ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାନ୍ଦି କାନ୍ଦି ସୋ-ସି-ଆ-ଲ ମି-ଡି-ଆରେ ଝିଅ ଟି କଣ କହିଲେ ଦେଖନ୍ତୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜି କାଲି ସମୟରେ ସଚ୍ଚୋଟ ପ୍ରେମ ଆଉ ଦେଖିବାକୁ ମିଳୁନାହିଁ। ପ୍ରେମ ହେଉଛି ଶାଶ୍ଵତ ଓ ନିଃ-ସ୍ଵା-ର୍ଥ-ପ-ର । ହେଲେ ଆଜି କାଲି ପ୍ରେମୀ ଯୁଗଳ ମାନେ ଏହାକୁ ବ-ଦ-ନା-ମ୍ କରିଦେଉଛନ୍ତି । ଏବେ ଏହି ସମାଜରେ ଯାହା ସବୁ ଘଟୁଛି ସେସବୁରୁ ପ୍ରେମର ସଂଜ୍ଞା କଣ ଆପଣମାନେ ସମସ୍ତେ ଜାଣି ପାରୁଥିବେ। ଆଜିକାଲି ପ୍ରେମ ର ଅର୍ଥ ହେଉଛି କାମନା ଏବଂ ବାସନା ।
ଲୋକେ ନିଜର ମନର ଆକାଂକ୍ଷା କୁ ପୁରା କରିବା ପାଇଁ ପ୍ରେମ କରୁଛନ୍ତି। ଏଥିରେ ତିଳେ ହେଲେ ତ୍ୟାଗ ନାହିଁ ।ଅଛି ତ କେବଳ ପାଈବାର ଇଛା । ପ୍ରଥମେ ପ୍ରେମ କରୁଛନ୍ତି ଓ ତାପରେ ପ୍ରତାରଣା ଦେଉଛନ୍ତି। ଆଉ ଏହି ପ୍ରତାରଣା ଦେବା ପରେ ପୁଅ କିମ୍ବା ଝିଅ ମାନେ ହେଲେ କିଛି ନ ବୁଝି ନ ସୁଜି ନିଜ ଜୀବନ ଦେବା କୁ ବସିଛନ୍ତି ।
କିଏ ବିଷ ଖାଇ ଶୋଉଚି ତ ଆଉ କିଏ ପୋଲ ରୁ ତଳକୁ ଚିଲା ମାରି ନିଜର ଜୀ-ବ-ନ ଦେଉଚି।ଏହି ପରି ଏକ ଘଟଣା ଘଟିଛି ଆମ ଏହି ଓଡ଼ିଶା ରେ । ଯାହା କି ଜଣେ ଯୁବତୀ ତାଙ୍କ ର ଆଇଡି ରେ ପୋଷ୍ଟ କରିଛନ୍ତି। ତେବେ ଘଟଣା ଟି ଥିଲା କୁ ଜଣେ ଯୁବକ ଅଚାନକ ରେଳଷ୍ଟେସନ ପାଖକୁ ଆସି ଷ୍ଟେସନ୍ ପାଖରେ ଥିବା ରେଳ ଧାରଣା ରେ ଶୋଇ ଯାଇଥିଲେ ଆଉ ଜୀବନ ଦେଇଥିଲେ ।
ଏହି ଘଟଣା କୁ ଜଣେ ଯୁବତୀ ତାଙ୍କ ଫୋନ୍ ରେ ଏହା କୁ ରେକଡ କରିଛନ୍ତି । ଆଉ ନିବେଦନ କରି କହିଛନ୍ତି କି କେବେ କାହା ର ହୃଦୟ ସହିତ ଖେଳିବା ଠିକ୍ ନୁହେଁ । ଆଉ କହିଛନ୍ତି କି ପୁଅ ମାନ କ ର ମଧ୍ୟ ହୃଦୟ ଅଛି । ଏହି ସବୁ ଭିଡିଓ କୁ ସେ ତାଙ୍କ ର ନିଜ ଆଇଡି ରେ ପୋଷ୍ଟ କରିଛନ୍ତି। ଆଉ ନିଜେ ଲାଇଭ ଆସି ଦୁଃ-ଖ ଭରା କଣ୍ଠରେ ରେ କାନ୍ଦି କାନ୍ଦି କହିଛନ୍ତି
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।