ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଲିଉଡ ର ଚର୍ଚ୍ଚିତ ଅଭିନେତ୍ରୀ ରିୟା ଦେଙ୍କ ରିସେପ୍ସନ୍ ପାର୍ଟି ରେ ପହଞ୍ଚିଲେ ପ୍ରକୃତି ଓ ଅପରାଜିତା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆପଣ ମାନେ ସବୁଦିନ ର ଖବର ସମ୍ପର୍କ ରେ ନ୍ୟୂଜ୍,ଖବରକାଗଜ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଜାଣିପାରୁଥିବେ।ତେବେ ସବୁ ଖବର ମଧ୍ୟ ରେ ଅଭିନୟ ଦୁନିଆ ର ଖଟାମିଠା କଥା ସମ୍ପର୍କ ରେ ଜାଣିବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ।କିଏ କୁ ଫିଲ୍ମ କଲା,କିଏ ଝଗଡ଼ା ଲାଗିଲା ସେ ସବୁ ବିଷୟରେ ଜାଣିବା ପାଇଁ ସମସ୍ତେ ଇଛୁକ ଥାଆନ୍ତି।ଆମ ଓଲିଉଡ ଇଣ୍ଡଷ୍ଟ୍ରି ରେ କ’ଣ ଚାଲିଛି ତାହା ପୁରା ଓଡ଼ିଶାବାସୀ ଙ୍କୁ ଜଣା।କିନ୍ତୁ ଆମେ ଆପଣଙ୍କ ପାଇଁ ଏପରି ଖବର ନେଇ ଆସିଛୁ ଯାହା କୁ ଶୁଣି ଆପଣ ଚକିତ ହୋଇଯିବେ।
ଓଡ଼ିଶା ର ଚର୍ଚ୍ଚିତ ଅଭିନେତ୍ରୀ ରିୟା ଦେ ଙ୍କ ରିସେପ୍ସନ୍ ପାର୍ଟି ରେ ମୁହାଁମୁହିଁ ହୋଇଛି ପୂର୍ବତନ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ଚର୍ଚ୍ଚିତ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କର।ବନ୍ଧୁଗଣ ଆପଣ ମାନେ ତ ଅପରାଜିତା ଓ ପ୍ରକୃତି ଙ୍କ ପରିବାର ମଧ୍ୟ ରେ ଥିବା ବିବାଦ ବିଷୟରେ ଜାଣିଥିବେ।ସେଇ ଘଟଣା ଯେପରି ଭାବରେ ସାରା ଓଡ଼ିଶା ରେ ଭାଇରାଲ୍ ହୋଇଥିଲା।
ଏହାପରେ ସମସ୍ତେ ଭାବୁଥିଲେ ପ୍ରକୃତି ଯେଉଁଠି ଥିବେ ଅପରାଜିତା ସେ ଜାଗା ରେ ପାଦ ରଖିବେନି।କିନ୍ତୁ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରି ଅପରାଜିତା ପହଞ୍ଚିଥିଲେ ଅଭିନେତ୍ରୀ ରିୟା ଙ୍କ ରିସେପ୍ସନ୍ ପାର୍ଟିରେ ଯେଉଁଠାରେ ପ୍ରକୃତି ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଆପଣଙ୍କୁ କହିବାକୁ ଚାହିଁବୁ ଯେ ଅଭିନେତ୍ରୀ ରିୟା ଦେ ଗତ ୩୦ ତାରିଖ ଦିନ ବିବାହ କରିଥିଲେ ଓ ଗତ ଶୁକ୍ରବାର ଦିନ ରିସେପ୍ସନ୍ ପାର୍ଟି ର ଆୟୋଜନ କରିଥିଲେ।
ଯେଉଁଥିରେ ଓଲିଉଡ ର ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ,ପ୍ରଯୋଜକ ଓ ଅନେକ ଅତିଥି ଆସିଥିଲେ।ଯେଉଁଥିରେ ଅପରାଜିତା ଓ ପ୍ରକୃତି ମଧ୍ୟ ଥିଲେ।ସେମାନେ ପାର୍ଟି କୁ ଯାଇ ରିୟା ଙ୍କ ମଧ୍ୟ ଫଟୋ ଉଠାଇଥିଲେ।ପାର୍ଟି କୁ ଅପରାଜିତା ଯାଇଥିଲେ କିନ୍ତୁ ବାବୁଶାନ୍ ଯାଇନଥିଲେ। ପାର୍ଟି ରେ ଦୁଇ ଜଣଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଦୁଇଜଣଙ୍କ ମଧ୍ୟ ରେ ଭେଟ ଘାଟ ମଧ୍ୟ ହୋଇଥିଲା ବୋଲି ଯାହା ସୂଚନା ମିଳିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।