ନିଜ ସ୍ତ୍ରୀ କଥା କହି ଭୋ ଭୋ କାନ୍ଦିଲେ ଯାତ୍ରା ହିରୋ ଗୌର ଦାସ… ଦେଖନ୍ତୁ Video…

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ କହିବୁ ଓଡିଆ ଯାତ୍ରା ଜଗତ ର ଏମିତି ଜଣେ ଅଭିନେତା ଙ୍କ ବିଷୟ ରେ ଯିଏ କେତେବେଳେ କଳା ନାଗର ତ ଆଉ କେତେବେଳେ ଅ-ବୋ-ଲ-କ-ରା । ସେହି ଅଭିନେତା ଜଣକ ନିଜ ଅଭିନୟ ରେ ଧର୍ମପଦ ପରି ଆ-ତ୍ମ-ବ-ଳି-ଦା-ନ ଦେଇଥାନ୍ତି । ସେହି ଅଭିନେତା ଜଣକ ଅଭିନୟ କୁ ବେଶ୍ ଭଲ ପାଇଥାନ୍ତି ତଥା ପସନ୍ଦ କରିଥାନ୍ତି ।

 

ସେହି ଅଭିନେତା ଜଣକ ନିଜର କାନ୍ଦ ସିନ ରେ ଏଭଳି ଭାବରେ କାନ୍ଦି ଥାନ୍ତି ଯେ ଦର୍ଶକ ମାନେ ତାଙ୍କର କାନ୍ଦ କୁ ଦେଖି କାନ୍ଦି ପକାଇ ଥାନ୍ତି । ସେହି ଅଭିନେତା ଓଡ଼ିଶା ର ସବୁ ଘରେ ଘରେ ପରିଚିତ ଏବଂ ଯାତ୍ରା ଜଗତ ର ସେହି ସୁପର ଷ୍ଟାର ଅଭିନେତା ଜଣକ ନାମ ହେଉଛି ଗୌର ଦାସ । ସେହି ଅଭିନେତା ଜଣକ ଙ୍କ ର ଅଭିନୟ ରେ ଏତେ ପ୍ରେମ ଯେ ସେହି ଅଭିନେତା ଜଣକ ନିଜ ଜୀବନ ରେ ଯେତେ ବି ଦୁଃଖ ଆସିଛି ନା କାହିଁକି ସବୁ ଦୁଃଖ କୁ ନିଜ ଛାତି ରେ ଲୁଚାଇ ରଖି ଅଭିନୟ କରିଛନ୍ତି । ଏମିତିକି ମଞ୍ଚ ଉପରକୁ ଯିବା ବେଳେ ନିଜର ବାପା ଙ୍କ ମୃ -ତ୍ୟୁ ଖବର ଶୁଣି ମଧ୍ୟ ଦର୍ଶକ ମାନଙ୍କ ଖୁସି ପାଇଁ ସେ ସେତେବେଳେ ମଞ୍ଚ ଉପରେ ଅଭିନୟ କରିଥିଲେ ।  

ଆଉ ଥରେ ମଧ୍ୟ ମ-ଞ୍ଚ ଉପରେ ଅଭିନୟ କରୁଥିବା ସମୟ ରେ ତାଙ୍କ ମାଆ ଙ୍କ ମୃ- ତ୍ୟୁ ହୋଇଥିଲା ଏବଂ ସେ ଖବର ପାଇ ଘରକୁ ଯାଇ ପାରି ନଥିଲେ ଏବଂ ପରେ ଯାଇ ଶୁଦ୍ଧି ହୋଇଥିଲେ । ସେ ବାଲେଶ୍ଵର ଭୋଗରାଇ ବ୍ଲକ ନିଜାମ ପୁର ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୯୫ ମସିହା ରେ ଯାତ୍ରା ଜଗତ ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।କିଏ କାଚ କିଏ କାଞ୍ଚନ କଣିଆ ସାଜିଛି କଣ୍ଢେଇ ରାଣୀ,ରାଜଧାନୀ ଝିଅ ରାଜା ନନ୍ଦିନୀ ଏବଂ କଥା ରହିଗଲା କାଳ କାଳ କୁ ଏହିଭଳି ଅନେକ ନାଟକ ରେ ଅଭିନୟ କରିଛନ୍ତି ଗୌର ।

ବର୍ତ୍ତମାନ ଏକ ସାକ୍ଷାତକାର ରେ ଗୌର ନିଜର ସ୍ତ୍ରୀ ବିଷୟ ରେ କହିବାକୁ ଯାଇ କା- ନ୍ଦି ପକାଇଥିଲେ ଏବଂ କହିଥିଲେ ଯେ ସେ କେଉଁ ଜନ୍ମ ରେ ପୁଣ୍ୟ କରିଥିଲେ ସେଥିପାଇଁ ତାଙ୍କୁ ଏମିତି ସ୍ତ୍ରୀ ମିଳିଛି । ଶେଷ ରେ କହିଛନ୍ତି ଯେ ମୁଁ ଏ ପର୍ଯ୍ୟନ୍ତ କେବଳ ମୋ ସ୍ତ୍ରୀ ପାଇଁ ପହଞ୍ଚି ପାରିଛି ଏବଂ ଏହି ପରି ଅନେକ କଥା କହି ଗୌର ଭାବ ବିହୋଳ ହୋଇ ସେହି ସାକ୍ଷାତକାର ରେ କା-ନ୍ଦି ପକାଇଥିଲେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *