ଖେଳ ଖେଲିଦେଲେ ଅପରାଜିତା ମହାନ୍ତି ରିୟା ଙ୍କ ବାହାଘର ଭୋଜିରେ ନିଜେ ଆସିଲେ 

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ବର୍ତ୍ତମାନ ରିୟା ଙ୍କ ବାହାଘର ସମ୍ପୂର୍ଣ ବୈଦିକ ରୀତିନୀତି ରେ ଶେଷ ହୋଇ ସାରିଛି । ପୁରୀ ଶ୍ରୀକ୍ଷେତ୍ର ସୁନା ବୋହୂ ହୋଇ ସାରିଛନ୍ତି ବାଲେଶ୍ଵର ଝିଅ ରିୟା ଦେ । ବର୍ତ୍ତମାନ ରିୟା ଶାଶୁଘରେ ଖୁସିରେ ଥିବାର ଜଣା ପଡ଼ିଛି । ରିୟା ଙ୍କ ବିବାହ ରିସେପସନ୍ ରେ ଅନେକ କଳାକାର ତଥା ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଡାକିଥିଲେ ରିୟା ଦେ । 

 

ରିୟା ଦେ ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ିର ଚୁଲବୁଲି ଅଭିନେତ୍ରୀ । ରିୟା ଦେ ଅନେକ ସୁପରହିଟ ଫିଲ୍ମ ଓଡ଼ିଶା ବାସୀ ଙ୍କୁ ଦେଇ ଚର୍ଚ୍ଚାରେ ଅଛନ୍ତି । ରିୟା ଦେ ଅନେକ ରିଆଲିଟି ଶୋ ରେ ସାମ୍ନାକୁ ଆସି ଥାନ୍ତି । ରିୟା ଙ୍କୁ ଅନେକ ଲୋକ ଖୁବ୍ ଭଲ ପାଇବା ଦେବା ସହ ତାଙ୍କ ସହ ସୋସିଆଲ ମିଡିଆରେ ଯୋଡ଼ି ହୁଅନ୍ତି ଏବଂ ତାଙ୍କର ପ୍ରତିଟି ପୋଷ୍ଟ କୁ ଅନୁସରଣ କରନ୍ତି । ରିୟା ସୁନିଲ ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ୭ ଜନ୍ମର ସାଥି ହୋଇଛନ୍ତି । ରିୟା ଦେ ଙ୍କ ରିସେପସନ୍ ରେ ଅନେକ କଳାକାର ଆସି ଯୋଗ ଦେଇଥିଲେ 

 

ରିୟା ସମ୍ମାନ ର ସହ ସମସ୍ତଙ୍କୁ ଡ଼ାକିଥିବା ବେଳେ ରିୟା ଙ୍କ କଥା ରଖି ସମସ୍ତେ ଆସିଥିଲେ । ରିୟା ଙ୍କ ବିବାହ ଭୋଜିରେ ପହଞ୍ଚି ଥିଲେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ସୁନାମଧନ୍ୟ ବରିଷ୍ଟ ଅଭିନେତ୍ରୀ ଅପରାଜିତା ମହାନ୍ତି । ଅପରାଜିତା ମହାନ୍ତି ନିଜେ ଆସି ରିୟା ଙ୍କ ରିସେପସନ ରେ ଯୋଗ ଦେଇ ସେଠାରେ ନବ ଦମ୍ପତି ଙ୍କୁ ବୈବହିତ୍କ ଜୀବନର ଶୁଭେଛା ଜଣାଇ ଫେରି ଯାଇଥିଲେ ।

 

ତେବେ ଏଠାରେ ପ୍ରଶ୍ନ ଉଠିଥିଲା ବାବୁଶାନ୍ ମହାନ୍ତି ଏଠାରେ ଉପସ୍ଥିତ ନଥିଲେ ବରଂ କେବଳ ଅପରାଜିତା ମହାନ୍ତି ରିୟା ଙ୍କ ସମ୍ମାନ ରଖି ଆସି ପହଁଚି ଥିଲେ । ରିୟା ବାବୁଶାନ୍ ଙ୍କ ସହ ସମ୍ପର୍କ ଭଲ ଅଟେ ଏହା ସମସ୍ତେ ଜାଣିଛନ୍ତି । ରିୟା ଦେ ବାବୁଶାନ୍ ମହାନ୍ତି ଙ୍କ ସହ ନିହାତି ଭାବେ ୫ ଟି ଚଳଚ୍ଚିତ୍ର କରିଛନ୍ତି ଯାହାଦ୍ବାରା ଦୁହେଁ ଦୁହିଁଙ୍କୁ ଭଲ ଭାବେ ଜାଣନ୍ତି । 

 

ତେବେ ବାବୁଶାନ୍ ମହାନ୍ତି ରିୟା ଙ୍କ ରିସେପସନ ରେ ଉପସ୍ଥିତ ନଥିବା ବେଳେ ସେଠାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଉପସ୍ଥିତ ଥିଲେ । ସେଠାରେ ଅନେକ ଙ୍କ ପାଖରେ ଏହି ତଥ୍ୟ ଆଲୋଚନା ହେଉଥିଲା ଯେ ହୁଏତ ଅପରାଜିତା ମହାନ୍ତି ଜାଣି ପାରିଥିଲେ କି ଏହି ବିବାହ ଭୋଜିରେ ପ୍ରକୃତି ମିଶ୍ର ଯୋଗ ଦେଉଛନ୍ତି ତେଣୁକରି ବାବୁଶାନ୍ ଙ୍କୁ ନ ପଠାଇ ନିଜେ ଆସିଲେ ଅପରାଜିତା । ରିୟା ଏବଂ ସୁନିଲ ଙ୍କ ରିସେପସନ ରେ ଅପରାଜିତା ମହାନ୍ତି ଖୁବ୍ ବିନମ୍ର ଭାବେ ଯୋଗ ଦେଇଥିଲେ ଏବଂ ନିଜର କାର୍ଯ୍ୟ ସାରି ଫେରି ଯାଇଥିଲେ । 

 

ସେଠାରେ ବରିଷ୍ଟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ଦେଖି ଅନେକ ଲୋକ ଖୁସି ହୋଇଯାଇଥିଲେ । ଅପରାଜିତା ରିୟା ଙ୍କ ସହ ମଞ୍ଚ ଉପରେ ଫଟୋ ଉଠାଇ ନବ ଦମ୍ପତି ଙ୍କୁ ଆଶ୍ରିବାଦ ଦେଇ ଫେରି ଯାଇଥିଲେ ।

Leave a Reply

Your email address will not be published. Required fields are marked *