ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାସନ କାର୍ଡରେ ଆସିଲା ନୂଆ ନିୟମ । ଏବେ ହିଁ ଦେଖନ୍ତୁ ଏହି ନୂଆ ପରିବର୍ତ୍ତନ ବିଷୟରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଈଶ୍ୱରଙ୍କ ଦ୍ଵାରା ସୃଷ୍ଠ ଏହି ଜଗତରେ ବିଭିନ୍ନ ପ୍ରକାର ଦେଶ ରହିଛି।ସବୁ ଦେଶ ରେ ଅଲଗା ଅଲଗା ନିୟମ କାନୁନ୍ ରହିଥାଏ ଏବଂ ଲୋକ ମାନଙ୍କ ପାଇଁ ଅଲଗା ଅଲଗା ସୁବିଧା ସୁଯୋଗ ରହିଥାଏ।ଆମ୍ଭ ଭାରତ ଦେଶ ରେ ମଧ୍ୟ ଲୋକ ମାନଙ୍କ ପାଇଁ କିଛି ସୁବିଧା ସୁଯୋଗ ରହିଛି। ବିଶେଷ କରି ଆଦିବାସୀ,ଜନଜାତି,ଆଉ କୃଷକ ମାନଙ୍କ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ସୁବିଧା ମାନ ଯୋଗାଇଛନ୍ତି।ତେବେ ଏବେ ଯେଉଁ ଖବର ଆମ୍ଭେ ଆପଣ ମାନଙ୍କୁ ଜଣାଇବା ପାଇଁ ଚାହୁଁଛୁ ତାହା ହେଉଛି କେନ୍ଦ୍ର ସରକାର ରାସନ୍ କାର୍ଡରେ କରିବାକୁ ଯାଉଥିବା କିଛି ନୂଆ ପରିବର୍ତ୍ତନ ସମ୍ବନ୍ଧରେ ଯାହାକି ରାସନ୍ କାର୍ଡ ହିତାଧିକାରୀ ମାନେ ଜାଣି ରଖିବା ଉଚିତ୍।
ଖୁବ ଶୀଘ୍ର ଦେଶର କୋଟି କୋଟି ଲୋକ ମାନଙ୍କୁ ମିଳିବ ଏକ ନୂଆ ଫାଇଦା,କାରଣ କେନ୍ଦ୍ର ସରକାର ରାସନ କାର୍ଡ ରେ ପୋର୍ଟେବଲ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି।ତେବେ ଏହି ପୋର୍ଟେବଲ ବ୍ୟବସ୍ଥା କ’ଣ ଆସନ୍ତୁ ଜାଣିବା।ପୋର୍ଟେବଲ ରାସନ୍ କାର୍ଡର ସୁବିଧା ଲାଗୁ ହେବା ପରେ ଆପଣ ମାନେ ଦେଶର ଯେକୈଣସି ସ୍ଥାନରୁ ସହଜରେ ରାସନ ନେଇ ପାରିବେ ଏବଂ ଏଥିପାଇଁ ଆପଣ ମାନଙ୍କୁ କୈଣସି ଅଲଗା କାର୍ଡ କରିବାକୁ ପଡିବ ନାହିଁ।ଏହି ସୁବିଧା ବର୍ତମାନ ସମୟରେ ଅନେକ ରାଜ୍ୟରେ ଲାଗୁ ହୋଇଛି ହେଲେ ଖୁବ ଶୀଘ୍ର ଏହାକୁ ସାରା ଦେଶରେ ଲାଗୁ କରିବାକୁ ଯୋଜନା ଚାଲିଛି।
ସରକାର ମାଗଣା ରେ ରାସନ୍ ଯୋଗାଇବା ସହ ପୋର୍ଟେବଲ ରାସନ୍ କାର୍ଡ ର ସୁବିଧା କରିବେ ଯାହା ଫଳ ରେ ରାସନ୍ କାର୍ଡ ହିତାଧିକାରୀ ମାନଙ୍କୁ ବହୁତ ସୁବିଧା ମିଳିବ।ଏହା ସହିତ ଆପଣ ମାନେ ନିଜର ପୁରୁଣା ରାସନ କାର୍ଡର ମଧ୍ୟ ସୁବିଧା ପାଇ ପାରିବେ।କେନ୍ଦ୍ର ସରକାର ଙ୍କ ପକ୍ଷରୁ ମାଗଣା ରାସନ ର ସୁବିଧା ଡିସେମ୍ବର ପର୍ଯ୍ୟନ୍ତ ଦିଆଯିବ।ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଯୋଗ୍ୟ ହୀତାଧିକାରୀଙ୍କୁ ମାସକୁ ୨ ଥର ରାସନ୍ କୋଟା ଯୋଗାଉଛନ୍ତି।ଯାହାର ଫାଇଦା ଦେଶର କୋଟି କୋଟି ଲୋକମାନେ ଉଠାଉଛନ୍ତି।ଥରେ ରାସନର ବିତରଣ ନିର୍ଦ୍ଧାରିତ ମୂଲ୍ୟ କରାଯାଏ ଏବଂ ଦ୍ୱତୀୟ ଥର ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା ଅଧିନରେ ମାଗଣା ରାସନ ଯୋଗେଇ ଦିଆଯିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।