ମୋ ଦେହ ସୁଖ ରେ ମୋ ବାପା ଭାଇ କଣ୍ଟା | ଶୁଣନ୍ତୁ କଣ କହୁଛନ୍ତି ଯୁବତୀ…

 

 

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଆଜିକାଲି ଦୁନିଆରେ ଅଧିକାଂଶ ଯୁବକ ଯୁବତୀ ଙ୍କ ଘଟଣା କୁ ନେଇ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଆଜିର ଭାଇରାଲ ହୋଉଥିବା ଭିଡିଓ ଟି ଟିକିଏ ଅଲଗା ଅଟେ । ଏହି ଭିଡ଼ିଓରେ ଜଣେ ଯୁବତୀ ତାଙ୍କ ନିଜ ବିଷୟରେ କିଛି କହିବାକୁ ଚାହିଁଛନ୍ତି ।

 

ବାସ୍ତବରେ ଯୁବତୀ ଜଣଙ୍କ ନିଜ ଇଛାପ୍ରକାଶ ରେ ତାଙ୍କ ପ୍ରେମିକ ଙ୍କୁ ବିବାହ କରିଛନ୍ତି ମାତ୍ର ଏହି ଘଟଣାରେ ପରିବାର ଲୋକଙ୍କ ସମର୍ଥନ ନଥିବାର ଦେଖା ଯାଇଛି । ତେଣୁକରି ସେ ନିଜ ବାପା ଭାଇଙ୍କ ପାଖକୁ ଏହି ଭିଡିଓ ଜାରି କରିଛନ୍ତି । ପ୍ରେମ ଅନ୍ଧ ଅଟେ ଆପଣ ମାନେ ବେଶ୍ ଭଲ ଭାବେ ଜାଣିଥିବେ । ଯିଏ ସମସ୍ତେ ପ୍ରେମରେ ପଡନ୍ତି ସେତେବେଳେ ତାଙ୍କୁ କିଛି ବୁଦ୍ଧି ବାଟ ଦେଖାଯାଏ ନାହିଁ ଯାହା ଫଳରେ ସେମାନେ ପରବର୍ତ୍ତୀ ସମୟରେ ଅନେକ ପ୍ରକାର ପଶ୍ଚାତାପ କରନ୍ତି । କିନ୍ତୁ ସେତେବେଳେ ଆଉ କିଛି ନଥାଏ ସବୁକିଛି ସରିଯାଇଥାଏ । 

 

ତେଣୁକରି ନିଜ ଜୀବନ ପ୍ରତି ନିଷ୍ପତି ଭାବି ଚିନ୍ତି ନେବା ଉଚିତ୍ । ନହେଲେ ଗୋଟିଏ ଭୁଲ ନିଷ୍ପତି ପାଇଁ ସାରା ଜୀବନ ଆପଣ କାନ୍ଦି ପାରନ୍ତି । ଯୁବତୀ ଜଣଙ୍କ ଭିଡିଓ ଜରିଆରେ କହୁଛନ୍ତି ଯେ – 

 

ମୁଁ ଆର୍ଯ୍ୟ ସମାଜର ମନ୍ଦିରରେ ନିଜ ଇଛା ରେ ବିବାହ କରିଛି । ମୁଁ ନିଜେ ସାଁ ବାଳିକା ଅଟେ ତେଣୁକରି ମୁଁ ମୋ ନିଷ୍ପତି ନେଇ ପାରିବି ମତେ ମୋ ମୌଳିକ ଅଧିକାର ର ପୂର୍ଣ୍ଣ ଅଧିକାର ରହିଛି ତେଣୁକରି ମୁଁ ଯାହା ଚାହିଁବି ତାହା କରି ପାରିବି । ତେବେ ମୋ ବିବାହରେ ମୋ ବାପା ସାଜିଛନ୍ତି ବାଧକ ଏବଂ ମୋ ପଛରେ ଅନେକ ପ୍ରକାର ଅସୁବିଧା କରୁଛନ୍ତି ଏବଂ ଅନେକ ପ୍ରକାର ଲୋକଙ୍କୁ ମୋର ଏବଂ ମୋ ସ୍ବାମୀ ଙ୍କ ପଛରେ ଲଗାଇ ଦେଇଛନ୍ତି ଆମକୁ ଖୋଜିବା ପାଇଁ ।

 

ମୋ ସ୍ବାମୀଙ୍କ ନାଁ ଅଜୟ ଏବଂ ତାଙ୍କ ନାଁ ରେ ମୋ ବାପା ମିଛ FIR ଦେଇଛନ୍ତି। ତେବେ ବର୍ତ୍ତମାନ ମୋ ଶଶୁର ଙ୍କୁ କେହି ତାଙ୍କ ବିଲରୁ ଉଠେଇ ନେଇଛନ୍ତି । 

ତେବେ ଏହି କ୍ଷେତ୍ରରେ ଯୁବତୀ ଜଣଙ୍କ ତାଙ୍କ ଶଶୁର ଙ୍କୁ ଉଠାଇ ନେବା କାରଣ ତାଙ୍କ ବାପା ଙ୍କୁ ଦର୍ଶାଇ ଛନ୍ତି । ଏବଂ ବାପା ଭାଇ ଙ୍କୁ ଏପରି ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ତାଙ୍କ ବୟସ ହୋଇଥିଲା ତେଣୁକରି ସେ ତାଙ୍କ ଇଛା ମୁତାବକ ବିବାହ କରିଛନ୍ତି ଯାହା ଫଳରେ ତାଙ୍କ ବାପା ଏବଂ ଭାଇ ଙ୍କୁ ତାଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Leave a Reply

Your email address will not be published. Required fields are marked *