ଆସିଲା ଦୁଃଖ ଖବର ଚାଲିଗଲେ ଆପଣଙ୍କ ପ୍ରିୟ ଲୋକପ୍ରିୟ କଳାକାର…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆଜି ସିନେମା ଜଗତରୁ ଆସିଛି ବହୁତ୍ ବଡ ଦୁଃଖ ଖବର ଯାହାକୁ ଜାଣି ଅନେକ କ୍ଷେତ୍ରରୁ ଖେଳି ସରିଲାଣି ଶୋକର ଛାୟା  । କଳାକାର ଙ୍କ ଦେଶ ହେଉଛି ଏହି ଭାରତ । ଭାରତରେ କଳା ସଂସ୍କୃତି ପ୍ରତି ଲୋକମାନଙ୍କ ଖୁବ୍ ଭଲ ପାଇବା ଥିବାବେଳେ ଯଦି ଏହି କଳା ସଂସ୍କୃତି ସହ ଜଡ଼ିତ ଥିବା ଲୋକଙ୍କ ପରଲୋକ ହୁଏ ତେବେ ସହଜରେ ବିଶ୍ୱାସ କରିପାରନ୍ତି ନାହିଁ ଲୋକେ । 

 

ଆପଣ ମାନେ ଏବେବି ମଧ୍ୟ ଦେଖି ପାରିଥିବେ ଅନେକ ଲୋକ ନିଜ ପ୍ରିୟ କଳାକାର ମାନଙ୍କୁ ହରାଇ ବର୍ତ୍ତମାନ ମଧ୍ୟ ଦୁଃଖରେ ଅଛନ୍ତି ଏବଂ ସେମାନେ କେମିତି ପୁଣିଥରେ ଫେରି ଆସନ୍ତୁ ସେହି ନିମନ୍ତେ ଭଗବାନ ଙ୍କୁ ପାର୍ଥନା କରନ୍ତି । କିନ୍ତୁ ଏହା ସୃଷ୍ଟିର ନିୟମ ବାହାରେ ଅଟେ । ଜନ୍ମ ମୃତ୍ୟୁ ଏହା କେବଳ ଭଗବାନ ଙ୍କ ହାତରେ ରହିଥାଏ । ତେବେ ଏହାକୁ ବଦଳେଇବା ଅଧିକାର ସୃଷ୍ଟିର ନିୟମ ବିରୁଦ୍ଧରେ ଅଟେ । ତେଣୁକରି ଯାହା ଘଟୁଛି ତାକୁ ଗ୍ରହଣ କରିବାକୁ ହେବ ଏବଂ ଆଗାମୀ ଦିନରେ ଯାହା ଘଟିବାକୁ ଯାଉଛି ତାହାକୁ ମଧ୍ୟ ଗ୍ରହଣ କରିବାକୁ ହେବ । 

 

ଆଜି ଆପଣଙ୍କ ପ୍ରିୟ ଅଭିନେତା ଅନେକ ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ହୋଇ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଦେଇଛନ୍ତି । ଲୋକପ୍ରିୟ ଅଭିନେତା ରାକେଶ କୁମାର ଙ୍କ ବିୟୋଗ ହୋଇଛି । ରାକେଶ କୁମାର ଙ୍କୁ ମୃତ୍ୟୁ ବେଳକୁ ୮୦ ବର୍ଷ ହୋଇଥିଲା । ଏହି ଅଭିନେତା ଅନେକ ମେଗା ଷ୍ଟାର ରେ ସାମ୍ନାକୁ ଆସିବା ସହ ଅନେକ ପ୍ରକାର ଚଳଚ୍ଚିତ୍ର ରେ ଆପଣଙ୍କ ସାମ୍ନାକୁ ଆସିଛନ୍ତି ଏବଂ ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି । ବାସ୍ତବ ଜୀବନରେ ଏହି ଅଭିନେତା ଖୁବ୍ ଭଲ ଏବଂ ଦୟାଳୁ ଥିବାର ଜଣାଯାଏ । 

 

ଲୋକମାନଙ୍କ ମଧ୍ୟରେ ଖୁବ୍ ମେଳାପି ଭାବେ ମିଶି ଯାଆନ୍ତି ଏହି ଅଭିନେତା ତେଣୁକରି ତାଙ୍କୁ ଅନେକ ଲୋକ ହୃଦୟରେ ରଖିଛନ୍ତି । ରାକେଶ କୁମାର ଙ୍କ ମୃତ୍ୟୁ ରେ ଅମିତାଭ ବଚନ ଶୋକ ପ୍ରକାଶ କରିଛନ୍ତି । ଅମିତାଭ ବଚ୍ଚନ ତାଙ୍କୁ ହରାଇ ଖୁବ୍ ଦୁଃଖ ପ୍ରକାଶ କରିବା ସହ ଜଣେ ଜଣେ କରି ତାଙ୍କୁ ସମସ୍ତେ ଛାଡି ଯାଉଥିବାର ଲେଖିଥିଲେ । ରାକେଶ କୁମାର ଜଣେ ଦୟାଳୁ ମଣିଷ ଭାବେ ପରିଚିତ ବୋଲି ଲେଖିଛନ୍ତି ଅମିତାଭ ବଚନ । 

 

କର୍କଟ ରୋଗରେ ଆଉ ନିଜକୁ ଲଢେଇ କରିପାରିଲେନି ଶେଷ ମୁହୂର୍ତ୍ତରେ ହାରିଗଲେ । ଅନେକ ଅଭିନେତା ତଥା ଅଭିନେତ୍ରୀ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପର୍ଥାନା କରିଛନ୍ତି ।

Leave a Reply

Your email address will not be published. Required fields are marked *