ଝିଅ ନାଚିଲା ଦେଖେଇ ଦେଖେଇ ସ୍କୁଲ ଭିତରେ ଦେଖନ୍ତୁ କେମିତି ନାଚୁଛି ଝିଅ |

 

          

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଝିଅ ନାଚିଲା ଦେଖେଇ ଦେଖେଇ ସ୍କୁଲ ଭିତରେ ଦେଖନ୍ତୁ କେମିତି ନାଚୁଛି ଝିଅ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭଗବାନ୍ ହେଉଛନ୍ତି ଏହି ସୃଷ୍ଠି ର ହର୍ତ୍ତା,କର୍ତ୍ତା ଏବଂ ବିଧାତା।ଭଗବାନ୍ ତାଙ୍କର ଏହି ସୃଷ୍ଠି ରେ ସମସ୍ତଙ୍କୁ ସମାନ ଦକ୍ଷତା ଦେଇନାହାନ୍ତି।ସମସ୍ତଙ୍କ ପାଖରେ ସମାନ ପ୍ରତିଭା ରହିନଥାଏ।ଆଗକଳ ରେ ଲୋକମାନେ ନିଜ ପାଖରେ ଥିବା ପ୍ରତିଭା ଏତେ ବାହାରକୁ ବାହାର କରୁନଥିଲେ କିମ୍ବା ସେହି ପ୍ରତିଭା ସମ୍ପର୍କ ରେ ଜାଣିପାରୁନଥିଲେ,କିନ୍ତୁ ଆଜି ର ଦୁନିଆ ରେ ସମସ୍ତେ ନିଜ ପାଖରେ ଥିବା ପ୍ରତିଭା କୁ ଆଉ ଲୁଚାଇ ରଖୁନାହାନ୍ତି ବରଂ ତାକୁ ବାହାରକୁ ବାହାର କରୁଛନ୍ତି।ଆଉ ଏବେ ସୋସିଆଲ ମିଡ଼ିଆ ରେ ପ୍ରତ୍ୟେକ ନିଜର ପ୍ରତିଭା କୁ ପୋଷ୍ଟ କରୁଛନ୍ତି।

 

ପ୍ରତିଦିନ ଆମ୍ଭେ ମାନେ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଭିଡିଓ ଦେଖୁଛୁ।ସବୁ ପ୍ରତିଭା ମଧ୍ୟ ରୁ ନୃତ୍ୟ କରିବା ଅନ୍ୟତମ।ସତ ରେ ବନ୍ଧୁ ଗଣ ଆମ୍ଭେ ମାନେ ଯେତେବେଳେ ଯେଉଁଠି ଏକ ନୃତ୍ୟ ଦେଖିଥାଉ ସେଠି ଆମର ଆଖି ଲାଗି ରହିଯାଏ।ଆଉ ସେହି ନୃତ୍ୟ ଯଦି ଅତି ସୁନ୍ଦର ହୋଇଥିବ ତେବେ ତାକୁ ବାରମ୍ବାର ଦେଖିବା ପାଇଁ ମନ କରେ।ତେବେ ଆଜି ଆମ୍ଭେ ଯେଉଁ ଖବର ସମ୍ପର୍କ ରେ ଆପଣ ମାନଙ୍କୁ ଅବଗତ କରିବା ପାଇଁ ଚାହୁଁଛୁ ତାହା ହେଉଛି ଏକ ଭାଇରାଲ୍ ଭିଡିଓ ସମ୍ପର୍କରେ।

 

ଯେଉଁଠି ଦୁଇ ଜଣ ସ୍କୁଲ୍ ଛାତ୍ରୀ ସ୍କୁଲ୍ ର କ୍ଲାସ୍ ରୁମ୍ ପରିସର ରେ ଏକ ଓଡ଼ିଆ ଗୀତ ରେ ଅତି ସୁନ୍ଦର ନୃତ୍ୟ କରୁଛନ୍ତି।ପାଠକ ଗଣ ଆଜି କାଲି ଦୁନିଆ ର ପ୍ରାୟ ଲୋକ ସୋସିଆଲ ମିଡ଼ିଆ ରେ ନିଜର ନୃତ୍ୟ ଭିଡିଓ ପୋଷ୍ଟ କରୁଛନ୍ତି।ବିଶେଷ କରି ପିଲା ମାନେ ଏହି ସବୁଥିରେ ନିଜର ଇଚ୍ଛା ପ୍ରଦର୍ଶନ କରୁଛନ୍ତି।ତେବେ ସ୍କୁଲ୍ ମାନଙ୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ ହେଉଛି ଯେଉଁଠି ପିଲା ମାନେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି।

 

ତେବେ ଏହି ଭିଡିଓ ରେ ଏକ ସ୍କୁଲ୍ ରେ ଦୁଇ ସ୍କୁଲ୍ ଛାତ୍ରୀ ସ୍କୁଲ୍ ୟୁନିଫର୍ମ ପିନ୍ଧି କ୍ଲାସ୍ ରୁମ୍ ପରିସର ରେ ଏକ ଅତି ମନ ଲାଖିଯିବା ଭଳି ନୃତ୍ୟ କରୁଛନ୍ତି।ଏକ ଓଡ଼ିଆ ଗୀତ ର ତାଳେ ତାଳେ ନିଜ ନୃତ୍ୟ କୁ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରୁଛନ୍ତି।ଏମାନେ ଏତେ ସୁନ୍ଦର ଭାବେ ନୃତ୍ୟ  ପରିବେଷଣ କରୁଛନ୍ତି ଆପଣ ମାନେ ଦେଖିଲେ ବି ନିଶ୍ଚିତ ଭାବେ ଅବାକ୍ ରହିଯିବେ।ଆପଣ ମାନେ ମଧ୍ୟ ଥରେ ଏହି ଭିଡ଼ିଓ କୁ ନିଶ୍ଚିତ ଭାବେ ଦେଖନ୍ତୁ, ଆପଣମାନେ ମଧ୍ୟ ଖୁସି ହୋଇଯିବେ ଏବଂ ଏହି ଭିଡିଓ କୁ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହେବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *