ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯାତ୍ରା କଳାକାର ଗୌରା ଦାସ କା-ନ୍ଦି କା-ନ୍ଦି କଣ କହିଛନ୍ତି ଚାଲନ୍ତୁ ଦେଖିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ।ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ହିନ୍ଦୀ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଏଥି ଭିତରୁ ଆମେ ଯାତ୍ରା ମଧ୍ୟ ଦେଖିବା ପାଇଁ ବହୁତ୍ ଲୋକେ ଭଲ ପାଇଥାଉ । ସେଥି ମଧ୍ୟରୁ ଗାଁ ର ମଉସା ଓ ମାଉସୀ ଏବଂ ଗାଁ ଲୋକେ ଅଧିକ ପରିମାଣ ରେ ଯାତ୍ରା ଦେଖିବା ପାଇଁ ଭଲ ପାଇଥାଉ ।
ଶହେ ରୁ ଶତକଡା ଲୋକ ମଧ୍ୟ ଯାତ୍ରା ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଯାତ୍ରା ଓ ଯାତ୍ରା ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି । କିନ୍ତୁ ଆମେ ସଦା ସର୍ବଦା ଗୋଟିଏ କଥା ନିହାତି ଭାବରେ ଲକ୍ଷ କରିଥାଉ ଯାତ୍ରା ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କର ନିଜର ଗୋଟିଏ ଅଭିନୟ କରିବାର କଳା ଅଲଗା ପ୍ରକାର ର ରହିଥାଏ ।
ସତରେ ଯେଉଁ ମାନେ ଯାତ୍ରା କରିଥାନ୍ତି ସେହି ମାନେ ନିଜ ଘର ସଂସାର କୁ ଛାଡ଼ି ଆସି ଲୋକ ଙ୍କ ମୁହଁ ରେ ହସ ଫୁଟେଇ ପାଇଁ ଷ୍ଟେଜ ଉପରେ ହସୁ ଥାନ୍ତି ଓ କେନ୍ଦୁ ଥାଆନ୍ତି । ଆଜି ଆମେ ଆମ ସମସ୍ତଙ୍କ ଗହଳ ରେ ଦେଖିବା ପାଇଁ ପାଇଛୁ ଜଣେ ବିଶିଷ୍ଟ ଯାତ୍ରା ଅଭିନେତା ଗୌରା ଦାସ । ତାଙ୍କୁ ଯେତେବେଳେ ପଚରା ହୋଇଥିଲା କି ଏତେ ବଡ଼ ମ-ହା-ମା-ରୀ ପରେ ଆସି ଏତେ ଦିନ ପରେ ସେ ଅଭିନୟ କରୁଛନ୍ତି ସେ ନିଜକୁ ଯେତିକି ପରିମାଣ ରେ ଖୁସି ଅନୁଭବ କରୁଛନ୍ତି ।
ତାହା ଶୁଣି ସେ କହିଲେ ସତରେ ଆମ କଳାକାର ମାନଙ୍କ ମଧ୍ୟରେ ଥିବା ଦୃଢ଼ ବିଶ୍ୱାସ କୁ ଦେଖି ହିଁ ସରକାର ଆମ ମାନଙ୍କ ପେଟ ପାଟଣା ଚିନ୍ତା କରି ଏହି ପଦକ୍ଷେପ ନେଇଛନ୍ତି । ଯାହା ପାଇଁ ସେ କହିଛନ୍ତି ଆମେ ଯେଉଁ ଦର୍ଶକ ଙ୍କୁ ଦେବତା ବୋଲି ଭବିଥାଉ ଏତେ ଦିନ ପରେ ତାଙ୍କ ସାମ୍ନା କୁ ଆସି ପହଞ୍ଚିଛି । ସେଥି ପାଇଁ ସେ ଖୁବ୍ ଖୁସି ହୋଇ ଯାଇଥିଲେ ଓ ଏହା ସହିତ ଖୁସି ରେ କା-ନ୍ଦି ପକାଇ ମଧ୍ୟ କହିଥିଲେ କି ମୁ ମୋ ବାପା ଆଉ ମାଆ ଙ୍କ ମ-ର-ଣ ସମୟରେ ମୁଁ ନଥିଲି ମୁ ମୋ କଳା ପାଇଁ ହିଁ ପଡ଼ି ରହିଥିଲା । ସବୁ କିଛି ଭଲ ହେଉ ଜୟ ଜଗନ୍ନାଥ ଓ ଯାଇ କଳା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।