ରାମଦେବ ବାବାଙ୍କ ପ୍ରତିକ୍ରିୟା କୁ ନେଇ ମୁଁହ ଖୋଲିଲେ ଯୁବତୀ ଦେଖନ୍ତୁ କଣ କହିଲେ…

 

ରାମଦେବ ବାବା ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବେ ଜାଣିଥିବେ । ରାମଦେବ ବାବା ଯୋଗଗୁରୁ ଭାବେ ଦେଶ ବିଦେଶରେ ପରିଚିତ । ଭାରତରେ ରାମଦେବ ବାବା ଙ୍କ ଯଥେଷ୍ଟ ନାଁ ରହିଥିବା ବେଳେ ବର୍ତ୍ତମାନ ଦେଶ ବିଦେଶରେ ମଧ୍ୟ ତାଙ୍କର ନାଁ ରହିଛି । ରାମଦେବ ବାବାଙ୍କ ପତଞ୍ଜଳି ପ୍ରଡକ୍ଟ ପାଇଁ ମଧ୍ୟ ରାମଦେବ ବାବା ଖୁବ୍ ଚର୍ଚ୍ଚାରେ ଥାଆନ୍ତି ।

 

 ପତଞ୍ଜଳି ପ୍ରଡକ୍ଟ ଖୁବ୍ ବିସ୍ତାର କରିସାରିଲାଣି ଭାରତରେ ଏବଂ ବିଦେଶରେ ମଧ୍ୟ ଏହାର ଚାହିଦା ରହୁଛି । ରାମଦେବ ବାବା ଙ୍କ ଠାରୁ ଅନେକ ଶିଷ୍ୟ ମାନେ ଯୋଗ ଶିଖିବାକୁ ଆସନ୍ତି । ରାମଦେବ ବାବା ଙ୍କ ଯୋଗରେ ଅନେକ ମହିଳା ପୁରୁଷ ତଥା ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଲୋକମାନେ ଅଂଶଗ୍ରହଣ କରନ୍ତି । 

 

ରାମଦେବ ବାବାଙ୍କ ତରଫରୁ ଅନେକ ରୋଗର ଚିକିତ୍ସା ଯୋଗ ମାଧ୍ୟମରେ କରାଯାଏ ଯାହାଦ୍ବାରା ଅନେକ ଲୋକ ଅଂଶ ଗ୍ରହଣ କରନ୍ତି । ତେବେ ରାମଦେବ ବାବା ଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହୁଛି । ରାମଦେବ ବାବା ଙ୍କ ଏକ ବୟାନ ଯେ ମହିଳାମାନେ ଫୁଙ୍ଗୁଳା ଦେହରେ ଭଲ ଲାଗନ୍ତି ତେବେ ଏହା ସୋସିଆଲ ମିଡିଆରେ ଘୁରି ବୁଲୁଛି । ଅନେକ ଲୋକ ରାମଦେବ ବାବା ଙ୍କ ଏହି ବୟାନ ର ପ୍ରତିକ୍ରିୟା ସୋସିଆଲ ମିଡିଆରେ ରଖି ସାରିଲେଣି । ରାମଦେବ ବାବା ହେଉଛନ୍ତି ଜଣେ ପ୍ରତିଷ୍ଠିତ ଯୋଗ ଗୁରୁ ତେବେ ତାଙ୍କ ମୁହଁରୁ ମହିଳା ମାନଙ୍କ ପାଇଁ ଏମିତି ତଥ୍ୟ ଶୋଭା ଦେଉନାହିଁ ବୋଲି ଅନେକ ମନ୍ତବ୍ୟ ଭାଇରାଲ ହେଉଛି । 

 

ଜଣେ ଯୁବତୀ ମଧ୍ୟ ସୋସିଆଲ ମିଡିଆରେ ତାଙ୍କର ମତ ରଖିଛନ୍ତି । ଯୁବତୀ ଜଣଙ୍କ କହିବା ଅନୁଯାୟୀ କେଉଁ କାରଣ ପାଇଁ ରାମଦେବ ବାବା ଙ୍କୁ ଲାଗିଲା ଯେ ଝିଅଟି ନଗ୍ନତା ଭାବେ ବେଶି ସୁନ୍ଦର ଦେଖାଯାଏ। ତେବେ ଏହାର ସଫା ଅର୍ଥ ହେଉଛି ରାମଦେବ ବାବା ଙ୍କୁ ଯୁବତୀ ମାନଙ୍କୁ ନଗ୍ନ ଅବସ୍ଥାରେ ଦେଖିବାକୁ ଇଛା ହେଲାଣି । ନହେଲେ ରାମଦେବ ବାବା କେଉଁ ଝିଅଙ୍କୁ ନଗ୍ନ ଅବସ୍ଥାରେ ଦେଖୁଛନ୍ତି ନହେଲେ ସେ କେମିତି ଜାଣିଦେଲେ ଯେ ଝିଅମାନେ ନଗ୍ନ ଅବସ୍ଥାରେ ତାଙ୍କୁ ବେଶୀ ସୁନ୍ଦର ଦେଖା ଯାଉଛନ୍ତି ବୋଲି । 

 

ରାମଦେବ ବାବାଙ୍କ ଏମିତି ମନ୍ତବ୍ୟ ଅତ୍ୟନ୍ତ ଖରାପ କାରଣ ରାମଦେବ ବାବାଙ୍କ ଯୋଗ କେନ୍ଦ୍ରରେ ଅନେକ ମହିଳା ଅଂଶଗ୍ରହଣ କରନ୍ତି । ଟିଭି ରେ ତାଙ୍କ ଯୋଗ କାର୍ଯ୍ୟକ୍ରମ ହେଲେ ମହିଳା ମାନେ ଟିଭି ଲଗାଇ ବସି ଯାଆନ୍ତି । ପରେ ହୁଏତ ରାମଦେବ ବାବା ଏହି ଘଟଣାରେ ନିଜର ମନ୍ତବ୍ୟ ଦେଇ ପାରନ୍ତି ଯେ ତାଙ୍କ ପାଟିରୁ ଏହି କଥା ବାହାରି ଗଲା ।

କିନ୍ତୁ ଯଦି ରାମଦେବ ବାବା ମନରେ ନାରୀ ମାନଙ୍କୁ ସମ୍ମାନ କରନ୍ତି ନାରୀ ମାନଙ୍କୁ ନେଇ ସେମିତି କିଛି ଭାବନ୍ତି ନାହିଁ ତେବେ କେମିତି ତାଙ୍କ ପାଟିରୁ ଏହି କଥା ବାହାରିଲା । ତେବେ ରାମଦେବ ବାବା ଙ୍କ ଏପରି ମନ୍ତବ୍ୟ ଦେବା ଆଦୌ ଠିକ୍ ନୁହେଁ ବୋଲି ଯୁବତୀ ଜଣଙ୍କ ଭିଡିଓ ଜରିଆରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *