ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଲିଉଡ ଅଭିନେତ୍ରୀ ରିୟା ଦେ ଙ୍କ ରିସେପସନ୍ କୁ ଅପରାଜିତା ଆସିଥିଲେ ଏବଂ ପ୍ରକୃତି ମଧ୍ୟ ଆସିଥିଲେ। କିନ୍ତୁ ବାବୁଶାନ୍ କାହିଁକି ଆସିନଥିଲେ?ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣମାନେ ତ ପ୍ରତିଦିନ ନ୍ୟୁଜ୍, ଖବରକାଗଜ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମ ରେ ପ୍ରତିଦିନ ବିଭିନ୍ନ ଖବର ସମ୍ପର୍କ ରେ ଜାଣିବାକୁ ପାଉଥିବେ। ଆମର ଫିଲ୍ମ ଦୁନିଆ କଥା ମଧ୍ୟ ସବୁବେଳେ ଚର୍ଚ୍ଚା ରେ ରହିଥାଏ।ଫିଲ୍ମ ଦୁନିଆ ରେ ଥିବା ପ୍ରତି ଟି ଲୋକ ମାନଙ୍କ ଖବର ସବୁଆଡ଼େ ଦେଖିବାକୁ ମିଳିଥାଏ।ତେବେ ବନ୍ଧୁ ମାନେ ଆପଣମାନେ ଏଇ କିଛି ଦିନ ତଳେ ଓଲିଉଡ ଅଭିନେତ୍ରୀ ରିୟା ଦେ ଙ୍କ ବାହାଘର ଏବଂ ରିସେପସନ୍ ସମ୍ପର୍କ ରେ ଜାଣିଥିବେ ନିଶ୍ଚୟ।ଏହି ବାହାଘର ରେ ଓଲିଉଡ ର ନାମୀ ଦାମୀ କଳାକାର ମାନେ ଆସିଥିଲେ ନବଦମ୍ପତିଙ୍କୁ ଶୁଭେଚ୍ଛା ଏବଂ ଆଶୀର୍ବାଦ ଦେବା ପାଇଁ।
ଏହି ରିସେପସନ୍ କୁ ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ଆସିଥିଲେ।ଆଉ ଏକ ରୋଚକ କଥା ହେଉଛି ଏହି ପାର୍ଟି କୁ ପ୍ରକୃତି ମିଶ୍ର ମଧ୍ୟ ଆସିଥିଲେ।ତେବେ କଥା ଶୁଣିବାକୁ ମିଳୁଛି କୁ କୁଆଡ଼େ ଅପରାଜିତା ଏବଂ ପ୍ରକୃତି କିଛି ସମୟ ପାଇଁ ଆମ୍ନା ସାମ୍ନି ହୋଇଥିଲେ।ହେଲେ ଏବେ ଯେଉଁ ଖବର ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଏହି ରିସେପସନ୍ ପାର୍ଟି କୁ ବାବୁଶାନ୍ ମହାନ୍ତି କ’ଣ ପାଇଁ ଆସିନଥିଲେ ବୋଲି।ଏବେ ଜନସାଧାରଣ ରେ କଥା ଚାଲିଛି କି ଅପରାଜିତା ଏଠି ନିଜ ବୁଦ୍ଧିମତା ର ପରିଚୟ ଦେଇଛନ୍ତି।ସେ କୁଆଡ଼େ କିଛି ବଡ଼ ଅଘଟଣ ହେବାରୁ ବଞ୍ଚାଇଛନ୍ତି।ବାବୁଶାନ୍,ତୃପ୍ତି ଏବଂ ପ୍ରକୃତି ଙ୍କୁ ନେଇ ଯେଉଁ ବିବାଦ ହୋଇଥିଲା ସେ ସମ୍ପର୍କ ରେ ସମସ୍ତେ ଅବଗତ ଥିବେ ନିଶ୍ଚୟ।
ତେବେ ଅପରାଜିତା ଚାହୁଁନାହାନ୍ତି କୁ ସେମିତି ଆଉ କିଛି ଅଘଟଣ ହେଉ ବୋଲି।ଅପରାଜିତା କେବଳ ଔପଚାରିକତା ପାଇଁ ପାର୍ଟି କୁ ଆସିଥିଲେ।କାରଣ ସେ ପାର୍ଟି କୁ ଆସି କେବଳ ରିୟା ଏବଂ ସୁନିଲ ଙ୍କ ସହ କେବଳ କଥା ହେଇଛନ୍ତି ଆଉ କାହା ସହ କଥା ହୋଇନାହାନ୍ତି କୁ ଗଣମାଧ୍ୟମ କୁ କିଛି ପ୍ରତିକ୍ରିୟା ଦେଇନାହାନ୍ତି।ଅପରାଜିତା କେବଳ ଔପଚାରିକତା ପୂରଣ କରିବା ପାଇଁ ଆସିଥିଲେ ନା କାହାକୁ ଅଭଏଡ୍ କରୁଥିଲେ ତାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।ବାବୁଶାନ୍ ଚାହିଁଥିଲେ ନିଜ ପତ୍ନୀ ତୃପ୍ତି ଙ୍କ ସହ ରିୟା ଙ୍କ ଏହି ରିସେପସନ୍ କୁ ଆସିପରିଥାନ୍ତେ।କାରଣ ରିୟା ହେଉଛନ୍ତି ବାବୁଶାନ୍ ଙ୍କ ଭଲ ସାଙ୍ଗ।
ରିୟା ଙ୍କ ସହ ବାବୁଶାନ୍ ୫ ରୁ ଅଧିକ ଫିଲ୍ମ କରିଛନ୍ତି ଆଉ ସେ ସବୁ ସୁପରହିଟ ମଧ୍ୟ ହୋଇଛି।କିନ୍ତୁ ବାବୁଶାନ୍ ଏପରି କରିଲେ ନାହିଁ।ଏବେ ଜନସାଧାରଣ ରେ ପ୍ରଶ୍ନ ମଧ୍ୟ ଉଠୁଛି ଯେ କଣ ଅପରାଜିତା ଆଗରୁ ଜାଣିଥିଲେ କି ପ୍ରକୃତି ସେହି ପାର୍ଟି କୁ ଆସୁଛନ୍ତି।ସେଥିପାଇଁ ସେ ଔପଚାରିକତା ପୂରଣ କରିବା ପାଇଁ ନିଜେ ଏକଲା ଆସି ନବଦମ୍ପତି ଙ୍କୁ ଆର୍ଶୀବାଦ ଦେଇ ଚୁପ୍ ଚାପ୍ ଚାଲିଗଲେ।କାରଣ ସାଙ୍ଗ ର ବାହାଘର କୁ ନଆସିଲେ ପରେ ମଧ୍ୟ ଯାଇ ସାଙ୍ଗକୁ ଦେଖା କରିହେବ,କିନ୍ତୁ ଯଦି ପୁଣି ପୁରୁଣା କଥା କୁ ନେଇ ତୃପ୍ତି ଙ୍କ ମୁଡ୍ ବିଗିଡ଼ିଗଲା ତେବେ ଏକ ବଡ଼ ଅଘଟଣ ସୃଷ୍ଟି ହୋଇପାରେ।ଏମିତି ସବୁ କଥା ଏବଂ ଆଉ କିଛି ପ୍ରଶ୍ନ ଏବେ ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।