ପଢ଼ନ୍ତୁ କଳଙ୍କିନୀ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି ନାମକ ଏକ ଝିଅ ମଧ୍ୟ ରେ ହୋଇଥିବା ହ୍ୱାଟସଆପ ଚାଟିଂ ସମ୍ବନ୍ଧ ରେ।କ’ଣ କଥା ହୋଇଥିଲେ ସେମାନେ?

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପଢ଼ନ୍ତୁ କଳଙ୍କିନୀ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି ନାମକ ଏକ ଝିଅ ମଧ୍ୟ ରେ ହୋଇଥିବା ହ୍ୱାଟସଆପ ଚାଟିଂ ସମ୍ବନ୍ଧ ରେ।କ’ଣ କଥା ହୋଇଥିଲେ ସେମାନେ?ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁ ଗଣ ଏବେ ସାରା ରାଜ୍ୟ ରେ ଚହଳ ପକାଇଥିବା ଅର୍ଚ୍ଚନା ନାଗ ର କଳା ସାମ୍ରାଜ୍ୟ ର କାହାଣୀ ସମ୍ପର୍କ ରେ ସମସ୍ତେ ଅବଗତ ଥିବେ ନିଶ୍ଚୟ।ତେବେ ଏହି କଳସାମ୍ରାଜ୍ୟ ର କଳାକାରନାମା ଉପରୁ ଏବେ ଧିରେ ଧିରେ ପରଦା ଉଠିବାରେ ଲାଗିଲାଣି।ଏବେ ଏହି କେସ୍ ଟି ଇଡି ହାତ କୁ ଯାଇଛି।ସେଥି ପାଇଁ ଇଡି ଖୋଳି ତାଡ଼ି ଏହା ମଧ୍ୟ ରୁ ସବୁ କଥା ବାହାର କରିବାରେ ଲାଗିଛି।ହନିଟ୍ରାପ୍ କ୍ଵିନ୍ ଅର୍ଚ୍ଚନା ଏବଂ ତାର ବଦମାସ୍ ସ୍ବାମୀ ଜଗବନ୍ଧୁ ଏବେ ଜେଲ୍ ରେ ଅଛନ୍ତି।ଏପଟେ ଇଡି ଅର୍ଚ୍ଚନା ର ଲିଙ୍କ୍ ରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ପଚରା ଉଚରା କରୁଛି।ତେବେ ଏବେ ଯେଉଁ ଖବର ଟି ଭାଇରାଲ୍ ହେବାରେ ଲାଗିଛି ତାହା ହେଉଛି ଅର୍ଚ୍ଚନା ଗୋଟେ ଝିଅ ଶ୍ରଦ୍ଧାଞ୍ଜଳି ସହ ହୋଇଥିବା କଥାବାର୍ତ୍ତା ସମ୍ପର୍କ ରେ।ସୂଚନା ମିଳିଛି କି ଏହି ଝିଅ ଶ୍ରଦ୍ଧାଞ୍ଜଳି ହେଉଛି ଅର୍ଚ୍ଚନା ର କଳାକାରନାମା ର ଏକ ମୋହର ବୋଲି।ତେବେ ଏହି ଦୁଇଜଣଙ୍କର ଏକ ହ୍ୱାଟସଆପ୍ ଚାଟିଂ ଏବେ ଲୋକଲୋଚନକୁ ଆସିଛି।ଆସନ୍ତୁ ଜାଣିବା କ’ଣ କଥା ହୋଇଛନ୍ତି ସେମାନେ।

 

ଅର୍ଚ୍ଚନା –ପ୍ଲିଜ୍ ଟିକେ ବୁଝିବାକୁ ଚେଷ୍ଟା କର ଶ୍ରଦ୍ଧା। ଶ୍ରଦ୍ଧାଞ୍ଜଳି – ମୁଁ ବୁଝିଛି । ହେଲେ ମୋର ବି କିଛି ସ୍ୱାର୍ଥ ରହିଛି।ମୋତେ ବି ମୋ ଲାଇଫ୍ ବନେଇବାର ଅଛି। ସେମାନେ ମୋତେ କିଛି ବି ଦର ଦେବାକୁ ରାଜି ଅଛନ୍ତି।

ଅର୍ଚ୍ଚନା – ତ ଆମେ ବି ରାଜି ରହିଛୁ।ଇଜ୍ଜତ ଥରେ ପଳେଇଲେ କ’ଣ ଆସିବ କି ? ତୁମେ ଯାହା ଦର କହିବ ଆମେ ତୁମକୁ ଦେବାକୁ ରାଜି ଅଛୁ।

ଶ୍ରଦ୍ଧାଞ୍ଜଳି – ଆପଣ ମୋତେ କିଣି ପାରିବେ ନାହିଁ।

ଅର୍ଚ୍ଚନା – ମୁଁ କିଣିବା କଥା କହୁନି ଶ୍ରଦ୍ଧା । ତୁମେ କେବଳ ଭୁଲ୍ ବୁଝୁଛ।ସେମାନେ ଯଦି ତୁମ ଫ୍ୟୁଚର୍ ବନେଇବାକୁ ତୁମକୁ ସାହାଯ୍ୟ କରୁଛନ୍ତି ତେବେ ଆମେ କାହିଁକି ତୁମକୁ ସାହାଯ୍ୟ କରି ପାରିବୁନି ?

 

ଶ୍ରଦ୍ଧାଞ୍ଜଳି – ଶୁଣନ୍ତୁ ମୁଁ ସାର୍ ଙ୍କୁ ନରମାଲ୍ ସାହାଯ୍ୟ ମାଗିଥିଲି।ସେ ମୋ ମେସେଜ୍ ସିନ୍ ବି କଲେନି।ଆଉ କ’ଣ ମୁଁ ତାଙ୍କଠାରୁ ଏକ୍ସପେକ୍ଟ୍ କରିବି ?

ଅର୍ଚ୍ଚନା –ସେ ଯାହା ବି ହେଇଛି ହେଇଯାଇଛି।ସେଥିପାଇଁ ସେ ଦୁଃଖିତ ଆଉ ଆମେ ବି।

ଶ୍ରଦ୍ଧାଞ୍ଜଳି –ଏପରି ବହୁତ ବଡ଼ ବଡ଼ କଥା ମୁଁ ବହୁତ ଲୋକଙ୍କ ଠୁ ଶୁଣିଛି,ହେଲେ କାମ କରି ଦେଖାଇବା ଲୋକ ବହୁତ କମ୍ ଦେଖିଛି।

ଅର୍ଚ୍ଚନା – ଥରେ ଆମକୁ ଟ୍ରଷ୍ଟ୍ କରିକି ଦେଖ।

ଶ୍ରଦ୍ଧାଞ୍ଜଳି – ଶୁଣନ୍ତୁ ଆଉ ଗୋଟେ କଥା ସିଧା ସିଧା କହିଦେଉଛି,ଯଦି ମୋ ବିନା ପର୍ମିଶନ୍ ରେ କେହି ମୋ ରୁମ୍ କୁ ଆସିବେ ତାହା ହେଲେ ମୋଠୁ ଖରାପ କେହି ହେବେନି । 

         

ତେବେ ବନ୍ଧୁଗଣ ଦେଖିଲେ ତ ଏହି ବାର୍ତ୍ତାଳାପରେ କଳଙ୍କିନୀ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ  କିପରି କନଭିନ୍ସ କରିବାକୁ ଚେଷ୍ଟା କରିଛି।ସେମାନଙ୍କ କଥା ମାନିଲେ ସେ ସେହି ଝିଅ ର ଭବିଷ୍ୟତକୁ ସୁଧାରି ଦେବେ ବୋଲି ମଧ୍ୟ କହିଛି ଅର୍ଚ୍ଚନା।ହେଲେ କ’ଣ ପାଇଁ ଏମିତି ନିବେଦନ କରିଛି ଅର୍ଚ୍ଚନା।ଏପରି କଥା ବାର୍ତ୍ତା ଭିତରେ କ’ଣ ରହିଛି ଅସଲ ରହସ୍ୟ ତାକୁ ନେଇ ଏବେ ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।ତେବେ ଇଡି ହାତ ରେ ଲାଗିଥିବା ଏହି ଚାଟିଂ ମାଧ୍ୟମ ରେ କେଉଁ ଗୁମର ଏବେ ଫିଟିବ ତାହା ଦେଖିବା ପାଇଁ ବାକି ରହିଲା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *