ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଇଣ୍ଡିଆନ ଆଇଡଲ୍ ୧୨ର ଫେମସ୍ ଯୋଡି ପୱନଦୀପ୍ ଓ ଅରୁନୀତା ଙ୍କୁ ନେଇ ଆସିଲା ବହୁତ ବଡ ଖୁସି ଖବର, ଆପଣ ମାନେ ବି ଶୁଣିଲେ ଖୁସି ହୋଇଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଭାରତରେ ସବୁବେଳେ ଟେଲେଣ୍ଟର ଖୋଜ୍ ଚାଲିଥାଏ, ବଡ ବଡ ଷ୍ଟାର ମାନେ ଦେଶର ଭଲ ଭଲ ଟେଲେଣ୍ଟେଡ ପିଲା ମାନଙ୍କର ଖୋଜ୍ କରିଥାଆନ୍ତି। ତେବେ ଅନେକ ରିୟାଲିଟି ସୋ ମାଧ୍ୟମରେ ସେମାନେ ନୂଆ ନୂଆ ଷ୍ଟାର ମାନଙ୍କର ଖୋଜ୍ କରିଥାଆନ୍ତି।ତେବେ ଏହି କିଛିଦିନ ତଳେ ମଧ୍ୟ ସେପରି ଏକ ସୋ ଦେଶର ପ୍ରତ୍ୟେକ ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ମାଧ୍ୟମ ପାଲଟିଥିଲା। ଇଣ୍ଡିଆନ ଆଇଡଲ୍ ୧୨ ସୋ ଟି ବହୁତ ହିଁ ଚର୍ଚ୍ଚାରେ ଥିଲା, ଏହାର କଣ୍ଟେଷ୍ଟେଣ୍ଡ୍ ମାନେ ମଧ୍ୟ ବହୁତ ଚର୍ଚ୍ଚାରେ ଥିଲେ। ଉଇନର୍ ତ ଜଣେ ହୋଇଥିଲେ ହେଲେ ଯେଉଁମାନେ ସମସ୍ତେ ଏହାର ଏକ ଏକ ଭାଗ ହୋଇଥିଲେ, ସମସ୍ତେ ହିଁ ଏକ ପ୍ରକାରର ଉଇନର୍ ହୋଇଯାଇଥିଲେ।
କାରଣ ସମସ୍ତେ ନିଜ ନିଜର ସୁରିଲା ସ୍ୱର ମାଧ୍ୟରେ ହିଁ ଦେଶବାସୀଙ୍କର ମନ ଜିତି ନେଇଥିଲେ। ସେହି ସିଜିନ୍ ଅଗଷ୍ଟ ମାସ ୧୫ ତାରିଖ ଦିନ ଦୀର୍ଘ ୧୨ ଘଣ୍ଟା ଧରି ନିଜର ଗ୍ରାଣ୍ଡ ଫିନାଲେ କରିଥିଲା, ଆଉ ଏଥିରେ ଉଇନର୍ ହୋଇଥିଲେ ପୱନଦୀପ୍ ରାଜନ୍, ଫାଷ୍ଟ ରନର୍ ସପ୍ ହୋଇଥିଲେ ଅରୁନୀତା କାଞ୍ଜିଲାଲ୍। ଏହି ଦୁଇଜଣ ହିଁ ଥିଲେ ଏହି ସୋ ର ତଥା ଏହି ସିଜିନ୍ ର ସବୁଠାରୁ ପପୁଲାର୍ କଣ୍ଟେଷ୍ଟେଣ୍ଡ୍, ଦୁଇଜଣ ନିଜ ନିଜର ସ୍ୱରକୁ ନେଇ ପରିଚିତ ହେବା ସହ, ନିଜ ନିଜର କେମେଷ୍ଟ୍ରି କୁ ନେଇ ମଧ୍ୟ ବହୁତ ପରିଚିତ ଥିଲେ।
ଏହି ଦୁଇ ଯୋଡି ପରସ୍ପର କୁ ଭଲ ପାଉଛନ୍ତି ବୋଲି ବେସ ଚର୍ଚ୍ଚା ରେ ଅଛନ୍ତି , ତାହେଲେଏହି ଦୁଇ ଯୋଡି କେବେ ବି ପ୍ରତିକ୍ରିୟା ରଖି ନାହାଁନ୍ତି ଯେ ପରସ୍ପର କୁ ଭଲ ପାଉଛନ୍ତି ବୋଲି । ସୋସିଆଲ ମିଡ଼ିଆରେ ମଧ୍ୟ ଏହି ଦୁଇ ଯୋଡି ଖୁବ୍ ନଜର ଆସୁଛନ୍ତି, ବଲିଉଡ୍ ରେ ନୂଆ ନୂଆ ପାଦ ରଖି ଅନେକ ଗୀତ ମଧ୍ୟ ଗାଇ ସାରିଲେଣି। ଏହି ଯୋଡିର ଫ୍ୟାନ୍ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି, ଏହି ଦୁହିଁଙ୍କର ନିର୍ବନ୍ଧ ହୋଇଯାଇଥିବା କଥା ସୋ-ସି-ଆ-ଲ ମି-ଡି-ଆରେ ଦେଖିବାକୁ ମିଳିଛି।
ଏହି କଥା ଟି ସତ୍ୟ ଅଟେ କିନ୍ତୁ ରିଅଲ ଲାଇଫ ରେ ନୁହେଁ ବରଂ ରିଲ ଲାଇଫ ରେ , ରିଲ ଲାଇଫ ରେ ଏହି ଦୁଇ ଯୋଡି ଙ୍କ ନିର୍ବନ୍ଧ ହେବା କୁ ଯାଉଛି ଓ ଆଗାମୀ ଦିନ ମାନ ଙ୍କ ଭିତରେ ଏହି ଦୁଇ ଙ୍କ ଏକ ଗୀତ ରିଲିଜ ହେବା କୁ ଯାଉଛି । ଏହି ଗୀତ ଟି ରେ ଉଭୟ କଣ୍ଠଦାନ କରିଛନ୍ତି ଓ ଏହି ଗୀତ ଟି ରେ ଅଭିନୟ ମଧ୍ୟ କରିବେ ଏହି ଗୀତ ଟି ର ଟାଇଟେଲ ହେଉଛି “Manzoor dill “ । ତେବେ ଏହାର ବର୍ତ୍ତମାନ ଟିଜର ରିଲିଜ ହୋଇଛି ଓ ଏଥିରେ ପବନ ଟିଜର ରେ ଅରୁଣିତା ଙ୍କୁ କହୁଛନ୍ତି “ଏକ ବାତ ପୁଛୁ “ଏହା ପରେ ଅରୁଣିତା କହୁଛନ୍ତି “ହାଁ ପୁଛୋ “ ଏହି ଭଳି କିଛି ଦେଖିବାକୁ ମିଳିଛି , ତେବେ ଏହା ରିଲିଜ ଅକ୍ଟୋବର 23 ରେ ରିଲିଜ ହେବ ॥
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।