍ବଳ ପାଇଁ ଟଙ୍କା ଦେଖନ୍ତୁ କେମିତି ଆଉ କେତେ ?

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ସମସ୍ତେ ଜାଣିଥିବେ ସବୁବେଳେ ରାଜ୍ୟ ସରକାର ଙ୍କ ତରଫରୁ ରାଜ୍ୟ ବାସୀ ମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥାଏ ଯାହାର ଲାଭ ପାଇଥାନ୍ତି ଜନ ସାଧାରଣ । ଅନେକ ସମୟରେ ଅନେକ ଯୋଜନା ମାନ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ପ୍ରସ୍ତୁତି ହୋଇଥାଏ । 

 

ସରକାର ଙ୍କ ତରଫରୁ ଲୋକମାନଙ୍କୁ ବାର୍ଦ୍ଧକ୍ୟ ଭତା ଏବଂ ଦିଵ୍ୟାଙ୍କ, ତଥା ବିଧବା ମାନଙ୍କୁ ମଧ୍ୟ ଭତା ପ୍ରଦାନ କରାଯାଏ । ତେବେ ବର୍ତ୍ତମାନ ରାଜ୍ୟ ସରକାର ଙ୍କ ତରଫରୁ ଡିସେମ୍ବର ପହିଲା ସୁଦ୍ଧା ରାଜ୍ୟ ବାସୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଦିଆଯିବ ।

 

ରାଜ୍ୟରେ ବର୍ତ୍ତମାନ ସମସ୍ତ ସ୍ଥାନରେ ଶୀତର ପ୍ରକୋପ ଏବେ ଦେଖିବାକୁ ମିଳୁଥିବା ବେଳେ ଶୀଘ୍ର ଏହି ଶୀତ ଦିନରୁ ଜନ ସାଧାରଣ ଙ୍କୁ ରକ୍ଷା କରିବା ପାଇଁ ଏହି କମ୍ବଳ ଯୋଜନାରେ ଟଙ୍କା ଦେବାପାଇଁ ସ୍ଥିର କରିଛନ୍ତି । ତେବେ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । 

 

ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବାର ଜାଣିବାକୁ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏଇ ସ୍ଵତନ୍ତ୍ର ବୈଠକ ବସାଇ ଥିଲେ । ଏହି ବୈଠକ ରେ କେମିତି କଣ ଏହି ସ୍ଥିତି କୁ ନିୟନ୍ତ୍ରଣ କରାଯିବ ତାହା ନେଇ ଆଲୋଚନା କରାଯାଇଥିଲା । ଭାରତୀୟ ପାଣିପାଗ ତରଫରୁ ଆଗାମୀ ଦିନରେ ଶୀତ ଆହୁରି ବହୁତ ବଢ଼ିବାକୁ ଯାଉଥିବା ଜାଣିବାକୁ ପାଇଥିବା ବେଳେ ହିଁ ଏହି ବୈଠକ ବସିଥିଲା । 

 

ଏହି ବୈଠକ ରେ ସମୀକ୍ଷା କରି କିପରି ସମସ୍ତ ହିତାଧିକାରୀ ମାନଙ୍କୁ ଶୀତବସ୍ତ୍ର ( କମ୍ବଳ ପାଇଁ ) ୩୦୦ ଟଙ୍କା ଦିଆଯିବ ସେ ନେଇ ନିଷ୍ପତି ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଏହା ଶୀଘ୍ର କରିବାପାଇଁ ଆଦେଶ ଦେଇଛନ୍ତି । ଅନେକ ଦିନରେ ଅନେକ ଲୋକମାନେ ଖୋଲା ସ୍ଥାନରେ ନ ରହିବେ ଏବଂ କୌଣସି ଲୋକଙ୍କର କୌଣସି ଅସୁବିଧା ନହେବ ସେଥିପ୍ରତି ବିଶେଷ ଭାବେ ଦୃଷ୍ଟି ଆକର୍ଷଣ କରିବାପାଇଁ ସରକାର ଙ୍କ ତରଫରୁ ଚେଷ୍ଟା ରହିଛି ।

 

କାରଣ ଅନେକ ସମୟରେ ଅତ୍ୟଧିକ ଶୀତ କାରଣରୁ ବାହାରେ ଖୋଲା ରେ ରହୁଥିବା ଲୋକ ମାନଙ୍କର ପ୍ରାଣ ପ୍ରତି ବିପଦ ଆସିଥାଏ । ଏହି ବର୍ଷ ଶୀତରେ ଯେମିତି କେହି ଖୋଲା ସ୍ଥାନରେ ନ ରହିବେ ସେ ନେଇ ବିଶେଷ ଭାବେ ଧ୍ୟାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଆଦେଶ ରହିଛି । ଏହି ଘଟଣାରେ ହେଳା ନକରି ବିଶେଷ ଦୃଷ୍ଟି ଦେବାପାଇଁ ସରକାର ଙ୍କ ତରଫରୁ ନିର୍ଦ୍ଦେଶ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *