ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଆସିଲା ବଡ଼ ଖୁଲାସା । ଅଣ୍ଟା ଦେଖାଇ ମାଗିଛି ଘଣ୍ଟା । ଆଖି ଦେଖେଇ ମାଗିଛି ଚଷମା । କଣ ସବୁ ଦେଖେଇ ମାଗୁଥିଲା ଜାଣନ୍ତୁ। 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଆସିଲା ବଡ଼ ଖୁଲାସା । ଅଣ୍ଟା ଦେଖାଇ ମାଗିଛି ଘଣ୍ଟା । ଆଖି ଦେଖେଇ ମାଗିଛି ଚଷମା । କଣ ସବୁ ଦେଖେଇ ମାଗୁଥିଲା ଜାଣନ୍ତୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା ନେଇ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଧିରେ ଏହି ହାଇ ପ୍ରୋଫାଇଲ୍ ମାମଲାରେ ଅନେକ ଗୁମର ଖୋଲିବାରେ ଲାଗିଛି । ତେବେ ବ୍ଲାକମେଲିଂ କୁଇନ୍ ପଶା ପାଲିର ଆଉ ଏକ ଗୋଟି ଥିଲା ଶ୍ରଦ୍ଧାଞ୍ଜଳି । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । “ଅଣ୍ଟା ଦେଖାଇ ମାଗିଛି ଘଣ୍ଟା ଆଖି ଦେଖାଇ ମାଗିଛ ଚଷମା । କଣ ଦେଇ ମାଗୁଥିଲା ଟଙ୍କା ନାଁଟି ତାର ଶ୍ରଦ୍ଧାଞ୍ଜଳି ବେହେରା । ଯିଏକି ଅର୍ଚ୍ଚନା ସହ ସାଙ୍ଗ ହୋଇଥିଲା ଅର୍ଚ୍ଚନା ସହ ସଙ୍ଗାତ ବସେଇଥିଲା ଆଉ ଅର୍ଚ୍ଚନା କଳା ସାମ୍ରାଜ୍ୟର ରାଣୀ ହେବାକୁ ସ୍ବପ୍ନ ଦେଖୁଥିଲେ। 

 

ଅର୍ଚ୍ଚନା ଯେତେ ଆଗକୁ ଯିବ ଶ୍ରଦ୍ଧାଞ୍ଜଳି ଭାବୁଥିଲା ସିଏ ସେତେ ଆଗକୁ ଯିବ କିନ୍ତୁ ଅର୍ଚ୍ଚନା ତାକୁ କୁଆଡେ ମୋହରା ବନାଇ ଦେଉଥିଲା । କୋଟି କୋଟି ଟଙ୍କା ଆଣୁଥିଲା ହେଲେ ଦେଲା ବେଳକୁ ଜାଣିଶୁଣି ସ୍ୱଳ୍ପ ମାତ୍ରାରେ କମ୍ ଦେଉଥିଲା । ଆଉ ଯେତେବେଳେ ଘଟଣା ଇଡି ହାତକୁ ଗଲା ଇଡି ଜଣଙ୍କ ପରେ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କଲେ ସେତିକିବେଳେ ଶ୍ରଦ୍ଧା ଆସିଥିଲା ଇଡି କାର୍ଯ୍ୟାଳୟକୁ । ଆଉ ତାପରେ ଶ୍ରଦ୍ଧାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି କାରଣ ଶ୍ରଦ୍ଧା କୁଆଡେ ଅର୍ଚ୍ଚନାର ଘନିଷ୍ଠ ସହଯୋଗୀ ଥିଲା ଯେଉଁଠାକୁ ଅର୍ଚ୍ଚନା ଯାଇପାରୁ ନଥିଲା ସେଠାକୁ ଶ୍ରଦ୍ଧାକୁ ପଠାଉଥିଲା ।

 

ଯେଉଁ ଡିଲ୍ ଅର୍ଚ୍ଚନା କରିପାରୁ ନଥିଲା ସେହି ଡିଲ୍ ଶ୍ରଦ୍ଧା କରୁଥିଲା । ଆଉ ଯେଉଁ ହୋଟେଲର ଡିଲ୍ ସମୟର ଭିଡ଼ିଓ ଭାଇରାଲ୍ ହୋଇଥିଲା ସେଥିରେ ମଧ୍ୟ ସୁନ୍ଦରୀ ଅର୍ଚ୍ଚନା ନୁହେଁ ବରଂ ଶ୍ରଦ୍ଧା ହିଁ ଥିଲା । ଆଉ ଯେତେବେଳେ ଶ୍ରଦ୍ଧାକୁ ନେଇ ଚର୍ଚ୍ଚା ଲାଗୁଛି ସେତେବେଳେ ଶ୍ରଦ୍ଧାକୁ ନେଇ ଅନେକ ଗୁଡ଼ିକ ରୋଚକ କଥା ସାମ୍ନାକୁ ଆସୁଛି । ଆଉ ଏବେ କୁଆଡେ ଶୁଣିବାକୁ ମିଳୁଛି ନବମ ଶ୍ରେଣୀରୁ ୯୦ ପାଗଳ ହୋଇଥିଲେ ଶ୍ରଦ୍ଧା ପାଇଁ । ଶ୍ରଦ୍ଧା ଭଲପାଇ କାହାକୁ ଘଣ୍ଟା ଚଷମା ମାଗିଥିଲା ଆଉ ଏବେ ଅର୍ଚ୍ଚନା କଥାରେ ପଡି କେତେ କଣ ମାଗିଛି । 

 

ଯେତେ ମାଗିଛି ସେତେ ଟଙ୍କା ପାଇଛି କି ନାହିଁ ତାହା ତ କେବଳ ଶ୍ରଦ୍ଧା କହିପାରିବ । କିନ୍ତୁ ଅର୍ଚ୍ଚନା ଶ୍ରଦ୍ଧାକୁ ନେଇ ପୁରା ମାଲେମାଲ ହୋଇଯାଇଛି । ଏମିତି କିଛି କଥା ଏବେ ଚର୍ଚ୍ଚାର ପରିସର ଭିତରକୁ ଆସିଛି । ତେବେ ଦେଖିବା ପାଇଁ କେବଳ ବାକି ରହିଲା ଯେ, ପ୍ରଥମେ ସ୍ୱର ଉଠାଇଥିବା ଶ୍ରଦ୍ଧା କଣ ସତରେ ସେହି ବଡ଼ ବାଡ଼ିଆ ବାବୁଙ୍କ ନାଁ କହିବ ଯୋଉ ଇଲିସି ପାଖରେ ଇଡି ପହଞ୍ଚିବ । ତେବେ ବର୍ତ୍ତମାନ ସମୟରେ ଶ୍ରଦ୍ଧା ନାଁକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ଚାଲିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *