ସେଦିନ ଦୁର୍ଘଟଣା ସମ୍ପର୍କରେ ସବୁ ସତ କହିଲେ ରାଣୀ ପଣ୍ଡା ଦେଖନ୍ତୁ କଣ କହିଲେ ରାନୀ ପଣ୍ଡା…

 

ରାଣୀ ପଣ୍ଡାଙ୍କୁ ନେଇ ବର୍ତ୍ତମାନ ଯେଉଁ ବିବାଦ ଚାଲିଛି ତାହା ଆପଣ ମାନେ ବେଶ୍ ଭଲ ଭାବେ ଜାଣିଥିବେ । ରାଣୀ ପଣ୍ଡା ଅସୁସ୍ଥ ଥିବାବେଳେ ବର୍ତ୍ତମାନ ସୋସିଆଲ ମିଡ଼ିଆର ଏହି ଘଟଣା ସଂପର୍କରେ ପ୍ରତିବାଦ କରିଛନ୍ତି । ରାଣୀ ପଣ୍ଡା ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ । ରାଣୀ ପଣ୍ଡା ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ତିଭ ଥାଆନ୍ତି । ଅନେକ ସମୟରେ ନିଜର ଇନଷ୍ଟାଗ୍ରାମ ରେ ଲାଇଭ ଆସି ନିଜ ଫ୍ୟାନ ମାନଙ୍କ ପାଖରେ ମନ ଖୋଲି କଥା ହୁଅନ୍ତି । 

 

ରାଣୀ ପଣ୍ଡାଙ୍କୁ ଅନେକ ଲୋକ ପସନ୍ଦ କରିବା ସହ ସମର୍ଥନ ମଧ୍ୟ କରିଥାନ୍ତି । ରାଣୀ ପଣ୍ଡା ଙ୍କ ମୁଁହରେ ମୁଁହରେ କଥା କହିବା ଶୈଳୀ କୁ ସମସ୍ତେ ପ୍ରଶଂସା କରନ୍ତି । ତେବେ ରାଣୀ ପଣ୍ଡା ୨-୩ ଦିନ ହେବ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ରାଣୀ ପଣ୍ଡାଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଙ୍କ ପ୍ରାଣ ଚାଲିଯାଇଥିବା ବେଳେ ବର୍ତ୍ତମାନ ଏହି କ୍ଷେତ୍ରରେ ବିବାଦ ଦେଖିବାକୁ ମିଳୁଛି । 

 

ଏହି ବିବାଦରେ ଅନେକ ଲୋକ ରାଣୀ ପଣ୍ଡାଙ୍କୁ ଦୋଷ ଦେଉଥିବା ବେଳେ ରାଣୀ ପଣ୍ଡା ସେମାନଙ୍କୁ ଲାଇଭ ଆସି ଜବାବ ଦେଇଛନ୍ତି । ରାଣୀ ପଣ୍ଡା ଙ୍କୁ ଦୋଷୀ ସଜାଇ ଦେଇଥିବା ଲୋକମାନଙ୍କୁ ରାଣୀ ପଣ୍ଡା କହିଛନ୍ତି ସେଦିନ ଫେରୁ ଫେରୁ ତାଙ୍କ ଆଖି ଲାଗିଯାଇଥିଲା ସତ କିନ୍ତୁ ତା ମାନେ ନୁହେଁ ଯେ ଏହି ଘଟଣା ପାଇଁ ସେ ଦାୟୀ । ଯେଉଁ ଲୋକମାନେ ରାଣୀ ପଣ୍ଡାଙ୍କୁ ଦେଖି କହୁଛନ୍ତି ଯେ ରାଣୀ ପଣ୍ଡା ରୋଲ କରୁଛନ୍ତି ସେମାନଙ୍କ ଏହି ନିନ୍ଦା ଅପବାଦ ରେ ରାଣୀ ପଣ୍ଡାଙ୍କ ଆଖିରୁ ଲୁହ ଧାର ଧାର ହୋଇ ବୋହି ଯାଉଛି । 

 

ସବୁବେଳେ ମୁହଁରେ ମୁହଁରେ ଜବାବ ଦେଉଥିବା ରାଣୀ ପଣ୍ଡା ଆଜି ଯେମିତି ନରମି ଯାଇଛନ୍ତି । ଭିଡିଓ ରେ ରାଣୀ ବହୁତ୍ କାନ୍ଦିଥିବାର ଦେଖା ଯାଇଥିବା ବେଳେ ରାଣୀ ପଣ୍ଡାଙ୍କୁ ଅନେକ ଲୋକ ସେହିଦିନ ମଦ ପଇ ଗାଡ଼ି ଚଳାଉଥିବା ର କେହି କେହି କହିଥିବା ବେଳେ ରାଣୀ ପଣ୍ଡା ସମ୍ପୂର୍ଣ ରୂପେ ଏହି କଥାକୁ ଖଣ୍ଡନ କରିଛନ୍ତି । ଦୁର୍ଘଟଣା ହେବା ପରେ ରାଣୀ ପଣ୍ଡା କିଛି ଜାଣିପାରି ନଥିଲେ କଣ କରିବେ କଣ ନାହିଁ । ତେବେ ଏହି ଦୁର୍ଘଟଣା ପରେ ସେ ତାଙ୍କ ନିଜ ଲୋକଙ୍କୁ ଡାକିବାକୁ ଫୋନ ଜରିଆରେ ଡାକିବାକୁ ଲାଗିଥିଲେ । 

 

ତେବେ ଏହି ସମୟରେ କେହି ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବେଳେ ରାଣୀ ପଣ୍ଡା ଫଟୋ ସେତେବେଳେ ଉଠାଉଥିବାର୍ ଅନେକ ଲୋକ କହିଥିଲେ । ତେବେ ଏହି ସମସ୍ତ ତଥ୍ୟ ରାଣୀ ପଣ୍ଡା ଙ୍କୁ ବହୁତ୍ କଷ୍ଟ ଦେଇଛି ବୋଲି ରାଣୀ ପଣ୍ଡା ଭିଡିଓ ରେ କାନ୍ଦି କାନ୍ଦି ଜଣାଇ ଥିଲେ ।

Leave a Reply

Your email address will not be published. Required fields are marked *