ଯୁବକ ଙ୍କ ସହ ଯୁବତୀ କରିବସିଲେ ଏମିତି । ସୋସିଆଲ ମିଡ଼ିଆ ରେ ହେଲା Trending Video । ଦେଖନ୍ତୁ ସେହି ସମୟର Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯୁବକ ଙ୍କ ସହିତ ଜଣେ ଯୁବତୀ କରିବସିଲେ ଏମିତି କାଣ୍ଡ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜଣେ ଉଚ୍ଚ କାର୍ଯ୍ୟ ରେ ମନ ନିବେଶ କରୁଥିବା ବ୍ୟକ୍ତି ଙ୍କ ଠାରୁ କେହି କେବେ ଭି ଖ-ରା-ପ ଗୁଣ ହେଉ ଅବା ଖ-ରା-ପ କଥା ବାର୍ତ୍ତା କି ଖ-ରା-ପ ସମ୍ମାନ ଦେଖାଇବା ଗୁଣ ଆଶା କରି ନଥାନ୍ତି । ସମସ୍ତେ ଜାଣନ୍ତି କି ଜଣେ ଯଦି ବହୁତ୍ ବଡ଼ କାମ କରି ନିଜର ନାମ ଅର୍ଜନ କରୁଛି ଓ ନିଜ ର ଯଶ ରଖୁଛି ସେ କେବେ ଭି ନିଜର ଖ-ରା-ପ କଥା ବାର୍ତ୍ତା ଲୋକ ଙ୍କ ଆଗରେ ପ୍ରଦର୍ଶନ କରି ପାରିବ ନାହିଁ ଯାହା ଫଳ ରେ ଲୋକେ ତାକୁ ଖ-ରା-ପ୍ ଭାବିବା ଆରମ୍ଭ କରିବେ ସେହି ସ୍ଥାନ ରେ ସେହି ବ୍ୟକ୍ତି ଜଣକ ନିଜର ଅର୍ଜନ କରିଥିବା ସମସ୍ତ ଯଶ ଓ ଖ୍ୟାତି କୁ ହରାଇ ଦେଇଥାଏ । 

 

ସାଧାରଣ ଲୋକ ଙ୍କ ର ତାଙ୍କ ଉପରେ ଥିବା ସମ୍ମାନ ଓ ପ୍ରେମ କମିବା କୁ ଲାଗିଥାଏ । ସତ କହିବା ପାଇଁ ଗଲେ ଦୁନିଆରେ  ଗୋଟିଏ କଥା ସଦା ସର୍ବଦା ଚାଲିଥାଏ କି ଗୋଡ଼ ଖସିଗଲେ ଜଣେ ମ-ର-ଇ ତୁଣ୍ଡ ଖସି ଗଲେ ସବୁ ମ-ର-ଇ । ତେଣୁ ସଦା ସର୍ବଦା ଆମେ କଣ କହିବା କଣ କରିବା ତାହା ନିଶ୍ଚିତ୍ତ ଭାବରେ ଚିନ୍ତା କରି ଭାବି କରିବା ଉଚିତ୍ । କେବେ ଭି ଅଧିକ ରା-ଗି ଯାଇ ଉତ୍ୟକ୍ତ ନ ହୋଇ କଥା ହେବା ଉଚିତ୍ ନୁହଁ । ତେଣୁ ନିଜ ସମ୍ମାନ ନିଜ ହାତରେ । 

 

ହେଲେ ସାଧାରଣ ଲୋକ ଜଣେ ଉଚ୍ଚ କାର୍ଯ୍ୟ କରିଥିବା  ବ୍ୟକ୍ତି ଙ୍କୁ ନିଜର ଅନୁଗାମୀ ବୋଲି ଭାବୁଥାନ୍ତି କିନ୍ତୁ ଯେତେବେଳେ ନିଜର ଅନୁଗାମୀ ମାନେ କିଛି ଭୁଲ କାର୍ଯ୍ୟ କରି ଥାନ୍ତି ତାହାର ପ୍ରଭାବ ଅନ୍ୟ ମାନଙ୍କ ଉପରେ ପଡ଼ିଥାଏ । ସେହି ଭଳି ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ଖୁବ୍ ତୀବ୍ର ବେଗ ରେ ଭା-ଇ-ରା-ଲ୍ ହେବାରେ ଲାଗିଛି । ଯାହା ହେଉଛି କି ଜଣେ ମହିଳା କେମିତି ଡେଲିଭରୀ ବୟ ଙ୍କ ସହ ଝ-ଗ-ଡ଼ା କରୁଛନ୍ତି ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇ ଯିବେ । ମହିଳା ଜଣକ କହୁଛନ୍ତି କି ମୁ ଫୋନ୍ ଉଠାଇ ପାରିଲିନି ବୋଲି ମୋ ପାର୍ସଲ କଣ ପାଇଁ କେନ୍ସେଲ୍ କରିଲ । 

 

ଡେଲିଭରୀ ବୟ ଜଣକ କହୁଛନ୍ତି ପାର୍ସଲ ଟି ଅଫିସ ରେ ଅଛି ଆପଣ ଯାଇ ସେହି ଠାରୁ ନେଇ ଆସନ୍ତୁ । ହେଲେ ସେହି ମହିଳା ଜଣକ ନ ମାନିଲେ ଗଲା ।ମହିଳା ଜଣକ କହୁଛନ୍ତି ମୁ ଅଫିସ ଯିବିନି ତୁମେ ମୋ ପାଇଁ ପାର୍ସଲ ନେଇ ଆସିବ ହେଲେ ସେହି ଡେଲିଭରୀ ବୋୟ ଜଣକ କହିଛନ୍ତି କି ନାଁ ହେବନି ଏହା ଆମ ନିୟମ ବାହାର ହେଇଯାଉଛି । ମହିଳା ଜଣକ କହୁଛନ୍ତି ଅଯଥା ଝ-ଗ-ଡ଼ା କରନି । କିନ୍ତୁ ସେ ଲୋକ ଟି ଝ-ଗ-ଡ଼ା କରୁ ନଥିଲେ ସେ ବୁଝାଉଥିଲେ ।  ମହିଳା ଜଣକ ଭି ଖୁବ୍ ଜୋର୍ ରେ ଥୁଣ୍ଟାଉଛନ୍ତି ଓ ଏହା ସହିତ ଝ-ଗ-ଡ଼ା କରୁଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *