ଏବେ ଅଭିନେତା ଅନୁଭବ ମହାନ୍ତି  ବର୍ଷା ନୁହେଁ ବରଂ ସ୍ବପ୍ନା ପ୍ରିୟଦର୍ଶନୀଙ୍କୁ ନେଇ ସ୍ବପ୍ନ ଦେଖୁଛନ୍ତି ଓ ଲଣ୍ଡନରେ ରୋମାନ୍ସ କରୁଛନ୍ତି…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏବେ ଅଭିନେତା ଅନୁଭବ ମହାନ୍ତି  ବର୍ଷା ନୁହେଁ ବରଂ ସ୍ବପ୍ନା ପ୍ରିୟଦର୍ଶନୀଙ୍କୁ ନେଇ ସ୍ବପ୍ନ ଦେଖୁଛନ୍ତି ଓ ଲଣ୍ଡନରେ ରୋମାନ୍ସ କରୁଛନ୍ତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣ ମାନେ ସବୁଦିନର ଖବର ସମ୍ପର୍କରେ ନ୍ୟୂଜ୍, ଖବରକାଗଜ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଥିବେ ।ତେବେ ସବୁ ଖବର ମଧ୍ୟରେ ଅଭିନୟ ଦୁନିଆର ଖଟାମିଠା କଥା ସମ୍ପର୍କରେ ମଧ୍ୟ ଆପଣମାନେ ନିହାତି ଜାଣିଥିବେ । ଏହି ଅଭିନୟ ଦୁନିଆର ଲୋକମାନେ ଆମ୍ଭ ମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଫିଲ୍ମ କରିଥାନ୍ତି । ତେବେ ଆଜି ଆମେ ଯେଉଁ ଖବର ନେଇ ଆସିଛୁ ସେହି ଖବରଟି ହେଉଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସୁନାମଧନ୍ୟ ଅଭିନେତାଙ୍କ ସମ୍ପର୍କରେ । 

 

ସେହି ଅଭିନେତା ଜଣକ ହେଉଛନ୍ତି ଅନୁଭବ ମହାନ୍ତି । ସେ ଏବେ ଏକ ଫିଲ୍ମ ସୁଟିଂ କରୁଛନ୍ତି ଏବଂ ସେହି ଫିଲ୍ମଟି ହେଉଛି ‘ଲଭ୍ ଇନ୍ ଲଣ୍ଡନ’ । ତେବେ ଏହି ଫିଲ୍ମର କିଛି ଖବର ସମ୍ପର୍କରେ ଆସନ୍ତୁ ଜାଣିବା । ପାଠକବନ୍ଧୁ ଅନୁଭବ ଏବେ ବର୍ଷାଙ୍କ ହାତ ନୁହେଁ ସ୍ବପ୍ନାଙ୍କ ହାତ ଧରି ଚାଲିବେ । ହଁ ବନ୍ଧୁଗଣ ଏବେ ବର୍ଷା କୁଆଡେ ଅନୁଭବଙ୍କ ସହ ଆଉ ନଜର ଆସିବେନି । ଏବେ ନଜର ଆସିବେ ମଡେଲ ତଥା ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶନୀ । ଅନୁଭବ କୁଆଡେ ବର୍ଷାଙ୍କୁ ଛାଡି ସ୍ବପ୍ନାଙ୍କ ସହ ଲଣ୍ଡନ ବର୍ଷାରେ ଭିଜୁଛନ୍ତି ।

 

ତେବେ ବନ୍ଧୁଗଣ ବେଶ୍ କିଛି ଦିନର ବ୍ୟବଧାନ ପରେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ଏବେ ତାଙ୍କ ନୂଆ ସିନେମା ‘ଲଭ୍ ଇନ୍ ଲଣ୍ଡନ’ ପାଇଁ ଲଣ୍ଡନରେ ସୁଟିଂ ଚଳାଇଛନ୍ତି । ଆଉ ତାଙ୍କ ବିପକ୍ଷରେ ପ୍ରଥମଥର ପାଇଁ ନଜର ଆସିବେ ସ୍ବପ୍ନା । ଅନୁଭବ ଓ ବର୍ଷା ଆଗରୁ ଅନେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । କିନ୍ତୁ ଏହି ଫିଲ୍ମରେ ସ୍ବପ୍ନା ଅନୁଭବଙ୍କ ସହ କେତେ ଫିଟ୍ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ନୂଆ ନୂଆ କରି ଅଭିନୟ ଦୁନିଆରେ ପାଦ ରଖିଥିବା ସ୍ବପ୍ନା ତାଙ୍କ ଅଭିନୟ ମାଧ୍ୟମରେ ଦର୍ଷକଙ୍କୁ କେତେ ବାନ୍ଧି ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା । 

 

ତେବେ ଫିଲ୍ମରେ କୌଣସି ପ୍ରକାର ତ୍ରୁଟି ନ ରହେ ସେଥିପାଇଁ ବିଶେଷ ଧ୍ୟାନ ଦେଉଛନ୍ତି ନିର୍ଦ୍ଦେଶକ ତାପସ ସର୍ଘରିଆ । ନୂଆ ରୋଲ୍ ଓ ନୂଆ ଚେହେରାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଅନୁଭବ ଓ ଏହା ମଧ୍ୟ କହିଛନ୍ତି ଫିଲ୍ମରେ ପ୍ରେମ ତୋ ଅଛି ତାସହ ଆବେଗ ମଧ୍ୟ ରହିଛି ଯାହା ଦର୍ଶକଙ୍କ ଆଖି ଲୁହ ଆଣିଦେବ । ତେବେ ଏହା ଦେଖିବାକୁ ବାକି ରହିଲା ଅନୁଭବଙ୍କ ଏଇ ନୂଆ ସିନେମା କେତେ ହିଟ୍ ହେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *