ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତୁ ଜାଣିବା ପାଠକ ବନ୍ଧୁ ବାବୁଶାନଙ୍କ ଦ୍ଵାରା ଅଭିନୀତ ଦମନ ଫିଲ୍ମକୁ ଦେଖି ଅଭିନେତ୍ରୀ ପ୍ରକୃତି ମିଶ୍ର କ’ଣ କହିଲେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବନ୍ଧୁଗଣ ଆପଣମାନେ ତ ଦମନ ଫିଲ୍ମ ସମ୍ପର୍କ ରେ ଜାଣିଥିବେ ନିଶ୍ଚୟ।ଏହି ଫିଲ୍ମଟି ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ।ଏହି ଫିଲ୍ମକୁ ଦେଖି ସମସ୍ତେ ଏହି ଫିଲ୍ମର ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି।ତେବେ ଏହି ଫିଲ୍ମଟି ଏତେ ଲୋକପ୍ରିୟ ହୋଇଯାଇଛି ଯେ ଏବେ ଏହି ଫିଲ୍ମ ଟି ହିନ୍ଦୀ ଭାଷାରେ ଡବ ହେଉଛି।ଲୋକ ମାନଙ୍କ ମଧ୍ୟ ରେ ଏହି ଫିଲ୍ମର ଲୋକପ୍ରିୟତା ଏବେ ପର୍ଯ୍ୟନ୍ତ ମଧ୍ୟ ରହିଛି।
ଓଡ଼ିଶା ବାହାରେ ମଧ୍ୟ ଏହି ଫିଲ୍ମ ର କ୍ରେଜ୍ ଏତେ ପର୍ଯ୍ୟନ୍ତ ରହିଛି।ତେବେ ଏହି ଫିଲ୍ମ ଟିକୁ ଦେଖି ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ନିଜର ମତ ଦେଇଛନ୍ତି।ସମସ୍ତେ କହିଛନ୍ତି ଯେ ଏହିଭଳି ଆଉ କିଛି ଫିଲ୍ମ ତିଆରି ହେଲେ ଓଲିଉଡ ଇଣ୍ଡଷ୍ଟ୍ରି ରେ ହଜିଯାଇଥିବା ଜୀବନ ପୁଣି ଫେରିଆସିବ।ତେବେ ଓଲିଉଡର ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଏହି ଫିଲ୍ମକୁ ଦେଖି ଏହା ଉପରେ ନିଜର ମତ ରଖିଛନ୍ତି।ଆସନ୍ତୁ ଜାଣିବା କ’ଣ କହିଛନ୍ତି ସେ।
ପ୍ରକୃତି ଏହି ଫିଲ୍ମକୁ ଦେଖି ନିଜ ପ୍ରତିକ୍ରିୟାରେ ରେ କହିଛନ୍ତି ଯେ ଏହି ଫିଲ୍ମ ଟି ବହୁତ ଭଲ ହୋଇଛି ଏବଂ ଲୋକ ମାନଙ୍କୁ ମଧ୍ୟ ଯାଇକି ହଲ୍ ରେ ଦେଖିବା ପାଇଁ ପରାମର୍ଶ ଦେଇଛନ୍ତି।ସେ ଆହୁରି କହିଛନ୍ତି ଏହିପରି ଫିଲ୍ମ କୁ ଯଦି ଲୋକ ମାନେ ଭଲ ପାଇବା ଦେବେ ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଆହୁରି ଆଗକୁ ଯିବ।ତେବେ ପାଠକ ବନ୍ଧୁ ଆମ୍ଭେ ଆପଣ ମାନଙ୍କୁ କହି ରଖିବୁ ଯେ ଏହି ଦମନ ଫିଲ୍ମ ର ପ୍ରୋମୋସନ୍ ପାଇଁ ପ୍ରକୃତି ଏବଂ ବାବୁଶାନ୍ ଚେନ୍ନାଇ ଯିବାକୁ ନେଇ ତୃପ୍ତି ଉତଖିପ୍ତ ହୋଇପଡ଼ିଥିଲେ।
ଯାହା ଫଳରେ ତୃପ୍ତି ଏବଂ ବାବୁଶାନ୍ ଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା ଏବଂ ଏହାକୁ ନେଇ ବିବାଦ ମଧ୍ୟ ହୋଇଥିଲା।ଏବେ ସବୁକିଛି ଠିକ୍ ହୋଇଯାଇଛି।ବାବୁଶାନ୍ ଏବଂ ପ୍ରକୃତି ଅଲଗା ହୋଇଯାଇଛନ୍ତି।ବର୍ତ୍ତମାନ ସମୟରେ ଦମନ ଫିଲ୍ମର ହିନ୍ଦୀରେ ଡବିଂ ପାଇଁ ମୁମ୍ବାଇ ଯାଇଛନ୍ତି ଅଭିନେତା ବାବୁଶାନ୍ ମହାନ୍ତି ହେଲେ ଏଥର ତାଙ୍କ ସହିତ ଯାଇଛନ୍ତି ସ୍ତ୍ରୀ ତୃପ୍ତି ଆଉ ପ୍ରକୃତି ମିଶ୍ର ଯାଇ ନାହାନ୍ତି।ତେବେ ଅଲଗା ହେବ ପରେ ମଧ୍ୟ ପ୍ରକୃତି ବାବୁଶାନ୍ ଙ୍କ ଫିଲ୍ମ ଦମନ ଦେଖିଥିଲେ ଏବଂ ଫିଲ୍ମ ର ପ୍ରଶଂସା ମଧ୍ୟ କରିଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।