ଭାରତୀୟ ଦଳ ର ବିଶ୍ୱକପ ବିଫଳତା ପରେ Kapil Dev ଙ୍କ ବିସ୍ପୋରକ ବୟାନ । କହିଲେ BCCI ଓ INDIAN TEAM…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଟିମ୍ ଇଣ୍ଡିଆ ଏପରି ଖ-ରା-ପ ପ୍ରଦର୍ଶନ ପରେ ବାଧ୍ୟ ହୋଇ ମୁହଁ ଖୋଲିଲେ କପିଲ ଦେବ, ଆସନ୍ତା ବିଶ୍ୱକପ ପାଇଁ ଦେଲେ ଏହି ମନ୍ତ୍ର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି। କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ। ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି। 

ପୂର୍ବତନ ଇଣ୍ଡିଆର କ୍ୟାପଟେନ କପିଲ୍ ଦେଭ୍ ଙ୍କର ଏକ ଅଲଗା ହିଁ ସ୍ଥାନ ରହିଛି ଦେଶବାସୀଙ୍କ ମନରେ, ସଚ୍ଚିନତେନ୍ଦୁଲଙ୍କର ଙ୍କୁ କ୍ରିକେଟର ଗଡ୍ ବୋଲି କୁହାଯାଏ, ଆଉ ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ତ ଲୋକମାନେ ଅନେକ କିଛି ନାମରେ ଜାଣିଛନ୍ତି, ଇଣ୍ଡିଆର ବେଷ୍ଟ ଫିନିସର୍, ବେଷ୍ଟ ୱିକେଟ କିପର୍ ଆଉ ସବୁଠାରୁ ଲମ୍ବା ଛକ୍କା ମାରୁଥିବା ହେଲିକେପ୍ଟର  ସଟ୍ ମାରୁଥିବା ଖେଳାଳି। ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ। 

କେବଳ ଧୋନି ହିଁ ନୁହଁନ୍ତି ସବୁ ଖେଳାଳି ମାନଙ୍କ ପାଇଁ ଲୋକମାନଙ୍କ ମନରେ ଅଲଗା ଅଲଗା ସ୍ଥାନ ରହିଛି, କାରଣ ସବୁ ଖେଳାଳି ମାନଙ୍କୁ ନେଇ ଆମ ଇଣ୍ଡିଆ ଟିମ୍ ଗଠିତ। ଆଉ ସେହି ଟିମ୍ ରେ ଥିବା ପ୍ରତ୍ୟେକଟି ଖେଳାଳିଙ୍କର କିଛି ନା କିଛି ଅବଦାନ ରହିଥାଏ ଟିମ୍ ପାଇଁ ତଥା ଟିମ୍ ର ହା-ର୍ ଜିତ୍ ପାଇଁ। ଏହି ବର୍ଷ କିନ୍ତୁ ପୁଣି ଏକ ଅଜବ କଥା ଦେଖିବାକୁ ମିଳିଛି, ଭାରତୀୟ ଦଳ ଶେଷଥର ପାଇଁ ୨୦୧୨ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପହଞ୍ଚି ପାରି ନଥିଲା, ଆଉ ପୁଣିଥରେ ଏହି ବର୍ଷ ମଧ୍ୟ ଭାରତ ସେମିଫାଇନାଲରେ ପହଁଞ୍ଚି ପାରି ନାହିଁ। ଆଫଗାନିସ୍ଥାନ ବି-ପ-କ୍ଷ-ରେ ନ୍ୟୁଜିଲାଣ୍ଡର ବିଜୟ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ଆଶା ଧୂ-ଳି-ସା-ତ୍ ହୋଇଛି। 

ତେବେ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇବାରେ ଟିମ୍ ଇଣ୍ଡିଆ ବିଫଳ ହେବା ପରେ ବଡ ବୟାନ୍ ରଖିଛନ୍ତି ପୂର୍ବତନ ବିଶ୍ୱକପ୍ ବିଜେତା ଅଧିନାୟକ କପିଲ ଦେବ। କପିଲ କହିଛନ୍ତି, ଭବିଷ୍ୟତ ବାବଦରେ ଚିନ୍ତା କରିବାର ସମୟ ଆସିଛି। ବୋର୍ଡକୁ ତୁରନ୍ତ ନୂଆ ଯୋଜନା ପ୍ରସ୍ତୁତ କରିବା ଉଚିତ୍। ଟି-୨୦ ବିଶ୍ୱକପରେ ନୈ-ରା-ଶ୍ୟ-ଜ-ନ-କ ପ୍ରଦର୍ଶନ ପରେ ଯେ ଟିମ୍ ଇଣ୍ଡିଆ ପାଇଁ କ୍ରିକେଟ ଶେଷ ହୋଇ ଯାଇଥିବା ଭାବିବା ଭୁ-ଲ୍। ଏବେ ସମୟ ଅଛି ଯୋଜନା ପ୍ରସ୍ତୁତ କର। ଆଇପିଏଲ୍ ଓ ବିଶ୍ୱକପ୍ ମଧ୍ୟରେ କିଛି ସମୟ ବ୍ୟବଧାନ ରହିଥିଲେ ଭଲ ହୋଇ ଥାଆନ୍ତା, ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଖରେ ଭରପୂର ପ୍ରତିଭା ରହିଛି, କିନ୍ତୁ ଏହାର ଲାଭ ଉଠାଇ ପାରୁନି ଟିମ୍।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *